Vastu Tips
OTV Logo

ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ବି କିଛି ଜିନିଷ ରହିଛି, ଯାହାକୁ ଉଧାର ସ୍ବରୂପ କାହାଠାରୁ ମାଗି ଆଣି ବ୍ୟବହାର କରିବା ଅଶୁଭ ହୋଇଥାଏ ।

Author: Deviprasad Jena | Credit: canva

Vastu Tips
OTV Logo

ଦହି: ଘରେ ଦହି ବସାଇବା ପାଇଁ ବେଳେବେଳେ ମହିଳାମାନେ ପଡୋଶୀଙ୍କଠାରୁ ଟିକେ ଦହି ମାଗି ଆଣିଥା'ନ୍ତି । କିନ୍ତୁ, ଏପରି କରିବା ଠିକ୍ ନୁହେଁ । କାହାଠାରୁ ଦହି ମାଗିଆଣି ବ୍ୟବହାର କଲେ ସୁଖଶାନ୍ତିରେ ବାଧା ଉପୁଜିଥାଏ ବୋଲି ବିଶ୍ଵାସ ରହିଛି।

Author: Deviprasad Jena | Credit: canva

Salt
OTV Logo

ଲୁଣ: ସୂର୍ଯ୍ୟାସ୍ତ ପରେ କାହାକୁ ଲୁଣଦେବା କିମ୍ବା କାହାଠାରୁ ଲୁଣ ଉଧାର ଆଣିବା ଆଦୌ ଶୁଭଙ୍କର ନୁହେଁ । ଏହାଦ୍ଵାରା ସୁଖସମୃଦ୍ଧି ନଷ୍ଟହେବା ସହ କରଜ ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।

Author: Deviprasad Jena | Credit: canva

Watch

ଘଣ୍ଟା: କେବେ ବି କାହାଠାରୁ ଘଣ୍ଟା ମାଗିଆଣି ବ୍ୟବହାର କରିବା ଅନୁଚିତ । ଏହା ଉନ୍ନତି ପଥରେ ବାଧା ଉପୁଜାଇଥାଏ ।

Author: Deviprasad Jena | Credit: canva

Vastu Tips

ଜୋତା: ଅନ୍ୟର ଜୋତା ଚପଲକୁ ବ୍ୟବହାର କରିବା ବି ଦାରିଦ୍ର୍ୟତାକୁ ଡାକି ଆଣିଥାଏ ।

Author: Deviprasad Jena | Credit: canva

Vastu Tips

ରୁମାଲ: ନିଜ ରୁମାଲ କାହାକୁ ଦେବା କିମ୍ବା ଅନ୍ୟଠୁ ମାଗିଆଣି ବ୍ୟବହାର କଲେ ସମ୍ପର୍କରେ ତିକ୍ତତା ଆସେ ବୋଲି କୁହାଯାଏ ।

Author: Deviprasad Jena | Credit: OTV

Vastu Tips

ଛୁଞ୍ଚି: କାହାଠାରୁ ଛୁଞ୍ଚି ଉଧାର ଆଣିଲେ, ଏହା ଆର୍ଥିକ ସମସ୍ୟାକୁ ଡାକି ଆଣିଥାଏ ବୋଲି ବିଶ୍ଵାସ ରହିଛି ।