5 vastu tips for good earning

ଅଧିକ ରୋଜଗାର କରି ପରିବାରକୁ ସୁଖଶାନ୍ତିରେ ରଖିବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ଏଥିପାଇଁ ଦିନରାତି ଏକ କରି ଦିଅନ୍ତି।

ଏହାସତ୍ତ୍ୱେ ବହୁ ପରିବାରରେ ଅଭାବ ଦେଖା ଯାଇଥାଏ। ଜାଣନ୍ତି କି ଏପରି କାହିଁକି ହୁଏ? ଆପଣଙ୍କ ଘରେ ଏହିସବୁ ଥାଇପାରେ ବାସ୍ତୁଦୋଷ।

୧. ବାସ୍ତୁ ବିଶେଷଜ୍ଞଙ୍କ ମତରେ, ଘରର ଅଗ୍ନିକୋଣରେ ସିଡି ରହିଥିଲେ ଆର୍ଥିକ ସ୍ଥିତି ଖରାପ ସୁଧୁରି ପାରେ ନାହିଁ।

୨. ସେହିପରି ଘରର ଅଗ୍ନିକୋଣରେ ପାଇଖାନା ଥିଲେ, ବ୍ୟବସାୟ ଓ କ୍ୟାରିୟରରେ ବଡ଼ ସମସ୍ୟା ଦେଖା ଦେଇଥାଏ।

୩. ସେହିପରି ବାସ୍ତୁ ବିଶେଷଜ୍ଞଙ୍କ ମତରେ, ଘରର ଅଗ୍ନିକୋଣରେ ପାଣିଟାଙ୍କି ଥିଲେ ସଂପର୍କରେ ବଡ଼ ସମସ୍ୟା ଆସେ।

୪. ଘରର ନୈରୁତ୍ୟ କୋଣରେ ପାଇଖାନା ଥିଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବା ସହ ଆର୍ଥିକ ସ୍ଥିତି ଖରାପ ହୋଇଥାଏ।

୫. ମଶାଣି ଭୂମି, ଗୋଚର ଭୂମି, ଆବଡ଼ା ଖାବଡ଼ା ଭୂମି ଓ ଜଳାଶୟ ଆଦିରେ ଗୃହ ନିର୍ମାଣ କଲେ ଆର୍ଥିକ ସଙ୍କଟ ଦେଖା ଯିବା ସହ ମାରାତ୍ମକ ରୋଗର ପଡ଼ିବାର ସମ୍ଭାବନା ଥାଏ।