Does running a fan on 5 speed consume more electricity

ଯେତେବେଳେ ଆପଣ ୫ ସ୍ପିଡ୍‌ରେ ଫ୍ୟାନ୍ ଚଲାନ୍ତି, ଏହା ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରେ। ଫ୍ୟାନ୍‌ର ଗତି ଯେତେ ଅଧିକ ହେବ, ମୋଟର ସେତେ ଦ୍ରୁତ ଗତିରେ ଘୂରିବ ଏବଂ ବିଦ୍ୟୁତ୍ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ।

ଯଦିଓ, ଏହି ପାର୍ଥକ୍ୟ ବହୁତ ବଡ଼ ନୁହେଁ, ତଥାପି ଶକ୍ତି ବ୍ୟବହାର ବୃଦ୍ଧି ପାଏ। କିନ୍ତୁ ଏହା କାହିଁକି ହୁଏ, ଆସନ୍ତୁ ଜାଣିବା।

ତେବେ ବଜାରରେ ଏପରି ରେଗୁଲେଟର୍ ମଧ୍ୟ ମିଳେ, ଯାହାର ବିଦ୍ୟୁତ୍ ବ୍ୟବହାର ସହିତ କୌଣସି ସମ୍ପର୍କ ନାହିଁ। ଏଗୁଡ଼ିକ କେବଳ ଫ୍ୟାନ୍‌ର ସ୍ପିଡକୁ ନିୟନ୍ତ୍ରଣ କରେ।

ଆଗରୁ, ଏପରି ରେଗୁଲେଟର୍ ଉପଲବ୍ଧ ଥିଲା ଯାହା ଭୋଲଟେଜ ହ୍ରାସ କରି ଫ୍ୟାନର ସ୍ପିଡ୍‌କୁ ନିୟନ୍ତ୍ରଣ କରୁଥିଲା। ଏପରି ପରିସ୍ଥିତିରେ, ଫ୍ୟାନର ସ୍ପିଡ୍ ଅଧିକ ହେଉ କି କମ୍, ବିଦ୍ୟୁତ୍ ବ୍ୟବହାର ସମାନ ରହିଥାଏ।

ଯଦି ଆପଣଙ୍କ ପାଖରେ ଏପରି ରେଗୁଲେଟର୍ ଅଛି ତେବେ ଫ୍ୟାନ୍ ଜୋର୍‌ରେ ବୁଲୁ କି ଧିରେ କୌଣସି ଚିନ୍ତା ନାହିଁ, କାରଣ ଏଥିରେ ବିଦ୍ୟୁତ୍ ଖର୍ଚ୍ଚ ଉପରେ କୌଣସି ଫରକ ପଡେ ନାହିଁ।

ଆଜିକାଲି ଇ-ରେଗୁଲେଟର୍ ଅର୍ଥାତ୍ Electronic Regulators ବ୍ୟବହାର କରାଯାଉଛି। ଏହି ରେଗୁଲେଟର୍ ସ୍ପିଡ୍ ନିୟନ୍ତ୍ରଣ କରିବା ପାଇଁ ଶକ୍ତି ବ୍ୟବହାର କରେ।

ଏହାର ଅର୍ଥ ଯେତେବେଳେ ଆପଣ ଫ୍ୟାନର ସ୍ପିଡ୍ ବୃଦ୍ଧି କରନ୍ତି, ରେଗୁଲେଟର୍ ଏହା କରିବା ପାଇଁ ଅଧିକ ଶକ୍ତି ବ୍ୟବହାର କରେ। ଫଳରେ ନମ୍ବର ୧ରେ ପଙ୍ଖା ବୁଲି କମ୍, ନମ୍ବର ୫ରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୁଏ।