କୋହଲିଙ୍କ ପ୍ଲେୟର ଅଫ ଦ ମ୍ୟାଚ ରେକର୍ଡ

Author: Saroj Kumar Jena | Credit: canva

ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ବିରାଟ କୋହଲି।

Author: Saroj Kumar Jena | Credit: canva

ଦିନିକିଆ କ୍ୟାରିୟରରେ କୋହଲିଙ୍କର ଏହା ୫୧ ତମ ଶତକ ରହିଥିବା ବେଳେ ପାକିସ୍ତାନ ବିପକ୍ଷରେ ଦଳ ସହଜ ବିଜୟ ହାସଲ କରିଥିଲା।

Author: Saroj Kumar Jena | Credit: canva

ଏହି ଇନିଂସ ମଧ୍ୟରେ କୋହଲି ତୃତୀୟ ଖେଳାଳି ଭାବେ ୧୪ ହଜାର ଦିନିକିଆ ରନ ପୂରଣ କରିଥିଲେ।

Author: Saroj Kumar Jena | Credit: canva

ଶତକୀୟ ଇନିଂସ ବଳରେ କୋହଲି ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଥିଲେ।

Author: Saroj Kumar Jena | Credit: canva

ଅନ୍ୟ କୌଣସି ଖେଳାଳି ଆଇସିସି ଇଭେଣ୍ଟରେ ପାକିସ୍ତାନ ବିପକ୍ଷରେ ୩ ଥରରୁ ଅଧିକ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରି ନାହାନ୍ତି।

Author: Saroj Kumar Jena | Credit: canva

ଟି୨୦ ବିଶ୍ବକପରେ ୩ ଥର, ଦିନିକିଆ ବିଶ୍ବକପରେ ୨ ଥର ଓ ଚାମ୍ପିୟନ୍ସ ଟ୍ରଫିରେ ଥରେ ପାକିସ୍ତାନ ବିପକ୍ଷରେ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି କୋହଲି।