ଆଇସିସି ଟୁର୍ନାମେଣ୍ଟରେ ସର୍ବାଧିକ ଶତକ

Author: Saroj Kumar Jena | Credit: Canva

ଆଇସିସି ଟୁର୍ନାମେଣ୍ଟରେ ଶତକ ହାସଲ କରିବା ସମସ୍ତ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ସ୍ବତନ୍ତ୍ର ଉପଲବ୍ଧି ରହିଥାଏ।

Author: Saroj Kumar Jena | Credit: Canva

ଏହି ତାଲିକାର ସବୁଠୁ ଆଗରେ ରହିଛନ୍ତି ରୋହିତ ଶର୍ମା। ରୋହିତ ଆଇସିସି ଟୁର୍ନାମେଣ୍ଟରେ ୮ଟି ଶତକ ମାରିଛନ୍ତି।

Author: Saroj Kumar Jena | Credit: Canva

୭ ଶତକ ସହିତ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, କ୍ରିସ ଗେଲ ଓ ସୌରଭ ଗାଙ୍ଗୁଲି।

Author: Saroj Kumar Jena | Credit: Canva

ସେହିପରି ୬ ଶତକ ସହିତ ଏହି ତାଲିକାର ମିଳିତ ତୃତୀୟ ସ୍ଥାନରେ ଅଛନ୍ତି ବିରାଟ କୋହଲି, ଶିଖର ଧାୱନ, ରିକି ପଣ୍ଟିଂ, କୁମାର ସାଙ୍ଗାକାରା ଓ ଡେଭିଡ ୱାର୍ନର ତୃତୀୟ ସ୍ଥାନରେ ରହିଛନ୍ତି।

Author: Saroj Kumar Jena | Credit: Canva

ପାକିସ୍ତାନ ବିପକ୍ଷରେ ଶତକ ହାସଲ କରି କୋହଲି ତୃତୀୟ ସ୍ଥାନକୁ ଉଠିଛନ୍ତି।

Author: Saroj Kumar Jena | Credit: Canva

ଚାମ୍ପିୟନ୍ସ ଟ୍ରଫିରେ ଏହା ତାଙ୍କର ପ୍ରଥମ ଶତକ ଥିବା ବେଳେ ଦିନିକିଆ ବିଶ୍ବକପରେ ସେ ୫ ଶତକ ହାସଲ କରିଛନ୍ତି।