Cricket: ଚେଜ୍ କରିବାରେ ବିଶ୍ୱର ସଫଳ ବ୍ୟାଟ୍ସମ୍ୟାନ୍

Author: Saroj Kumar Jena | Credit: Google

୩୦୦ରୁ ଅଧିକ ରନର ପିଛା କରୁଥିବା ସମୟରେ ସର୍ବାଧିକ ରନ୍ କରିଥିବା ୫ ଖେଳାଳିଙ୍କ ଉପରେ ଏକ ନଜର

Author: Saroj Kumar Jena | Credit: Google

ରସ୍ ଟେଲର୍: ନ୍ୟୁଜିଲାଣ୍ଡର ରସ୍ ଟେଲର୍ ୫ଟି ମ୍ୟାଚରୁ ୧୭୬ ଆଭରେଜରେ ୫୨୮ ରନ୍ ସ୍କୋର୍ କରିଛନ୍ତି

Author: Saroj Kumar Jena | Credit: Google

ଜୋ ରୁଟ୍: ଇଂଲଣ୍ଡର ଖେଳାଳୀ ଜୋ-ରୁଟ୍ ୮ଟି ଇନିଂସରୁ ୬୦୩ ରନ୍ ସଂଗ୍ରହ କରିଥିବା ବେଳେ ତାଙ୍କ ଆଭରେଜ୍ ରନ୍ ହେଉଛି ୧୨୧

Author: Saroj Kumar Jena | Credit: Google

ରୋହିତ ଶର୍ମା: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୦ଟି ଇନିଂସରୁ ୧୧୨ର ଆଭରେଜ ସହିତ ୭୮୭ ରନ୍ ସ୍କୋର କରିଛନ୍ତି।

Author: Saroj Kumar Jena | Credit: Google

ଜାସନ ରୟ: ଇଂଲଣ୍ଡ ଓପନର ଜାସନ୍ ରୟ ୧୦ଟି ଇନିଂସରୁ ୮୯ର ଆଭରେଜ ସହିତ ସ୍କୋର କରିଛନ୍ତି ୮୮୬ ରନ୍

Author: Saroj Kumar Jena | Credit: Google

ବିରାଟ କୋହଲି: ଭାରତୀୟ ଦଳର ସୁପରଷ୍ଟାର ତଥା ଚେଜ୍ ମାଷ୍ଟର ଭାବେ ପରିଚିତ କୋହଲି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେ ୧୧ଟି ଇନିଂସରୁ ୧୨୫ର ଆଭରେଜ୍ ସହିତ ୯୯୮ ରନ ସ୍କୋର କରିଛନ୍ତି।