ajinkya
OTV Logo

ଆଜିଙ୍କ୍ୟ ରାହାନେ ପ୍ରଥମ ଭାରତୀୟ

Author: Saroj Kumar Jena | Credit: OTV

rahane
OTV Logo

ପ୍ରଥମ ଭାରତୀୟ ଖେଳାଳି ଭାବେ ୩ଟି ଆଇପିଏଲ ଫ୍ରାଞ୍ଚାଇଜର ନେତୃତ୍ବ ନେବାକୁ ଯାଉଛନ୍ତି ଆଜିଙ୍କ୍ୟ ରାହାନେ।

Author: Saroj Kumar Jena | Credit: OTV

rahane
OTV Logo

ପୂର୍ବରୁ ରାଜସ୍ଥାନ ରୟାଲ୍ସ ଓ ରାଇଜିଂ ପୁଣେ ସୁପର ଜାଏଣ୍ଟ୍ସର ଅଧିନାୟକ ରହିଥିବା ରାହାନେ ଚଳିତ ସିଜିନରେ କେକେଆରର ମଙ୍ଗ ସମ୍ଭାଳିବେ।

Author: Saroj Kumar Jena | Credit: OTV

sangakara

କୁମାର ସାଙ୍ଗାକାରା ପଞ୍ଜାବ କିଙ୍ଗ୍ସର ଅଧିନାୟକ ରହିଥିବା ବେଳେ ପୂର୍ବରୁ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ଓ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ରହିଥିଲେ।

Author: Saroj Kumar Jena | Credit: OTV

MAHELA

ଅନ୍ୟତମ ଶ୍ରୀଲଙ୍କା କିମ୍ବଦନ୍ତୀ ମାହେଲା ଜୟବର୍ଦ୍ଧନେ ପଞ୍ଜାବ କିଙ୍ଗ୍ସ, ଦିଲ୍ଳୀ ଡେୟାରଡେଭିଲ୍ସ ଓ କୋଚି ଟସ୍କର୍ସ କେରଳ ଦଳର ଅଧିନାୟକ ରହିଥିଲେ।

Author: Saroj Kumar Jena | Credit: OTV

smith

ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ମଧ୍ୟ ୩ ଫ୍ରାଞ୍ଚାଇଜର ନେତୃତ୍ବ ନେଇଛନ୍ତି।

Author: Saroj Kumar Jena | Credit: OTV

steve smith

ରାଜସ୍ଥାନ ରୟାଲ୍ସ ବ୍ୟତୀତ ପୁଣେ ୱାରିୟର୍ସ ଇଣ୍ଡିଆ ଓ ରାଇଜିଂ ପୁଣେ ସୁପର ଜାଏଣ୍ଟ୍ସର ଅଧିନାୟକ ରହିଥିଲେ ସ୍ମିଥ।

Read More