ଜୀବନରେ ସଫଳତା ଆଣିଦେବ ସ୍ୱାମୀ ବିବେକାନନ୍ଦଙ୍କର ଏହି ୭ଟି ବାଣୀ

Author: Amaresh Biswal | Credit: Google

୧. ଯେ ପର୍ଯ୍ୟନ୍ତ ତମେ କାମ କରୁଛ, ସେ ଯାଏଁ ସବୁକିଛି ସହଜ ଥିବ। ଯେତେବେଳେ ଅଳସୁଆମି କଲେ କୌଣସି ବି କାମ ସହଜ ଲାଗିବନି।

Author: Amaresh Biswal | Credit: Google

୨. ପଢ଼ିବା ପାଇଁ ଏକାଗ୍ରତା ଜରୁରୀ, ଏକାଗ୍ରତା ଆଣିବାକୁ ଧ୍ୟାନ ଜରୁରୀ, ଧ୍ୟାନ ଦ୍ୱାରା ହିଁ ଆମେ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖି ଏକାଗ୍ରତା ହାସଲ କରିପାରିବା।

Author: Amaresh Biswal | Credit: Google

୩. ଜୀବନ ଥିବା ଯାଏ ଶିଖୁଥିବ, ଅନୁଭବ ହିଁ ଜୀବନର ସର୍ବଶ୍ରେଷ୍ଠ ଶିକ୍ଷକ। କାରଣ ଏହାରି ମାଧ୍ୟମରେ ବ୍ୟକ୍ତି ଜୀବନସାରା କିଛିନା କିଛି ଶିଖୁଥାଏ।

Author: Amaresh Biswal | Credit: Google

୪. ଆମେ ଯାହା ଭାବନ୍ତି ତାହା ପାଲଟି ଯାଆନ୍ତି। ନିଜକୁ ଦୁର୍ବଳ ଭାବିଲେ ଦୁର୍ବଳ ହେଇଯିବ, ଶକ୍ତିଶାଳୀ ଭାବିଲେ ସେମିତି ହେଇଯିବେ।

Author: Amaresh Biswal | Credit: Google

୫. ଯଦି କୌଣସି କାମ କରିବାକୁ ପ୍ରତିଜ୍ଞା କଲ, ତେବେ ଯଥାଶୀଘ୍ର କାମ ଆରମ୍ଭ କର। ନହେଲେ ତୁମଠାରୁ ଲୋକଙ୍କ ବିଶ୍ୱାସ ତୁଟିଯିବ।

Author: Amaresh Biswal | Credit: Google

୬. ଉଠ ଆଉ ଚାଲିବା ଆରମ୍ଭ କର। ସେତେବେଳ ଯାଏଁ ଅଟକନି ଯେଯାଏଁ ନିଜର ଲକ୍ଷ୍ୟ ହାସଲ ନକରିଛ।

Author: Amaresh Biswal | Credit: Google

୭. ଗୋଟିଏ ସମୟରେ ଗୋଟିଏ କାମ ହିଁ କର। ସେଥିରେ ନିଜକୁ ଏପରି ଲିପ୍ତ କରିଦିଅ, ଯେମିତି ସଂସାରରେ ଆଉ କୌଣସି କାମ ନାହିଁ।