These 7 life teaching may lead you towards success

୧. ଯେ ପର୍ଯ୍ୟନ୍ତ ତମେ କାମ କରୁଛ, ସେ ଯାଏଁ ସବୁକିଛି ସହଜ ଥିବ। ଯେତେବେଳେ ଅଳସୁଆମି କଲେ କୌଣସି ବି କାମ ସହଜ ଲାଗିବନି।

୨. ପଢ଼ିବା ପାଇଁ ଏକାଗ୍ରତା ଜରୁରୀ, ଏକାଗ୍ରତା ଆଣିବାକୁ ଧ୍ୟାନ ଜରୁରୀ, ଧ୍ୟାନ ଦ୍ୱାରା ହିଁ ଆମେ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖି ଏକାଗ୍ରତା ହାସଲ କରିପାରିବା।

୩. ଜୀବନ ଥିବା ଯାଏ ଶିଖୁଥିବ, ଅନୁଭବ ହିଁ ଜୀବନର ସର୍ବଶ୍ରେଷ୍ଠ ଶିକ୍ଷକ। କାରଣ ଏହାରି ମାଧ୍ୟମରେ ବ୍ୟକ୍ତି ଜୀବନସାରା କିଛିନା କିଛି ଶିଖୁଥାଏ।

୪. ଆମେ ଯାହା ଭାବନ୍ତି ତାହା ପାଲଟି ଯାଆନ୍ତି। ନିଜକୁ ଦୁର୍ବଳ ଭାବିଲେ ଦୁର୍ବଳ ହେଇଯିବ, ଶକ୍ତିଶାଳୀ ଭାବିଲେ ସେମିତି ହେଇଯିବେ।

୫. ଯଦି କୌଣସି କାମ କରିବାକୁ ପ୍ରତିଜ୍ଞା କଲ, ତେବେ ଯଥାଶୀଘ୍ର କାମ ଆରମ୍ଭ କର। ନହେଲେ ତୁମଠାରୁ ଲୋକଙ୍କ ବିଶ୍ୱାସ ତୁଟିଯିବ।

୬. ଉଠ ଆଉ ଚାଲିବା ଆରମ୍ଭ କର। ସେତେବେଳ ଯାଏଁ ଅଟକନି ଯେଯାଏଁ ନିଜର ଲକ୍ଷ୍ୟ ହାସଲ ନକରିଛ।

୭. ଗୋଟିଏ ସମୟରେ ଗୋଟିଏ କାମ ହିଁ କର। ସେଥିରେ ନିଜକୁ ଏପରି ଲିପ୍ତ କରିଦିଅ, ଯେମିତି ସଂସାରରେ ଆଉ କୌଣସି କାମ ନାହିଁ।