Five yoga poses for sound sleep

ନିଦ୍ରାହିନତା ଇନ୍‌ସୋମେନିଆ, ନିଦ୍ରା ବ୍ୟାଧି ଇତ୍ୟାଦି ରୋଗ ସୃଷ୍ଟି କରେ।

ଡାକ୍ତରୀ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି ଯେ ଯୋଗ ଏବଂ ଧ୍ୟାନ ଏନେଇ ଅଧିକ ପ୍ରଭାବଶାଳୀ।

ଯୋଗ ଉଭୟ ମନ ଏବଂ ଶରୀରକୁ ଆରାମ ଦେଇଥାଏ।

ତେଣୁ ଶୋଇବା ପୂର୍ବରୁ କିଛି ଯୋଗ ଅଭ୍ୟାସ କରିବା ଦ୍ୱାରା ଭଲ ନିଦ ହୁଏ।

ଉତ୍ତାନାସନ: ଠିଆ ହୋଇ ତଳକୁ ଭାଙ୍ଗି ଏହି ଆସନ କରାଯାଏ।

ବିପରୀତକରଣୀ ମୁଦ୍ରା: ପିଠିପଟିଆ ଶୋଇ, ଗୋଡକୁ ଉପରକୁ କରି ଏହି ଆସନ କରାଯାଏ।

ସୁପ୍ତ ବଦ୍ଧ କୋଣାସନ: ଶୋଇକି ଦୁଇ ଆଣ୍ଡ୍ଠୁ ଭାଙ୍ଗି ଏହି ଆସନ କରାଯାଏ।

ବାଳାସନ: ଆଣ୍ଠୁ ଭାଙ୍ଗି ବସି ଆଗକୁ ନଇଁ ଏହି ଆସନ କରାଯାଏ।

ଶବାସନ: ଗୋଡକୁ ସଂପୂର୍ଣ୍ଣ ବିସ୍ତାର କରି ସିଧା ଶୋଇ ଏହି ଆସନ କରାଯାଏ।