Five best yoga poses for womens

୪୦ ବର୍ଷ ପରେ, ମହିଳାଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଯଦି ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନ ନିଅନ୍ତି, ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଶୀଘ୍ର ଖରାପ ହୋଇପାରେ।

ଯଦି ଆପଣ ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ପ୍ରତିଦିନ କିଛି ବିଶେଷ ଯୋଗାସନ କରିବା ଜରୁରୀ।

ଏମିତି ୫ଟି ଯୋଗାସନ ଅଛି ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବାରେ ସାହାଯ୍ୟ କରେ।

ସୂର୍ଯ୍ୟ ନମସ୍କାର: ସୂର୍ଯ୍ୟ ନମସ୍କାର ଏକ ଆସନର ସିରିଜ୍‌ ଯାହା ସମଗ୍ର ଶରୀରକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

ତିତିଲି ଆସନ: ଏହି ଆସନ ପିଚା ଏବଂ ଜଙ୍ଘକୁ ବିସ୍ତାର କରିଥାଏ ଏବଂ ପେଲ୍‌ଭିକ୍ କ୍ଷେତ୍ରକୁ ମଧ୍ୟ ମଜବୁତ କରିଥାଏ।

ଭୁଜଙ୍ଗାସନ: ଭୁଜଙ୍ଗାସନ ଅଭ୍ୟାସ କରିବା ଦ୍ୱାରା ମେରୁଦଣ୍ଡ ମଜବୁତ ହୋଇଥାଏ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ବୃକ୍ଷାସନ: ମାନସିକ ଏବଂ ଶାରୀରିକ ସନ୍ତୁଳନ ବଜାୟ ରଖିବାରେ ବୃକ୍ଷାସନ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ।

ଅଦ୍ଧୋମୁଖ ଶ୍ୱାନାସନ: ଏହି ଆସନ ଶରୀରର ଶକ୍ତି ବୃଦ୍ଧି କରିବାରେ ଏବଂ ସମଗ୍ର ଶରୀରକୁ ବିସ୍ତାର କରିବାରେ ସାହାଯ୍ୟ କରେ।