Relationship between husband and wife

ଅଧିକାଂଶ ମହିଳାଙ୍କ ଅଭିଯୋଗ, ସ୍ୱାମୀ କଥା ଶୁଣନ୍ତି ନାହିଁ। ପୁରୁଷମାନଙ୍କର ଏହା ସତରେ ଏକ ବଡ଼ ଭୁଲ୍।

ପୁରୁଷ ଭାବନ୍ତି, ଘର ଚଳେଇବା ଓ ପିଲାଙ୍କ କଥା ବୁଝିବା ମହିଳାଙ୍କ କାମ। ଏହା ହିଁ ଝଗଡ଼ାର ମଂଜି ପୋତିଥାଏ।

ପରସ୍ପର ପ୍ରତି ସହାନୁଭୂତି ରହିଲେ, ସଂପର୍କ ଲମ୍ବା ସମୟ ଧରି ଚାଲେ। ଅଧିକାଂଶ ପୁରୁଷ ଏହାକୁ ଭୁଲି ଯାଆନ୍ତି।

ପତ୍ନୀ ଜଣେ ସାଥୀ, ସେ ଘରର କର୍ମଚାରୀ ନୁହଁନ୍ତି। ଏ ବିଷୟ ପୁରୁଷଟିଏ ବୁଝିବା ସହିତ ସେହି ଅନୁଯାୟୀ ବ୍ୟବହାର କରିବା ଉଚିତ।