ସକରାତ୍ମକ ଭାବ ଦେଉଥିବା ଜୀବଜନ୍ତୁ
Author: Saroj Kumar Jena | Credit: canva
କୁକୁର- ଏକାଧିକ ସଂସ୍କୃତିରେ ଏହି ବିଶ୍ବାସ ରହିଛି। କୁକୁର ରଖିବା ଦ୍ବାରା ଧନ ଓ ଯଶ ବଢିଥାଏ। ଏହା ସହିତ ସୁରକ୍ଷା ଓ ବାତାବରଣ ସକରାତ୍ମକ ରହିଥାଏ।
Author: Saroj Kumar Jena | Credit: canva
ହାତୀ- ହାତୀ ସର୍ବଦା ବୁଦ୍ଧିମତା, ଶକ୍ତି ଓ ଭାଗ୍ୟ ଭାବେ ବିବେଚନା କରାଯାଏ। ଭାରତୀୟ ସଂସ୍କୃତିରେ ଏହାକୁ ଗଣେଷଙ୍କ ଅବତାର ଭାବେ ବିବେଚନା କରାଯାଉଥିବା ବେଳେ ଏହା ସକରାତ୍ମକତା ଆଣିଥାଏ।
Author: Saroj Kumar Jena | Credit: canva
ଘୋଡା-ଆବାହମାନ କାଳରୁ ଘୋଡା ମଣିଷର ସହଚର ରହି ଆସିଛି। ଘୋଡାକୁ ଶକ୍ତି, ସଫଳତା ଓ ସ୍ବାଧୀନତାର ପ୍ରତୀକ ଭାବେ ବିବେଚନା କରାଯାଏ।
Author: Saroj Kumar Jena | Credit: canva
ବିଲେଇ- ପୁରାତନ ଇଜିପ୍ଟରେ ବିଲେଇକୁ ପବିତ୍ର ଭାବେ ବିବେଚନା କରାଯାଉଥିବା ବେଳେ ଉତ୍ତମ ଭାଗ୍ୟ ପାଇଁ ମଧ୍ୟ ଏହାକୁ ରଖାଯାଏ। ଜାପାନରେ ଏହାକୁ ଗୁଡ ଲକ ଚାର୍ମ ବୋଲି କୁହାଯାଏ।
Author: Saroj Kumar Jena | Credit: canva
ଗୋଲ୍ଡ ଫିଶ- ଗୋଲ୍ଡ ଫିଶକୁ ଧନକୁ ଆକର୍ଷିତ କରିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଏହାକୁ ଘରେ ରଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି।
Author: Saroj Kumar Jena | Credit: canva
ଲେଡି ବଗ- ଲେଡିବଗକୁ ଅଚାନକ ଦେଖିବା ଦ୍ବାରା ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।
Author: Saroj Kumar Jena | Credit: canva
ଠେକୁଆ- ଠେକୁଆର ଉପସ୍ଥିତି ଧାର୍ମିକ ମନୋଭାବକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।