୧. ଜନ୍ମରୁ କୌଣସି ବ୍ୟକ୍ତି ମହାନ ନଥାଏ, ତା କାମ ହିଁ ତାକୁ ମହାନ କରିଦିଏ
୨. ମୂର୍ତ୍ତି ଭିତରେ ଈଶ୍ୱର ନଥାନ୍ତି। ଭଗବାନ ଥାଆନ୍ତି ଆମ ଭାବନାରେ। ଆମ ହୃଦୟ ହେଉଛି ଏକ ଦେଉଳ।
୩. ଅଳସୁଆମୀ ହେଉଛି ମଣିଷର ସବୁଠାରୁ ବଡ଼ ଶତ୍ରୁ।
୪. ଅନ୍ୟର ଭୁଲରୁ ଆମେ କିଛି ଶିଖିବା ଉଚିତ। ସେହି ସମାନ ଭୁଲ୍ ନିଜ ଜୀବନରେ ହେବା ଆଗରୁ ତାକୁ ଅଟକାଅ।
୫. ଜଣେ ଅନିୟମିତ ଓ ଦୁଷ୍ଟ ପ୍ରକୃତିର ବନ୍ଧୁ, କୌଣସି ଜଙ୍ଗଲ ଜନ୍ତୁଠାରୁ କମ୍ ଭୟଙ୍କର ନୁହଁନ୍ତି।
୬. ପଢ଼ିବା ଓ ଶିଖିବା ଜାରି ରଖନ୍ତୁ। କେବଳ ଏହା ହିଁ ଆପଣଙ୍କୁ ଅଜଣା ଭୟରୁ ରକ୍ଷା କରିପାରିବ।
୭. ଥରେ କୌଣସି କାମ ଆରମ୍ଭ କଲେ, କାଳେ ଏହା ବିଫଳ ହୋଇଯିବ ସେଇ ଭୟରେ କାମ ଛାଡ଼ନ୍ତୁ ନାହିଁ।
୭. ଥରେ କୌଣସି କାମ ଆରମ୍ଭ କଲେ, କାଳେ ଏହା ବିଫଳ ହୋଇଯିବ ସେଇ ଭୟରେ କାମ ଛାଡ଼ନ୍ତୁ ନାହିଁ।
୮. ପ୍ରତି ମଣିଷ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୁରୁମନ୍ତ୍ର: ନିଜର ସିକ୍ରେଟ୍ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।
୯. ମନେ ରଖିଥିବେ: ସୁଗନ୍ଧ କେବଳ ସେଇ ଦିଗରେ ମହକେ, ଯେଉଁ ଦିଗକୁ ପବନ ବହୁଥାଏ।