ଆଚାର୍ଯ୍ୟ ଚାଣକ୍ୟଙ୍କ ୯ଟି ମୂଲ୍ୟବାନ ନୀତିବାଣୀ

Author: Amaresh Biswal | Credit: Google

୧. ଜନ୍ମରୁ କୌଣସି ବ୍ୟକ୍ତି ମହାନ ନଥାଏ, ତା କାମ ହିଁ ତାକୁ ମହାନ କରିଦିଏ

Author: Amaresh Biswal | Credit: Google

୨. ମୂର୍ତ୍ତି ଭିତରେ ଈଶ୍ୱର ନଥାନ୍ତି। ଭଗବାନ ଥାଆନ୍ତି ଆମ ଭାବନାରେ। ଆମ ହୃଦୟ ହେଉଛି ଏକ ଦେଉଳ।

Author: Amaresh Biswal | Credit: Google

୩. ଅଳସୁଆମୀ ହେଉଛି ମଣିଷର ସବୁଠାରୁ ବଡ଼ ଶତ୍ରୁ।

Author: Amaresh Biswal | Credit: Google

୪. ଅନ୍ୟର ଭୁଲରୁ ଆମେ କିଛି ଶିଖିବା ଉଚିତ। ସେହି ସମାନ ଭୁଲ୍ ନିଜ ଜୀବନରେ ହେବା ଆଗରୁ ତାକୁ ଅଟକାଅ।

Author: Amaresh Biswal | Credit: Google

୫. ଜଣେ ଅନିୟମିତ ଓ ଦୁଷ୍ଟ ପ୍ରକୃତିର ବନ୍ଧୁ, କୌଣସି ଜଙ୍ଗଲ ଜନ୍ତୁଠାରୁ କମ୍ ଭୟଙ୍କର ନୁହଁନ୍ତି।

Author: Amaresh Biswal | Credit: Google

୬. ପଢ଼ିବା ଓ ଶିଖିବା ଜାରି ରଖନ୍ତୁ। କେବଳ ଏହା ହିଁ ଆପଣଙ୍କୁ ଅଜଣା ଭୟରୁ ରକ୍ଷା କରିପାରିବ।

Author: Amaresh Biswal | Credit: Google

୭. ଥରେ କୌଣସି କାମ ଆରମ୍ଭ କଲେ, କାଳେ ଏହା ବିଫଳ ହୋଇଯିବ ସେଇ ଭୟରେ କାମ ଛାଡ଼ନ୍ତୁ ନାହିଁ।

Author: Amaresh Biswal | Credit: Google

୭. ଥରେ କୌଣସି କାମ ଆରମ୍ଭ କଲେ, କାଳେ ଏହା ବିଫଳ ହୋଇଯିବ ସେଇ ଭୟରେ କାମ ଛାଡ଼ନ୍ତୁ ନାହିଁ।

Author: Amaresh Biswal | Credit: Google

୮. ପ୍ରତି ମଣିଷ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୁରୁମନ୍ତ୍ର: ନିଜର ସିକ୍ରେଟ୍ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

Author: Amaresh Biswal | Credit: Google

୯. ମନେ ରଖିଥିବେ: ସୁଗନ୍ଧ କେବଳ ସେଇ ଦିଗରେ ମହକେ, ଯେଉଁ ଦିଗକୁ ପବନ ବହୁଥାଏ।