Loyal Animal: କୁକୁର ପରେ ଏହି ୭ଟି ପ୍ରାଣୀ ମଣିଷର ବେଶୀ ଅନୁଗତ

Author: Amaresh Biswal | Credit: Canva

କୁକୁର ମଣିଷର ସବୁଠାରୁ ବେଶୀ ଅନୁଗତ ପଶୁ। ଏହି ଆଉ କିଛି ପଶୁପକ୍ଷୀ ଅଛନ୍ତି ଯେଉଁମାନେ ଗୃହପାଳିତ ଭାବରେ ବହୁତ ଅନୁଗତ

Author: Amaresh Biswal | Credit: Canva

ବିଲେଇ: ଏହା ଯଦିଓ ଏକ ସ୍ୱାଧୀନ ପ୍ରାଣୀ, ମଣିଷ ସହିତ କିନ୍ତୁ ଏହାର ସଂପର୍କ ଅଧିକ ଗଭୀର। ମାଲିକ ସହ ଏମାନେ ଖୁବ ଅନ୍ତରଙ୍ଗ। ଏହାକୁ ସେମାନେ ଅନେକ ବାଟରେ ଦେଖାନ୍ତି।

Author: Amaresh Biswal | Credit: Canva

ଘୋଡ଼ା: ଗୃହପାଳିତ ପଶୁ ଭିତରେ ବିଲେଇ ପରେ ଘୋଡ଼ା ମଧ୍ୟ ଅଧିକ ଅନୁଗତ। ଏହା ମଣିଷର ନିର୍ଦ୍ଦେଶ ସବୁଠାରୁ ଅଧିକ ମାନିଥାଏ।

Author: Amaresh Biswal | Credit: Canva

ହାତୀ: ହାତୀଙ୍କର ସ୍ମରଣଶକ୍ତି ଭଲ। ସେମାନେ ପାରିବାରିକ ବନ୍ଧନ ଅଧିକ। ସେମାନେ ମଣିଷ ସହ ମିଶି ରହିବାରେ ଅଭ୍ୟସ୍ତ। କଥା ମାନନ୍ତି।

Author: Amaresh Biswal | Credit: Canva

ଘୁଷୁରୀ: ଘୁଷୁରୀ ଟିକେ ବୁଦ୍ଧିଆ ପ୍ରାଣୀ। ଏହା ମାଲିକର କଥା ଅକ୍ଷରେ ଅକ୍ଷରେ ମାନିଥାଏ। ନାଁରେ ଡାକିଲେ ମଧ୍ୟ ଏମାନେ ଶୁଣନ୍ତି।

Author: Amaresh Biswal | Credit: Canva

ଛେଳି: ଛେଳି ସବୁଠାରୁ ନୀରିହ ଗୃହପାଳିତ ପଶୁ। ଏମାନେ ମଧ୍ୟ ମଣିଷ ସହ ମିଶିକି ରୁହନ୍ତି। ନାଁରେ ଡାକିଲେ ଶୁଣନ୍ତି, ପାଖକୁ ଆସନ୍ତି।

Author: Amaresh Biswal | Credit: Canva

ଠେକୁଆ: ଏହା ଅତ୍ୟଧିତ ନୀରିହ ଓ ସ୍ନେହୀ ପ୍ରାଣୀ। ଠେକୁଆ ଭିତରେ ଭୟ ମଧ୍ୟ ପ୍ରବଳ। କିନ୍ତୁ ମଣିଷ ସହ ଏହା ମିଶି ରହିଥାଏ, ପରିବାର ସହ ରହିଥାଏ।

Author: Amaresh Biswal | Credit: Canva

ଶୁଆ: ଏହି ପକ୍ଷୀଟି ସବୁଠାରୁ ଅଧିକ ନକଲ କରି ଜାଣେ। ତା ନାଁ ଦିଆଗଲେ ସେ ଜାଣିପାରେ। ସ୍ୱର ଓ ଶବ୍ଦ ମଧ୍ୟ ନକଲ କରିଥାଏ। ମଣିଷର ଏହା ଏକାନ୍ତ ଅନୁଗତ।