Stale Roti
OTV Logo

Stale Roti: ବାସି ରୁଟି ଖାଉଛନ୍ତି କି ? ଜାଣିରଖନ୍ତୁ ଏହି ଜରୁରୀ କଥା

Author: Namita Biswal | Credit: OTV

Stale Roti
OTV Logo

ଘରେ ରାତିରେ ରୁଟି ବଳିଗଲେ ଫିଙ୍ଗି ଦେଉଛନ୍ତି କି ? ଜାଣି ଆଶ୍ଚର୍ଯ୍ୟ ହେବେ, ବାସି ରୁଟିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ବାସି ରୁଟି ଆଇରନ, ଫାଇବର, କ୍ୟାଲସିୟମ ଓ ଭିଟାମିନ-ବି ସହିତ ଅନେକ ପୋଷକ ତତ୍ତ୍ୱରେ ଭରପୂର ।

Author: Namita Biswal | Credit: Canva

stale roti
OTV Logo

ବାସି ରୁଟିରେ ପ୍ରଚୁର ପ୍ରୋବାୟୋଟିକ୍ସ ରହିଛି । ଏହା ପେଟରେ ଭଲ ବାକ୍ଟେରିଆ ସୃଷ୍ଟି କରେ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଏ ।

Author: Namita Biswal | Credit: Canva

 stale roti

ଏହି ଭଲ ବାକ୍ଟେରିଆ ଆମର ପାଚନ ତନ୍ତ୍ର ସୁସ୍ଥ ରଖେ । ଯାହାଫଳରେ ଗ୍ୟାସ୍, ବଦହଜମୀ, ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା କମ୍ ହୋଇଥାଏ ।

Author: Namita Biswal | Credit: Canva

 stale roti

ବାସି ରୁଟି ଫାଇବରର ମଧ୍ୟ ଏକ ଭଲ ଉତ୍ସ । ପେଟ ସମସ୍ୟା ଥିବା ବ୍ୟକ୍ତି ଓ ଡାଇବେଟିସ୍ ରୋଗୀଙ୍କ ପାଇଁ ବାସି ରୁଟି ଖାଇବା ଲାଭଦାୟକ ହୋଇଥାଏ ।

Author: Namita Biswal | Credit: OTV

stale roti

ହାଇ ବ୍ଲଡପ୍ରେସର ରୋଗୀ ବାସି ରୁଟି ଖାଇବା ଭଲ । ସକାଳୁ ଥଣ୍ଡା କ୍ଷୀର ସହ ବାସି ରୁଟି ଖାଇଲେ ବ୍ଲଡପ୍ରେସର କଣ୍ଟ୍ରୋଲ ହୋଇପାରେ ।

Author: Namita Biswal | Credit: Canva

 stale roti

ତାଜା ରୁଟି ତୁଳନାରେ ବାସି ରୁଟିରେ କମ୍ କ୍ୟାଲୋରୀ ଥାଏ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତି ବାସି ରୁଟି ଖାଇବା ଲାଭଦାୟକ ହୋଇଥାଏ ।

Author: Namita Biswal | Credit: Canva

stale roti

ବାସି ରୁଟିରେ ପ୍ରଚୁର ମାତ୍ରାରେ ଆଇରନ ଥାଏ । ଏହା ଶରୀରରେ ରକ୍ତର ଅଭାବ ପୂରଣ କରିପାରେ । ଏଥିରେ ଥିବା କ୍ୟାଲସିୟମ ହାଡ଼ ଓ ଦାନ୍ତ ମଜଭୁତ କରିବାରେ ସାହାଯ୍ୟ କରେ ।

Read More