କଲରା ଏପରି ଏକ ପରିବା ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରିନଥା'ନ୍ତି । ଏହା ପାଟିକୁ ସୁଆଦିଆ ଲାଗୁନଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।

Author: Deviprasad Jena | Credit: Canva

ଆଣ୍ଟି ଏଜିଂ : ସାଧାରଣତଃ ବୟସ ବଢିବା ସହ ଚର୍ମର ଚମକ କମିଯାଏ । କଲରାରେ ଭିଟାମିନ ସି ଥିବାରୁ ଏହାକୁ ଖାଇଲେ ବୟସ ପାଇଁ ଆସୁଥିବା ପରିପକ୍ଵତାକୁ ଧୀର କରିଥାଏ ।

Author: Deviprasad Jena | Credit: canva

ରକ୍ତ ପରିଷ୍କାର କରିଥାଏ : ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୂର, ଯାହା ଶରୀରରୁ ସମସ୍ତ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ସଫା କରିଥାଏ ।

Author: Deviprasad Jena | Credit: canva

ଆଣ୍ଟିମାଇକ୍ରୋବାୟଲ୍ : ଚର୍ମ ସମସ୍ୟା ରହିଥିଲେ କିମ୍ବା ବ୍ରଣ ଇତ୍ୟାଦି ହେଉଥିଲେ, ଏକ ଗ୍ଲାସ କଲରା ଜୁସ୍ ପିଇଲେ ଫାଇଦା ମିଳିଥାଏ ।

Author: Deviprasad Jena | Credit: canva

ପ୍ରାକୃତିକ ଚମକ : କଲରା ଫେସପ୍ୟାକ ବଜାରରେ ବହୁତ ଲୋକପ୍ରିୟ ହେବାରେ ଲାଗିଛି । କଲରା ଫେସପ୍ୟାକ ଲଗେଇଲେ ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ । କଲରା ଚର୍ମକୁ ସୁସ୍ଥ ରଖିବା ସହ ଏହାକୁ ପ୍ରାକୃତିକ ଭାବରେ ସୁନ୍ଦର କରିଥାଏ ।