Coconut Water
OTV Logo

ଖରାଦିନେ ପଇଡ଼ ପାଣି ପିଇବାର ୮ ଫାଇଦା...

Author: Namita Biswal | Credit: OTV

Coconut Water
OTV Logo

ଖରାଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ । ଏହା ଅନେକ ପୋଷକ ତତ୍ତ୍ୱରେ ଭରପୂର । ପଇଡ଼ ପାଣିରେ ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହାକି ଶରୀରକୁ ହାଇଡ୍ରେଟ ରଖେ । ବ୍ଲଡପ୍ରେସର, ବ୍ଲଡସୁଗାର ନିୟନ୍ତ୍ରଣ କରିବା ସହ ହାଡ଼ ସୁସ୍ଥ ରଖିଥାଏ । ଏହି ଖବରରେ ଜାଣନ୍ତୁ ଆଉ କ'ଣ ସବୁ ଫାଇଦା ମିଳେ...

Author: Namita Biswal | Credit: Canva

Coconut Water
OTV Logo

ପାଚନ ତନ୍ତ୍ର ସୁସ୍ଥ ରଖେ: ଖରାଦିନେ ପଇଡ଼ ପାଣି ପିଇଲେ ପାଚନ ତନ୍ତ୍ର ଠିକ୍ ରହେ । ଏହାର ନିୟମିତ ସେବନ ଦ୍ୱାରା ଗ୍ୟାସ୍, ବଦହଜମୀ, ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

Author: Namita Biswal | Credit: Canva

Coconut Water

ଶରୀର ହାଇଡ୍ରେଟ ରଖେ: ପଇଡ଼ ପାଣିରେ ସୋଡିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, କ୍ଲୋରାଇଡ ଆଦି ଇଲେକ୍ଟ୍ରୋଲାଇଟ୍ସ ରହିଛି, ଏହା ଶରୀରକୁ ହାଇଡ୍ରେଟ ଓ ଥଣ୍ଡା ରଖିଥାଏ ।

Author: Namita Biswal | Credit: Canva

Coconut Water

ଇମ୍ୟୁନିଟି ବଢାଏ: ଖରାଦିନେ ନିୟମିତ ପଇଡ଼ ପାଣି ପିଇଲେ ଇମ୍ୟୁନିଟି ବଢେ । ଫଳରେ ଥଣ୍ଡା-କାଶ ଏବଂ ଅନ୍ୟ ଭାଇରାଲ ସଂକ୍ରମଣରୁ ରକ୍ଷା ମିଳିଥାଏ ।

Author: Namita Biswal | Credit: Canva

Coconut Water

ଓଜନ ନିୟନ୍ତ୍ରଣ: ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ଖରାଦିନେ ନିୟମିତ ପଇଡ଼ ପାଣି ପିଇଲେ ଫାଇଦା ମିଳେ ।

Author: Namita Biswal | Credit: Canva

Coconut Water

ଦୁର୍ବଳତା ଦୂର କରେ: ପଇଡ଼ ପାଣି ପିଇଲେ ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ରହେ । ଏହାଦ୍ୱାରା ଶରୀରକୁ ଏନର୍ଜି ମିଳେ ଏବଂ ଥକ୍କାପଣ, ଦୁର୍ବଳତା ଦୂର ହୋଇଥାଏ ।

Author: Namita Biswal | Credit: OTV

Coconut Water

ବ୍ଲଡପ୍ରେସର କଣ୍ଟ୍ରୋଲ: ପଇଡ଼ ପାଣିରେ ପୋଟାସିୟମ ଥାଏ, ଯାହାକି ବ୍ଲଡପ୍ରେସର ନିୟନ୍ତ୍ରଣରେ ସାହାଯ୍ୟ କରେ ।

Author: Namita Biswal | Credit: Canva

Coconut Water

ତ୍ୱଚାର ଚମକ ବଢାଏ: ପଇଡ଼ ପାଣି ପିଇଲେ ଶରୀର ଡିଟକ୍ସ ହୋଇଥାଏ । ଏହି କାରଣରୁ ତ୍ୱଚା ଉଜ୍ଜ୍ୱଳ ଓ ଚମକଦାର ରହିଥାଏ । ଏହାସହିତ ସ୍କିନକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ ।

Read More