ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ମୋଦି
ମନ୍ତ୍ର ଉଚ୍ଚାରଣରେ ସଙ୍ଗମ ଘାଟ ପ୍ରକମ୍ପିତ ହୋଇଛି
ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବୋଟରେ ଯାତ୍ରା କରିଥିଲେ
ପବିତ୍ର ବୁଡ଼ ପରେ ପୂଜାର୍ଚ୍ଚନା କରିଥିଲେ
ଘାଟରେ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ