massey

12th Fail: ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ଜୀବନି ଉପରେ ଆଧାରିତ ଏହି ଫିଲ୍ମକୁ ଉଭୟ ଦର୍ଶକ ଓ କ୍ରିଟିକ ପସନ୍ଦ କରିଥିଲେ। ଏହି ଫିଲ୍ମ ପାଇଁ ବିକ୍ରାନ୍ତଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।

ଦ ସାବରମତୀ ରିପୋର୍ଟ: ୨୦୦୨ ମସିହାର ଗୁଜରାଟ ଦଙ୍ଗା ଉପରେ ଆଧାରିତ ଏହି ଫିଲ୍ମରେ ବିକ୍ରାନ୍ତ ଜଣେ ରିପୋର୍ଟର ଭୂମିକାରେ ନଜର ଆସିଥିଲେ।

ସେକ୍ଟର ୩୬: ନୋଇଡା ସେକ୍ଟର ୩୬ରୁ ନିଖୋଜ ହୋଇଥିବା ଶିଶୁଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବିକ୍ରାନ୍ତଙ୍କ ଚରିତ୍ରକୁ ପସନ୍ଦ କରିଥିଲେ ଦର୍ଶକ। ଏଥିରେ ସେ ଜଣେ ସିରିଏଲ କିଲର ଭୂମିକାରେ ନଜର ଆସିଥିଲେ।

ସନ୍ନି ୱେଡସ ଗିନ୍ନି: ୟାମୀ ଗୌତମଙ୍କ ରୋମାଣ୍ଟିକ କମେଡି ଡ୍ରାମାକୁ ଦର୍ଶକ ବେଶ ପସନ୍ଦ କରିଥିଲେ।

ଲୁଟେରା:୧୯୦୭ରେ ଓ ହେନରୀଙ୍କ କ୍ଷୁଦ୍ର ଗଳ୍ପକୁ ବିକ୍ରମାଦିତ୍ୟ ମୋଟୱାନି ଫିଲ୍ମର ରୂପ ଦେଇଥିଲେ। ରଣବୀର ସିଂ ଓ ସୋନାକ୍ଷୀ ସିହ୍ନାଙ୍କ ସହିତ ବିକ୍ରାନ୍ତ ଏହି ଫିଲ୍ମରେ ନଜର ଆସିଥିଲେ।