ସୋନମ କପୁରଙ୍କ ଏହି ଲୁକର ଫଟୋକୁ ଷ୍ଟାଇଲିଷ୍ଟ ରିୟା କପୁର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କର ଧଳା ଶାଢି ଉପରେ ତାମିଲ ସ୍କ୍ରିପ୍ଟ ପ୍ରିଣ୍ଟ ହୋଇଛି।

Author: Pramod Behera | Credit: OTV

ସୋନମଙ୍କ ପୂରା ଶାଢିରେ ଏକ କ୍ଲାସିକ୍ ପୋଲ୍‌କା ଡିଜାଇନ୍ ହୋଇଛି। ଏହା ବ୍ୟତୀତ ହାତରେ ପ୍ରିଣ୍ଟ ଡିଜାଇନ୍ ସହିତ ତାମିଲରେ 'ମସାବା' ଲେଖାଯାଇଛି।

Author: Pramod Behera | Credit: Google

ସୋନମ ଏହି କଷ୍ଟୋମାଇଜ୍ ଶାଢି ସହିତ ଏକ ରାଉଣ୍ଡ ବେକ ବାଲା ଫୁଲ୍ ସ୍ଲିଭ୍ ବ୍ଲାଉଜ୍ ପିନ୍ଧିଛନ୍ତି। ଏହି ଅଭିନେତ୍ରୀ ତାମିଲ ସ୍କ୍ରିପ୍ଟ ବାଲା ଏକ ବାଜୁବନ୍ଧ ମଧ୍ୟ ବାନ୍ଧିଛନ୍ତି।

Author: Pramod Behera | Credit: Google

ଶାଢି ସହିତ ସୋନମ ଆନିମଲ୍ ପ୍ରିଣ୍ଟ କାନଫୁଲ ପିନ୍ଧିଛନ୍ତି। କପାଳରେ ଏକ ଲାଲ୍ ବିନ୍ଦି ମଧ୍ୟ ଲଗାଇଛନ୍ତି।

Author: Pramod Behera | Credit: Google

ସୋନମ୍ ଏହି ଲୁକ୍‌କୁ ଏକ ହେୟାର ବନ୍ ଷ୍ଟାଇଲ୍ ସହିତ ସମାପ୍ତ କରିଛନ୍ତି। ସେ ମଧ୍ୟ ତାଙ୍କ ହାତରେ ଏକ ମ୍ୟାଚିଂ କ୍ଲଚ୍ ଧରିଥିବା ନଜର ଆସିଛନ୍ତି।

Author: Pramod Behera | Credit: Google

ଏହି ଲୁକ୍‌ରେ ସୋନମ କପୁର ମଧ୍ୟ ଦମଦାର୍ ପୋଜ୍ ଦେଇଛନ୍ତି। ପ୍ରଶଂସକମାନେ ମଧ୍ୟ ଏହି ଫଟୋଗୁଡ଼ିକୁ ବହୁତ ପ୍ରଶଂସା କରୁଛନ୍ତି।

Author: Pramod Behera | Credit: Google

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ସୋନମ କପୁର ତାମିଲ ସ୍କ୍ରିପ୍ଟ ପ୍ରିଣ୍ଟ ବାଲା ଏକ ଶାଢି ପିନ୍ଧିଛନ୍ତି। ସେ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଶାଢି ପିନ୍ଧିଥିଲେ।