ଅମିତାଭ ବଚ୍ଚନଙ୍କ ପିଲାଦିନ ସଂପର୍କରେ ଏହି ୭ଟି କଥା ଜାଣନ୍ତି କି ?
Author: Amaresh Biswal | Credit: Google
ଉତ୍ତର ପ୍ରଦେଶର ଆହ୍ଲାବାଦ (ଏବେର ପ୍ରୟାଗରାଜ) ରେ ୧୯୪୭ ମସିହାରେ ଜନ୍ମ ହୋଇଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ
Author: Amaresh Biswal | Credit: Google
ଉତ୍ତର ପ୍ରଦେଶର ଆହ୍ଲାବାଦ (ଏବେର ପ୍ରୟାଗରାଜ) ରେ ୧୯୪୭ ମସିହାରେ ଜନ୍ମ ହୋଇଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ
Author: Amaresh Biswal | Credit: Google
ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ଥିଲେ ଜଣେ ଜଣାଶୁଣା କବି। ମାଆ ତେଜି ବଚ୍ଚନ ଥିଲେ ଜଣେ ସାମାଜିକ କର୍ମୀ।
Author: Amaresh Biswal | Credit: Google
ଅମିତାଭଙ୍କ ପୈତୃକ ଗାଁ ବାବୁପଟ୍ଟି, ୟୁପିର ରାଣୀଗଞ୍ଜ ତହସିଲ ଅଧୀନରେ ଥିବା ଏକ ଗାଁ। ମାଆ ଜଣେ ପଞ୍ଜାବୀ ଶିଖ ଝିଅ।
Author: Amaresh Biswal | Credit: Google
ମାଆ ତେଜି ବଚ୍ଚନଙ୍କ ଗାଁ ବ୍ରିଟିଶ ଶାସିତ ଭାରତର ପଞ୍ଜାବ ରାଜ୍ୟର ଲ୍ୟାଲପୁର, ଯାହା ଏବେ ପାକିସ୍ତାନରେ ରହିଛି।
Author: Amaresh Biswal | Credit: Google
ଅମିତାଭ ନୈନିତାଲର ସେରଉଡ଼ କଲେଜ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରିମଲ୍ଲ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ।
Author: Amaresh Biswal | Credit: Google
୧୯୬୯ ମସିହାରେ ମୃଣାଳ ସେନଙ୍କ ଫିଲ୍ମ ଭୁବନ ସୋମରେ ଭଏସ୍ ଆର୍ଟିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଅମିତାଭ।
Author: Amaresh Biswal | Credit: Google
ସତୁରୀ ଦଶକରେ ସେ ଫିଲ୍ମ ଆନନ୍ଦ, ଜଞ୍ଜୀର, ରୋଟି କପଡ଼ା ଔର ମକାନ ପ୍ରଭୃତି ଫିଲ୍ମ ପାଇଁ ଲୋକପ୍ରିୟତା ହାସଲ କରିଥିଲେ।