See these 7 pics of Superstar Amitabh Bachachan from his old films

ଉତ୍ତର ପ୍ରଦେଶର ଆହ୍ଲାବାଦ (ଏବେର ପ୍ରୟାଗରାଜ) ରେ ୧୯୪୭ ମସିହାରେ ଜନ୍ମ ହୋଇଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ

ଉତ୍ତର ପ୍ରଦେଶର ଆହ୍ଲାବାଦ (ଏବେର ପ୍ରୟାଗରାଜ) ରେ ୧୯୪୭ ମସିହାରେ ଜନ୍ମ ହୋଇଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ

ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ଥିଲେ ଜଣେ ଜଣାଶୁଣା କବି। ମାଆ ତେଜି ବଚ୍ଚନ ଥିଲେ ଜଣେ ସାମାଜିକ କର୍ମୀ।

ଅମିତାଭଙ୍କ ପୈତୃକ ଗାଁ ବାବୁପଟ୍ଟି, ୟୁପିର ରାଣୀଗଞ୍ଜ ତହସିଲ ଅଧୀନରେ ଥିବା ଏକ ଗାଁ। ମାଆ ଜଣେ ପଞ୍ଜାବୀ ଶିଖ ଝିଅ।

ମାଆ ତେଜି ବଚ୍ଚନଙ୍କ ଗାଁ ବ୍ରିଟିଶ ଶାସିତ ଭାରତର ପଞ୍ଜାବ ରାଜ୍ୟର ଲ୍ୟାଲପୁର, ଯାହା ଏବେ ପାକିସ୍ତାନରେ ରହିଛି।

ଅମିତାଭ ନୈନିତାଲର ସେରଉଡ଼ କଲେଜ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରିମଲ୍ଲ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ।

୧୯୬୯ ମସିହାରେ ମୃଣାଳ ସେନଙ୍କ ଫିଲ୍ମ ଭୁବନ ସୋମରେ ଭଏସ୍ ଆର୍ଟିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଅମିତାଭ।

ସତୁରୀ ଦଶକରେ ସେ ଫିଲ୍ମ ଆନନ୍ଦ, ଜଞ୍ଜୀର, ରୋଟି କପଡ଼ା ଔର ମକାନ ପ୍ରଭୃତି ଫିଲ୍ମ ପାଇଁ ଲୋକପ୍ରିୟତା ହାସଲ କରିଥିଲେ।