ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି କି ଭାରତର ବାସ୍ତବ GDP ବୃଦ୍ଧି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୭.୪% ବୋଲି ଅନୁମାନ କରାଯାଇଛି । ସେମିତି ସ୍ଥିତିକୁ ଦେଖି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ GDP ଅଭିବୃଦ୍ଧି ୬.୮ରୁ ୭.୨% ମଧ୍ୟରେ ରହିବ ବୋଲି ଅନୁମାନ କରୁଛନ୍ତି ଅର୍ଥଶାସ୍ତ୍ରୀ ଓ ସରକାର । ଘରୋଇ କ୍ଷେତ୍ରରେ ଚାହିଦା ବଢ଼ୁଛି, ଭାରତର ବଡ଼ ବଜାର ବିଶ୍ୱସ୍ତରର ସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ନିଜ ସ୍ଥିତି ବଜାୟ ରଖିଛି ଓ ଆଗକୁ ଏହା ଭାରତର ମଜବୁତ୍ ମେରୁଦଣ୍ଡ ସାଜି ରହିବ ବୋଲି ଆନୁମାନ କରାଯାଉଛି । ସେମିତି ବେସରକାରୀ ନିବେଶ ଦେଶରେ ବଢ଼ୁଛି, ଘରୋଇ ଉତ୍ପାଦର ବି ଚାହିଦା ବଢ଼ୁଛି ।
#OTV#OdishaTV
#EconomicSurvey
#EconomicSurvey2025
#IndianEconomy
#ParliamentToday
#Budget2025
#GDPGrowth
#Inflation
#JobsAndEconomy
#IndianNews
#EconomyExplained
#PolicyExplainer
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)