#ବିଷ_ବଳୟରେ_ଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ବାୟୁ ପ୍ରଦୂଷଣ। ଲଗାତାର ପୁଅର୍ ଷ୍ଟେଜରେ AQI। ନର୍ଥ ଦିଲ୍ଲୀ ଅଞ୍ଚଳ ସବୁଠୁ ଅଧିକ ବିଶାକ୍ତ। ୱାଜିରପୁରରେ ସର୍ବାଧିକ ୩୨୩ AQI ରେକର୍ଡ ହୋଇଛି। ଯାହାକି ଭେରି ପୁଅର୍ ଷ୍ଟେଜରେ ରହିଛି। ଆନନ୍ଦବିହାର, ପଞ୍ଜାବୀ ବାଗ୍, ଅଶୋକ ବିହାର, ଆରକେ ପୁରମ୍ ଆଦି ଅଞ୍ଚଳ ହଟସ୍ପଟ୍ ପାଲଟିଛି। ବିଭିନ୍ନ ସ୍ଥାନରେ ଏବେ ପ୍ରଦୂଷଣଜନିତ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିଛି। ଲୋକମାନେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ଥକାପଣ, ଶରୀର ଯନ୍ତ୍ରଣା ଓ ଶ୍ୱାସକ୍ରିୟାଜନିତ ଅସୁବିଧା ଅନୁଭବ କରୁଛନ୍ତି। ଦିଲ୍ଲୀ-ଏନ୍ ସିଆରରେ ୭୫ ପ୍ରତିଶତ ପରିବାର ପ୍ରଦୂଷଣ-ସମ୍ବନ୍ଧୀୟ ସମସ୍ୟା ଯେପରି ଶ୍ୱାସକ୍ରିୟା ଅସୁବିଧା, ନାକ ବନ୍ଦ, ଆଖି ଜଳାପୋଡ଼ା ଓ ମୁଣ୍ଡ ଯନ୍ତ୍ରଣା ଭୋଗୁଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଘର ଭିତର ବାୟୁ ଗୁଣବତ୍ତା ଉନ୍ନତ କରିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଉଛନ୍ତି।
#DelhiPollution#AQIAlert#ToxicAir#OdishaTV#OTV
Delhi’s air quality has plunged into a severe state, turning the national capital into a toxic zone. According to reports, the Air Quality Index (AQI) continues to remain in the “Very Poor” category across the city. North Delhi has recorded the worst levels, with Wazirpur touching 323 AQI, indicating dangerous pollution levels.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)