ନାକରେ ପାଇପ ପଶିଛି । ଦୁଇ ଆଖିରୁ ବୋହି ଯାଉଛି ଲୁହଧାର । ଖନେଇଖନେଇ କଥା କହୁଛନ୍ତି । ସତରେ ଜୀବନ କେତେ କଷ୍ଟପ୍ରଦ, ଯନ୍ତ୍ରଣାଦାୟକ ତାହା ଏଥିରୁ ବୁଝିହେଉଛି । ପ୍ରତି ମୁହୂର୍ତ୍ତ ଏଠି ଗୋଟିଏ ଯୁଗ ପରି ଲାଗୁଛି । ସ୍ତ୍ରୀ ଛୁଆଙ୍କ ସୁଖ ପାଇଁ ପର ରାଇଜ ଯାଇ ଖଟୁଥିବା ମଣିଷଟି ଆଜି ଘରେ ପଡ଼ି କଲବଲ ହେଉଛି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ବୈଦିମାଳ ଗାଁର ମନୋଜ କୁମାର ଦାସ। ବୟସ ବେଶି ହୋଇନି, ମାତ୍ର ୩୭ ବର୍ଷ । ଭଗବାନ କୋଳରେ ଦୁଇଦୁଇଟି ପିଲା ଦେଇଛନ୍ତି । ଭୁଆସୁଣୀ ସ୍ତ୍ରୀଟି ଘରେ ଅଛି । ଅଭାବ ଭିତରେ ସବୁ ସୁଖ ଓଜାଡ଼ି ଦେଇଥିବା ଭଗବାନ ମନୋଜଙ୍କୁ ଦେଇଛନ୍ତି ଭୟଙ୍କର ରୋଗ । ସେ ଏବେ କ୍ୟାନସରରେ ଆକ୍ରାନ୍ତ ।
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)