ମାଘମାସ ଗୁରୁବାରେ ମା’କୁ ହାଣିଦେଲା ଲକ୍ଷ୍ମୀଛଡ଼ା ପୁଅ। ସ୍ତ୍ରୀର ଗର୍ଭ ନଷ୍ଟ ହେବାରୁ ମା’କୁ ଦେଲା ମୃତ୍ୟୁଦଣ୍ଡ ! ସ୍ତ୍ରୀ ପେଟରେ ଛୁଆ ନଷ୍ଟ ହେଲା, ମା’ ଉପରେ ପୁଅ ଡାହାଣୀ ସନ୍ଦେହ କଲା । ସକାଳୁ ଉଠିଲା, ପେଟେ ମଦ ପିଇ ମାଆକୁ ହାଣିଦେଲା । ରୋଷେଇ କରିବାକୁ ଚୁଲିମୁଣ୍ଡେ ବସିଥିବା ମା’କୁ ଗୋଡ଼େଇ ଗୋଡ଼େଇ ଚୋଟ ପକେଇଲା କୁଳାଙ୍ଗାର ପୁଅ। ପର ବାରିରେ ଛଟପଟ ହେଇ ଲୋଟିପଡିଲା ମା’ । ଯିଏ ଜନମ ଦେଇଥିଲା ତାକୁ ହିଁ ମାରିଦେଲା । ଦର୍ଶକ ବନ୍ଧୁ ଏକଥା ସବୁ କହିବା ବେଳେ ଆଉ ଲେଖିଲାବେଳେ ଆମ ଦେହମୁଣ୍ଡ ବି ଥରୁଛି । ଗଣମାଧ୍ୟମ ଭାବେ ଆମେ ଆପଣଙ୍କ ପାଖେ ଖବର ତ ପହଞ୍ଚାଉଛୁ, ହେଲେ ଏମିତି ଲୋମହର୍ଷକ ଖବର ଦେବାବେଳେ ଆମେ ବି ଭାବୁକ ହୋଇପଡୁଛୁ । କାରଣ ଏଇଥିପାଇଁ ଯେ ଆଜି ବି ଭୟଙ୍କର ଅନ୍ଧବିଶ୍ବାସର ଅନ୍ଧାର ଭିତରେ କେହିକେହି ରହିଛନ୍ତି । ମୟୂରଭଞ୍ଜ ବେତନଟୀ ଥାନା କଲରାଫୁଲିଆ ଗାଁର ଏ ଲୋମହର୍ଷକ ଘଟଣା ଯିଏ ଶୁଣୁଛି ସିଏ ସ୍ତବ୍ଧ ହେଉଛି ।
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)