• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "94" result for "UPSC" in https://otvkhabar.in

ol
UPSCର ସମସ୍ତ ପରୀକ୍ଷାର ହେବା ନେଇ ସବୁଜ ସଂକେତ

ନୂଆଦିଲ୍ଲୀ: ଜୁନ ୫ରେ UPSCର ସମସ୍ତ ପରୀକ୍ଷାର ହେବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏନେଇ ଆଜି କମିଶନଙ୍କର ଏକ ବୈଠକ ହୋଇଥିଲା। କରୋନା ପାଇଁ UPSC ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ତେବେ ବିଭିନ୍ନ କ୍ଷେତ୍ରରେ ସରକାର କଟକଣା କୋହଳ କରିବା ପରେ  ପରୀକ୍ଷା ହେବା ନେଇ କମିଶନଙ୍କ ବୈଠକରେ ଆଲୋଚନ ହୋଇଛି। ତେବେ ବର୍ତ୍ତମାନ ସ୍ଥିତିରେ ପରୀକ୍ଷା କରିହେବନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ପୁଣି ଥରେ ଆସନ୍ତା ଜୁନ ୫ରେ ବୈଠକ ହେବ। ଏହି ବୈଠକରେ […]

UPSC-SBI Recruitment 2021
ଖାଲି ପଡ଼ିଥିବା ଶତାଧିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କଲେ UPSC, SBI

COVID-19 ମହାମାରୀ ମଧ୍ୟରେ ଖାଲି ପଡ଼ିଥିବା ଅନେକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  କେନ୍ଦ୍ର ଜନସେବା ଆୟୋଗ (UPSC) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

upsc
ସିଭିଲ ସର୍ଭିସ ପରୀକ୍ଷା 2021: ୩୧୮ ପ୍ରାର୍ଥୀଙ୍କ ଆବେଦନକୁ ରଦ୍ଦ କଲା UPSC

ଭୁବନେଶ୍ୱର: ସିଭିଲ ସର୍ଭିସ (ପ୍ରାଥମିକ) ପରୀକ୍ଷା, 2021 ପାଇଁ 318 ଜଣ ପ୍ରାର୍ଥୀଙ୍କ ଆବେଦନକୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ରଦ୍ଦ କରିଛି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, UPSC ଏହି ୩୧୮ ପ୍ରାର୍ଥୀଙ୍କ  ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ 100 ଟଙ୍କାର ରସିଦ ସମ୍ପର୍କରେ ନିଶ୍ଚିତତା ପାଇନାହାନ୍ତି  । ଯଦି କେହି ଏହା ବିରୁଦ୍ଧରେ ଆବେଦନ କରିବାକୁ ଚାହାନ୍ତି, ତେବେ ତାଙ୍କୁ 10 (ଦଶ) ଦିନ ମଧ୍ୟରେ ଡକ୍ୟୁମେଣ୍ଟାରୀ ପ୍ରମାଣ (ମୂଳରେ ହାର୍ଡ କପି) ସ୍ପିଡ୍ ପୋଷ୍ଟ ଦ୍ୱାରା […]

NDA
NDA, ନାଭାଲ୍ ଏକାଡେମୀ ପରୀକ୍ଷା (I) 2021: UPSC ପ୍ରାର୍ଥୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା

ଭୁବନେଶ୍ୱର: କେନ୍ଦ୍ର ଜନସେବା ଆୟୋଗ ( ୟୁପିଏସସି ) ଏପ୍ରିଲ 18, 2021ରେ ଦେଶର ବିଭିନ୍ନ ସ୍ଥାନରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀ ପରୀକ୍ଷା (I) 2021 କରିବ । ପରୀକ୍ଷା ଦେଉଥିବା  ପ୍ରାର୍ଥୀଙ୍କ ସୁବିଧା ପାଇଁ ଆୟୋଗ ଏହାର ଅଫିସିଆଲ୍ ୱେବସାଇଟରେ ଇ-ଆଡମିଟ୍ କାର୍ଡ ଅପଲୋଡ୍ କରିସାରିଛି । ଏକ ବିଜ୍ଞପ୍ତି ମାଧ୍ୟମରେ ଆୟୋଗ ପ୍ରାର୍ଥୀମାନଙ୍କୁ ପରୀକ୍ଷା ପାଇଁ ସେମାନଙ୍କର ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ପରାମର୍ଶ […]

upsc
UPSC ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷା 2020 ଫଳାଫଳ ଘୋଷିତ, ବିବରଣୀ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ସିଭିଲ ସର୍ଭିସେସ୍ (ମେନ୍) ପରୀକ୍ଷାର ଫଳାଫଳକୁ ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ଘୋଷଣା କରିଛି। ସଫଳ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ଵୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା (ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’) ଚୟନ ପାଇଁ ବ୍ୟକ୍ତିଗତ ପରୀକ୍ଷା (ସାକ୍ଷାତକାର) ପାଇଁ ହାଜର ହେବାକୁ ପଡ଼ିବ । ପ୍ରାର୍ଥୀମାନେ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ସମୟରେ  ସେମାନଙ୍କର ବୟସ, ଶିକ୍ଷାଗତ ଯୋଗ୍ୟତା, ସମ୍ପ୍ରଦାୟ, […]

vlcsnap-error398
ଏଣିକି ଡିଜିପି ବାଛିବ UPSC

ନୂଆଦିଲ୍ଲୀ: ଦେଶର ପୋଲିସ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ଡିଜିପି ବାଛିବ UPSC। ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଅଫିସରଙ୍କ ନାଁ UPSCକୁ ପଠାଇବେ। UPSC ଏହି ତାଲିକାରୁ ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ତେବେ ରାଜ୍ୟ ସରକାରଙ୍କ ପାଖରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ନିଯୁକ୍ତ କରିବାର କ୍ଷମତା ରହିବ। ତେବେ ଡିଜିପି […]

supremcourt
ବଦଳିଲା ଡିଜିପି ନିଯୁକ୍ତି ନିୟମ: UPSC ତାଲିକାରୁ ଜଣକୁ ବାଛିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ପୋଲିସ୍ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର।  ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ ଡିଜିପି ମନୋନୀତ କରିବେ । ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର, UPSCକୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନା ଦେବେ। ସେହି ତାଲିକାରୁ UPSC ୩ ଜଣଙ୍କୁ ମନୋନୀତ କରିବେ। UPSC ଦେଇଥିବା ୩ ଜଣଙ୍କ ନାଁରୁ ଜଣକୁ ଡିଜିପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ। ସୁପ୍ରିମକୋର୍ଟର ମୁଖ୍ୟ […]

exam
ଅନ୍‌ଲାଇନ୍‌ରେ UPSC ଓ OPSC ନିଯୁକ୍ତି ପରୀକ୍ଷା ଲାଗି ବ୍ଲୁପ୍ରିଣ୍ଟ୍

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ଲାଗି ଖୁସି ଖବର। ଏଣିକି ଅନ୍‌ଲାଇନ୍‌ରେ ହେବ UPSC ଓ OPSC ପରୀକ୍ଷା। ଫର୍ମ ପୂରଣ ଠାରୁ ପରୀକ୍ଷା ଫଳ, ଅନ୍‌ଲାଇନ୍‌ରେ ହେବ ସବୁ କାମ। ଭୁବନେଶ୍ୱରରେ ଅନୁଷ୍ଠିତ UPSC ଓ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏନେଇ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଛି। ଚାକିରୀ ଆଶାୟୀ ପରୀକ୍ଷା ବେଳେ ଯେଭଳି ମାନସିକ ସ୍ତରରେ ହଇରାଣ ନହେବେ ସେଥିଲାଗି ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛି କେନ୍ଦ୍ରୀୟ ଲୋକସେବା […]

money 99
ସପ୍ତମ ବେତନ ଆୟୋଗର ଚାକିରି: UPSCର ବିଭିନ୍ନ ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ

ଭୁବନେଶ୍ୱର: ସପ୍ତମ ବେତନ  କମିଶନ ପେ ମ୍ୟାଟ୍ରିକ୍ସରେ ଦରମା ପାଇବା ପାଇଁ ଏକ ବଡ଼ ସୁଯୋଗ। ଏହି ସପ୍ତାହରେ ଶେଷ ହେବାକୁ ଯାଉଛି। ଆଗ୍ରହୀମାନେ କୌଣସି ବିଳମ୍ବ ନକରି ନିମ୍ନରେ ଦିଆଯାଇଥିବା ବିବରଣୀ କୁ ଭଲ ଭାବେ ଦେଖନ୍ତୁ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) ବିଭିନ୍ନ ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରି ଏକ ବଡ଼ ସୁଯୋଗ ଦେଇଛି। ଏହି ସମୟରେ, ପ୍ରାର୍ଥୀମାନେ ନିଶ୍ଚିତ ଭାବରେ UPSC ଖାଲି ସ୍ଥାନଗୁଡିକର […]

UPSC-CMS-Exam-2018
UPSC ନିଯୁକ୍ତି: ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ୟୁନିୟନ ପବ୍ଲିକ ସର୍ଭିସ  କମିଶନ (ୟୁପିଏସସି) ଅନେକ ପଦବୀ ପାଇଁ ପାଇଁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ORA ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ନିଯୁକ୍ତି ଆବେଦନ (ORA) ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ୍ ୧, ୨୦୨୧  ୨୩:୫୯ ଘଣ୍ଟା ସମୟ।ସଂପୂର୍ଣ୍ଣ ଦାଖଲ ହୋଇଥିବା ଅନଲାଇନ୍ ଆବେଦନ ପ୍ରଂଟିଙ୍ଗ ପାଇଁ ଶେଷ ତାରିଖ ଏପ୍ରିଲ୍ 2, 2021, ୨୩:୫୯ ଘଣ୍ଟା ପର୍ଯ୍ୟନ୍ତ ଅଛି। ଖାଲି ପଦଗୁଡିକର ବିବରଣୀ: ୧. ଲେଡି ମେଡିକାଲ ଅଫିସର (ପରିବାର […]

upsc
କେବେ ହେବ UPSC ଓ SSC ପରୀକ୍ଷା, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ୍‌ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ପରୀକ୍ଷା ସ୍ଥଗିତ ରହିଛି। UPSC ଓ SSC କେବେ ପରୀକ୍ଷା ହେବ, ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମେ ୩ ପରେ ହେବ UPSC ଓ SSC ପରୀକ୍ଷା ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଲକଡାଉନ୍ ଉଠିବା ପରେ ହିଁ ପରୀକ୍ଷା ହେବ। ଏନେଇ ଆବଶ୍ୟକ ସମୟ ସମସ୍ତ ଆଶାୟୀଙ୍କୁ ଦିଆଯିବ। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ। […]

supreme-court
UPSC ଆଶାୟୀ ପରୀକ୍ଷାର୍ଥୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ବୟସସୀମା କୋହଳ କରିବାକୁ ମନା କଲେ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି। ୨୦୨୦ କରୋନା ବର୍ଷ ଏହି ପ୍ରାର୍ଥୀମାନଙ୍କ ପାଇଁ ଶେଷ ବର୍ଷ ଥିଲା। […]

upsc
UPSC ପରୀକ୍ଷାର୍ଥୀଙ୍କୁ ମିଳିଲା ସେଣ୍ଟର ବାଛିବା ସୁଯୋଗ

ନୂଆଦିଲ୍ଲୀ: UPSC ପରୀକ୍ଷାର୍ଥୀଙ୍କୁ ମିଳିବ ସେଣ୍ଟର ବାଛିବା ସୁଯୋଗ। ଅକ୍ଟୋବର ୪ରେ ହେବାକୁ ଥିବା UPSC ସିଭିଲ୍ ପ୍ରିଲିମନାରୀ , IFS ( ଇଣ୍ଡିଆନ ଫରେଷ୍ଟ ସର୍ଭିସ )ମେନ୍ ପରୀକ୍ଷାରେ ଏଥର ପରୀକ୍ଷାର୍ଥୀଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାକୁ ସୁଯୋଗ ମିଳିବ । କୋଭିଡ ପରିସ୍ଥିତିକୁ ଦେଖି ବହୁ ଛାତ୍ରଛାତ୍ରୀ ଏଥିପାଇଁ ଅନୁରୋଧ କରିଥିଲେ। ଆବେଦନ ସମୟରେ ନିଜ ସୁବିଧା ଅନୁସାରେ ସେମାନେ ପରୀକ୍ଷା କେନ୍ଦ୍ରର ବିକଳ୍ପ ଦେଇଥିଲେ । କିନ୍ତୁ କୋଭିଡ ପାଇଁ ପରିସ୍ଥିତି […]

upsc
ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୋଟିଫିକେଶନ ଜାରି କରିବ UPSC: ଜାଣନ୍ତୁ ପ୍ରମୁଖ ତାରିଖ..

ନୂଆଦିଲ୍ଲୀ:UPSC (The Union Public Service Commission ) ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୋଟିଫିକେଶନ ଜାରି କରିବ। ୧୨ ଫେବୃୟାରୀରେ UPSC ସର୍ବିସେସ୍‌-୨୦୨୦ ପରୀକ୍ଷା ପାଇଁ ନୋଟିଫିକେଶନ ଜାରି କରାଯିବାର ସୂଚନା ମିଳିଛି। ଏହି ନୋଟିଫିକେଶନରେ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯିବ।  ନୋଟିଫିକେଶନ ଆସିବା ଦିନ ହିଁ ରେଜିଷ୍ଟ୍ରେନସ ପ୍ରକ୍ରିୟା ଆରମ୍ଭ ହେବ। ରେଜିଷ୍ଟ୍ରେସନର ଶେଷ ତାରିଖ ମାର୍ଚ୍ଚ ୩ ତାରିଖ ରଖାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହି ତାରିଖ ସୁଦ୍ଧା ଆବେଦନ କରିପାରିବେ। […]

purana
ଆଖିକୁ ଦେଖା ଯାଉନି, ତଥାପି UPSC ପରୀକ୍ଷାରେ କଲେ କମାଲ୍

ଚେନ୍ନାଇ: ସାଧାରଣତ ଜଣେ ମଣିଷ ବିଫଳତା ପାଇଁ ନିଜ ଭିତରେ ଥିବା ଦୁର୍ବଳତାକୁ ଅଧିକ ଦୋଷ ଦେଇଥାଏ। ଏହି କାରଣରୁ ପ୍ରତିଟି ଛୋଟ ସମସ୍ୟା ତା’କୁ ବଡ଼ ଲାଗିଥାଏ। ଏଥିରେ ନିରାଶ ହୋଇ ଅଧିକାଂଶ ଲୋକେ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। କିନ୍ତୁ ଏସମସ୍ତଙ୍କ ପାଇଁ ଦୃଷ୍ଟିବାଧିତ ପୂର୍ଣ୍ଣା ସୁନ୍ଦରୀ ଆଶାର କିରଣ ସାଜିଛନ୍ତି, ଯିଏ ସେମାନଙ୍କୁ ନିରାଶାର ଛାୟା ତଳୁ ବାହାର କରିବାର ଆଶା ଉଜାଗର କରିଛନ୍ତି। ତାମିଲନାଡୁର ୨୫ ବର୍ଷୀୟା ଛାତ୍ରୀ ପୂର୍ଣ୍ଣାଙ୍କୁ ଆଖିକୁ […]

sanjita
UPSC ଟପ୍ପର ସଂଜିତା ମହାପାତ୍ରଙ୍କୁ ସମ୍ମାନିତ କରିବ ଓଡ଼ିଶା ଫେଷ୍ଟ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ସର୍ବଭାରତୀୟ ସ୍ତରରେ ଦଶମ ରାଙ୍କ ପାଇଥିବା ସଂଜିତା ମହାପାତ୍ରଙ୍କୁ ଓଡ଼ିଶା ଫିଷ୍ଟ ପକ୍ଷରୁ ସମ୍ମାନିତ କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ ଟା ୩୦ ମିନିଟରେ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ସଂଜିତାଙ୍କୁ ସମ୍ମାନିତ କରାଯିବ। ଏହି ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ‘ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିବାରେ ଓଡ଼ିଶାର ଯୋଗଦାନ’ ସମ୍ପର୍କରେ ଆଲୋଚନା କରାଯିବା। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ସୁଦର୍ଶନ ସାହୁ ଯୋଗ ଦେବେ। ସେହିଭଳି ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର […]

Untitled-1
UPSC ସିଭିଲ୍‌ ସର୍ଭିସେସ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : କେନ୍ଦ୍ର ଜନସେବା ଆୟୋଗ (UPSC) ସିଭିଲ୍‌ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧କୁ ସ୍ଥଗିତ ରଖିଛି। UPSC ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧ ପୂର୍ବରୁ ଜୁନ୍ ୨୭, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, UPC…