ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଓ ଟପ୍ ହିଜ୍ବୁଲ୍ କମାଣ୍ଡର ଥିବା ଜଣାପଡିଛି। ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତଙ୍କୀ ନେତା ବୁରହାନ ୱାନି ସହ ସଂପୃକ୍ତି ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ ବୁଝାଇବାକୁ […]
ନୂଆଦିଲ୍ଲୀ : ଏନଡିଏ-ଟୁ ସରକାରର ଗୁରୁତ୍ୱପୂର୍ଣ୍ଣ ୪ଟି ବିଭାଗ ଦାୟିତ୍ୱରେ ୪ ହେଭିୱେଟ୍। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଦାୟିତ୍ୱ ସମ୍ଭାଳିଥିବା ବେଳେ ଆଜି କାର୍ଯ୍ୟଭାର ନେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଟ୍ୟାଗ୍ ହାସଲ କରିବା ପରେ ଏବେ ପ୍ରଥମ ଫୁଲ ଟାଇମ୍ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି ନିର୍ମଳା ସୀତାରମଣ। ନିର୍ମଳାଙ୍କ ପାଇଁ […]
ଆବଶ୍ୟକୀୟ ସାମଗ୍ରୀ: ଚୂନା ମାଛ, ବୋଇତି କଖାରୁ ପତ୍ର, ଚାଉଳ, ସୋରିଷ, ରସୁଣ, ଜିରା, ଶୁଖିଲା ଲଙ୍କା, ସୋରିଷ ତେଲ, ଲୁଣ ଓ ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ଚୂନା ମାଛକୁ ଭଲ ଭାବରେ ବାଛି ନିଅନ୍ତୁ। ଚାଉଳକୁ ପାଣିରେ ଭିଜାଇ ବାଟି ନିଅନ୍ତୁ। ସୋରିଷ, ଜିରା, ଲଙ୍କାକୁ ବାଟି ନିଅନ୍ତୁ। ଏହି ମସଲା ବଟାରେ ଚୂନା ମାଛ, ରସୁଣ କୋଲା, ତେଲ, ଲୁଣ, ହଳଦୀ ମିଶାଇ ରଖନ୍ତୁ। ବୋଇତି କଖାରୁ ପତ୍ର ମଝିରେ ଗୋଳା ମାଛରୁ ଅଳ୍ପ […]
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ। ଏହା ସହିତ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏନ୍କାଉଣ୍ଟର ଶେଷ ହୋଇଛି। ଏନ୍କାଉଣ୍ଟରରେ ୩ ଜଣ ସିଆର୍ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ଭୋର୍ରୁ ତବେଲା ଛତବଲ୍ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଥିଲା। ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତାକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆରମ୍ଭ ହୋଇଥିଲା […]
ନୂଆଦିଲ୍ଲୀ : ବେଳେବେଳେ ଏମିତି ହୁଏ କୌଣସି ସ୍ଥାନରେ ମୋବାଇଲ୍ର ସିଗ୍ନାଲ୍ ବା ନେଟୱର୍କ କାମ କରେନି, ଫଳରେ ଆପଣ କାହା ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ବହୁତ ଅସୁବିଧାରେ ପଡିଯାଆନ୍ତି। ଜରୁରୀ କାର୍ଯ୍ୟ ଥିଲେ ଚିନ୍ତା ବଢିଯାଏ। ଏବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏହାର ଏକ ସମାଧାନ ମିଳିଯାଇଛି। ଆପଣ ଘର ହେଉ ବା ଅଫିସ୍ ଯେଉଁଠି ଥିଲେ ବି ୱାଇ-ଫାଇ, ବ୍ରଡବ୍ୟାଣ୍ଡ ସହ କନେକ୍ଟ ହୋଇ ମୋବାଇଲ୍ ହେଉ ବା ଲ୍ୟାଣ୍ଡଲାଇନ୍ […]
ନ୍ୟୁୟର୍କ : ନ୍ୟୁୟର୍କରେ ଚାଲିଛି ବଲିଉଡ୍ ଭେଟରାନ୍ ରିଷି କପୁରଙ୍କ ଚିକିତ୍ସା। କ୍ୟାନ୍ସରରେ ପୀଡ଼ିତ ଥିବା ରିଷି ଗତ ୮ ମାସ ଧରି ସେଠାରେ ରହି ଚିକିତ୍ସିତ ହେଉଥିବା କଥା ଆଜି ଟ୍ୱିଟ୍ କରି ଜଣାଇଛନ୍ତି। କ୍ୟାନ୍ସରରେ ପୀଡ଼ିତ ହେବା ପରେ ଗତ ବର୍ଷରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି ରିଶି। ତାଙ୍କ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅପରେସନ୍ ହେବ। Today I complete eight months here in New York. When will l ever […]