ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର। ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି। ସୋନମ୍ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି। ସୋନମ୍ଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି। ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ […]
ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି […]
ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂପର୍କିତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏ.କେ ସିକ୍ରୀ, ଏସ.ଏ, ବୋବ୍ଡେ, ଏନ୍ଭି ରମନା,ଅରୁଣ ଓ ଜଷ୍ଟିସ ଏ.କେ. ଗୋୟଲଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ […]
ତାମିଲନାଡୁ : ଆପଣ ଅନେକ ସମୟରେ ଦେଖିଥିବେ କିଛି ଲୋକ ହେଡ୍ଫୋନ୍ ଲଗେଇ ଗୀତ ଶୁଣି ଶୋଇଯାଆନ୍ତି। ଏମିତି ଅଭ୍ୟାସ ଅନେକ ଲୋକଙ୍କର ଅଛି। ହେଲେ ଏହା ଯେ ବିପଦ ଜନକ ହୋଇପାରେ ଆପଣ କେବେ ଭାବିନଥିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜଣେ ମହିଳାଙ୍କ ଏହି ଭୁଲ୍ ପାଇଁ ତାଙ୍କ ଜୀବନ ଯାଇଛି। ୪୬ ବର୍ଷୀୟ ଏହି ମହିଳାଙ୍କର ଗୀତ ପ୍ରତି ଭାରି ସଉକ ଥିଲା। […]
ହ୍ୱାଟ୍ସଆପ୍ ଏବେ ଏକ ନୂଆ ଫିଚର ଆଣିଛି। ଯାହା ଦ୍ୱାରା ଆପ୍ ନଖୋଲି ମଧ୍ୟ ଚାଟ୍ କରିହେବ। ଫେସ୍ବୁକ୍ର ଏଫ୍୮ କନ୍ଫରେନ୍ସରେ ହ୍ୱାଟ୍ସଆପ୍ ନିଜର ୟୁଜର ମାନଙ୍କୁ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛି। ହ୍ୱାଟ୍ସଆପ୍ର ସାରା ବିଶ୍ୱରେ ୧.୫ ବିଲିୟନରୁ ଅଧିକ ଆକ୍ଟିଭ୍ ୟୁଜର ଅଛନ୍ତି। ଆଗକୁ ହ୍ୱାଟ୍ସଆପ୍ ଆଣୁଥିବା ନୂଆ ଫିଚରରେ ଗ୍ରୁପ୍ ଭିଡ଼ିଓ କଲିଂ ଓ ଷ୍ଟିକର ଉପଲବ୍ଧ ହେବ। ହ୍ୱାଟ୍ସଆପ୍ ଏକ ନୂଆ ଡୋମେନ୍ ‘wa.me’ ଲଂଚ କରିଛି। ଯାହା […]
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ-ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ସେ ଆାଇଏମ୍ଡିର ଏଡିଜି ସହ ସାଇକ୍ଲୋନ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଅଛନ୍ତି। ସେ ଅଗଷ୍ଟ ପହିଲାରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ। ୫ ବର୍ଷ ପାଇଁ ସେ ମହାନିର୍ଦ୍ଦେଶକ ପଦବୀରେ ରହିବେ ମୃତ୍ୟୁଞ୍ଜୟ ମହାପାତ୍ର । ଗତ ଫୋନି ବାତ୍ୟା ସମୟରେ ମୃତ୍ୟୁଞ୍ଜୟଙ୍କ ସଠିକ୍ ଆକଳନ ଯୋଗୁଁ ବହୁ ଧନଜୀବନ ରକ୍ଷା ହୋଇପାରିଲା। ଏଥିପାଇଁ ତାଙ୍କୁ ସବୁ […]
ଜୟପୁର : ଚିକିତ୍ସା ପାଇଁ ଆସିଥିଲେ, ହେଲେ ମିଳିଲା ମାଡ଼। ରୋଗୀଙ୍କୁ ପିଟିଛନ୍ତି ଖୋଦ୍ ଡାକ୍ତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁରର ସବାଇ ମାନସିଂହ ହସ୍ପିଟାଲ୍ରେ। ଯେଉଁଠି ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ନିସ୍ତୁକ ପିଟିଛନ୍ତି ଡାକ୍ତର। ମେଡିକାଲ୍ରେ ଥିବା ରେସିଡେଣ୍ଟାଲ୍ ଡାକ୍ତର ରୋଗୀଙ୍କୁ ଚାପୁଡ଼ା, ଗୋଇଠା, ମୁଥ୍ ମାରି ଲହୁ ଲୁହାଣ କରିଛନ୍ତି। କୌଣସି କାରଣରୁ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ପୀଡ଼ିତ ରୋଗୀ ଜଣକ ଗୁହାରି କରିଥିଲେ। ତେବେ ଏଥିରେ […]
ନୂଆଦିଲ୍ଲୀ : ମୋଦି-୨ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜନାଥ ସିଂହ ଆଜି ତାଙ୍କର ପ୍ରଥମ ଗସ୍ତରେ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆଚେନ୍ ବେସ୍ କ୍ୟାମ୍ପରେ ଯବାନମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଲେହରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ସ୍ଥିତି […]