• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

super 30
ଚର୍ଚ୍ଚାରେ ସୁପର-୩୦ ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ହ୍ରିତିକ ରୋଶନ ଦୁଇ ବର୍ଷ ପରେ ପୁଣିଥରେ ବକ୍ସ ଅଫିସ୍‌ରେ ଛାଇ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ହ୍ରିତିକଙ୍କ ବହୁପ୍ରତୀକ୍ଷିତ ସିନେମା ‘ସୁପର ୩୦’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ‘ସୁପର ୩୦’ ସିନେମା ବିହାରର ଜଣାଶୁଣା ଆନନ୍ଦ କୁମାରଙ୍କ ଜୀବନି ଉପରେ ଆଧାରିତ। ଏଥିରେ ଆନନ୍ଦ କୁମାରଙ୍କ ଭୂମିକାରେ ହ୍ରିତିକ ଅଭିନୟ କରୁଛନ୍ତି। ବିକାଶ ବହଲଙ୍କ ନିର୍ଦେଶିତ ଏହି ସିନେମା ୧୨ ଜୁଲାଇରେ ରିଲିଜ୍‌ ହେବାକୁ […]

play
ଛେତ୍ରୀଙ୍କ ରେକର୍ଡ ଗୋଲ୍ ସତ୍ତ୍ୱେ ହାରିଲା ଭାରତ

ବୁରିରାମ୍ (ଥାଇଲ୍ୟାଣ୍ଡ): ଷ୍ଟାର୍ ଷ୍ଟ୍ରାଇକର୍ ସୁନୀଲ ଛେତ୍ରୀ ନିଜର ରେକର୍ଡ ମ୍ୟାଚରେ ଗୋଲ୍ କରିବା ସତ୍ତ୍ୱେ ଭାରତ ଏଠାରେ ଖେଳାଯାଇଥିବା କିଙ୍ଗସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଉନ୍ନତ ରାଙ୍କିଙ୍କ ବିଶିଷ୍ଟ କୁରାକାଓ ଠାରୁ ୧-୩ ଗୋଲରେ ହାରିଯାଇଛି। ଏହା କୋଚ୍ ଇଗୋର ଷ୍ଟିମାକଙ୍କ ମାର୍ଗଦର୍ଶନରେ ଭାରତର ପ୍ରଥମ ଟୁର୍ଣ୍ଣାମେଣ୍ଟ। ଛେତ୍ରୀ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କୁ ପଛରେ ପକାଇଛନ୍ତି। ଭୂତିଆ […]

Cyclone
ଓଡ଼ିଶା ସମେତ ୨୦ ରାଜ୍ୟରେ ଝଡ଼ ତୋଫାନ ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ସମେତ ଦେଶର ପ୍ରାୟ ୨୦ଟି ରାଜ୍ୟରେ ଝଡତୋଫାନର ଆଶଙ୍କା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭିନ୍ନ ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମିଟର ରହିବା ସହ ଘଡ଼ଘଡ଼ି ଓ କୁଆପଥର ବୃଷ୍ଟିର ଆଶଙ୍କା ରହଛି। ଏଥିରେ ଓଡ଼ିଶା ସମେତ ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଦିଲ୍ଲୀ, ବିହାର, ଆସାମ, ମେଘାଳୟ, ପଶ୍ଚିମବଂଗ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, […]

sonam-anand
ବାଜିଲା ସୋନମଙ୍କ ସାହାନାଇ

ମୁମ୍ବାଇ: ଦୀର୍ଘଦିନର ବନ୍ଧୁ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ବଲିଉଡ ମସକ୍କଲି ଗାର୍ଲ ସୋନମ କପୁର। ପାରମ୍ପରିକ ପଞ୍ଜାବୀ ରୀତିରେ ବିବାହ ଅନୁଷ୍ଠିତ ହୋଇଯାଇଛି। ବଲିଉଡର ବହୁ ଷ୍ଟାର ଏଥିରେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଦୀର୍ଘ ଏକମାସ ପ୍ରସ୍ତୁତି ପରେ ଶେଷରେ ହାତରୁ ଦି ହାତ ହୋଇଛନ୍ତି ସୋନମ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ମୁମ୍ବାଇ ବାନ୍ଦ୍ରା ସ୍ଥିତ ରକାଲେ ଆପାର୍ଟମେଣ୍ଟ। ଏହି ବହୁ ଚର୍ଚ୍ଚିତ ବିବାହ ଉତ୍ସବ ପାଇଁ କପୁର ଫ୍ୟାମିଲ ତରଫରୁ […]

team india
ଟିମ୍ ଇଣ୍ଡିଆକୁ ୨୨୮ ରନ୍‌ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

ସାଉଥହାମ୍ପଟନ୍: ପୁଣି ସ୍ପିନ୍ ଆଗରେ ଆଣ୍ଠେଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ତୃତୀୟ ମୁକାବିଲାରେ ଆହୁରି ଖରାପ ପ୍ରଦର୍ଶନ କରିଛି। ଭାରତୀୟ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ଯାଦୁଗରୀ ସ୍ପିନ୍ ଆଗରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍ କରିଛି। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଭାରତକୁ ମୁକାବିଲା ଜିତିବା ପାଇଁ ୨୨୮ ରନ୍ […]

eid
ଆଜି ପବିତ୍ର ଇଦ୍ ପର୍ବ ; ରୋଜା ଭାଙ୍ଗିଲେ ଇସଲାମ ଧର୍ମାବଲମ୍ବୀ

ନୂଆଦିଲ୍ଲୀ : ଆଜି ପବିତ୍ର ଇଦ୍ ପର୍ବ। ରମଜାନ ମାସ ସାରା ଉପବାସ ରଖିବା ପରେ ରୋଜା ଭାଙ୍ଗିଛନ୍ତି ଇସଲାମ ଧର୍ମାବଲମ୍ବୀ। ପବିତ୍ର ଇଦ୍ ପର୍ବ ପାଇଁ ଚଳଚଞ୍ଚଳ ଦିଲ୍ଲୀର ଜାମା ମସଜିଦ୍।  ଏହି ଅବସରରେ ସମୂହ ନମାଜ ପାଠ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଇସଲାମ ଧର୍ମାବଲମ୍ବୀ। ନୂତନ ବସ୍ତ୍ର ପରିଧାନ ସହ ସୁବାସିତ ଅତର ମାରି ସେମାନେ ପ୍ରାର୍ଥନା ସ୍ଥଳୀ ବା ଇଦ୍‌ଗାହ୍ ପଡିଆରେ ଯାଇ ସମୂହ ପ୍ରାର୍ଥନା କରିଥିଲେ। ନମାଜ ପରେ […]

salman
ରିଲିଜ୍‌ ହେଲା ‘ଭାରତ୍’

ମୁମ୍ବାଇ : ସବୁଥର ଭଳି ଏଥର ବି ପବିତ୍ର ଇଦ୍‌ ଅବସରରେ ଦର୍ଶକଙ୍କୁ ଏକ ଦମଦାର ଫିଲ୍ମ ଭେଟି ଦେଇଛନ୍ତି ଭାଇଜାନ୍। ଅଲ୍ଲି ଅବାସ ଜଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍ ଫିଲ୍ମ ‘ଭାରତ୍‌’ ରିଲିଜ୍ ହୋଇଯାଇଛି। ଫିଲ୍ମରେ ସଲମାନଙ୍କୁ  ଭିନ୍ନ ଭିନ୍ନ ୫ ଅବତାରରେ ଦେଖିବାକୁ ମିଳିଛି। ସଲମାନଙ୍କ ଫ୍ୟାନ୍‌ସ ବି ଏହି ଫିଲ୍ମ ନିମନ୍ତେ ବହୁତ ଦିନ ହେଲା ଉତ୍ସାହିତ ଥିଲେ। ଆଜି ସକାଳୁ […]

jasmin-1
ଆଶ୍ଚର୍ଯ୍ୟ ! ଏହି ଝିଅକୁ ଆଡ୍‌ମିସନ ଦେବାକୁ ୧୧୩ କଲେଜ ମଧ୍ୟରେ ପ୍ରତିଯୋଗିତା

ଆମେରିକା : ସବୁ କଲେଜରେ ବର୍ତ୍ତମାନ ଆଡ୍‌ମିସନ ଋତୁ ଆରମ୍ଭ ହୋଇଗଲାଣି। ଭଲ କଲେଜରେ ଆଡମିସନ କେମିତି ପାଇବେ ଏଥିପାଇଁ ଷ୍ଟୁଡେଣ୍ଟମାନେ ଚିନ୍ତିତ। ହେଲେ ଆପଣ ବିଶ୍ୱାସ କରିବେନି ଏମିତି ଜଣେ ଝିଅ ଅଛନ୍ତି , ଯାହାଙ୍କୁ ନିଜ କଲେଜରେ ଆଡମିସନ କରିବାକୁ ୧୧୩ଟି କଲେଜ ଲାଇନ୍‌ ଲଗେଇ ଅପେକ୍ଷା କରିଛନ୍ତି। ସୂଚନା ଅନୁସାରେ, ଆମେରିକାର ନର୍ଥ କାରୋଲିନା ଷ୍ଟେଟ୍‌ରେ ରହୁଥିବା ୧୭ ବର୍ଷୀୟ ଜସ୍ମିନ୍‌ ହାରିସନ୍‌ଙ୍କୁ  ୟୁଏସ୍‌ର ବଡ଼ ବଡ଼ କଲେଜ ଆଡମିସନ ଦେବାକୁ ଚାହୁଁଛନ୍ତି। […]

cricket
ବୁମ୍ରାଙ୍କ ଡବଲ୍ ଝଟ୍‌କା, ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ସାଉଥହମ୍ପଟନ୍ : ଚଳିତ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ସଫଳତା ମିଳିଛି। ତେବେ ଏହି ସଫଳତା ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତିକୁ ଭାରତୀୟ ପେସ ବୋଲର ବୁମ୍ରା ଭୁଲ୍ ପ୍ରମାଣିତ କରିଥିଲେ। ମ୍ୟାଚର ପ୍ରଥମ ତିନି ଓଭରରେ ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ହାଶିମ୍ ଆମଲା […]