• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

modi
ମୋଦିଙ୍କୁ ରାମ ଓ ଯୋଗୀଙ୍କୁ ହନୁମାନ କହିଲେ ବିଜେପି ବିଧାୟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଆଜି ଏକ ବିବାଦୀୟ ଓ ଅଯଥା ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମଙ୍କ ଅବତାର କହିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହନୁମାନଙ୍କ ଅବତାର ଭାବେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉଭୟ ଅବତାର ଗ୍ରହଣ କରି ପୃଥିବୀକୁ ଆସିଥିବା ସେ କହିଛନ୍ତି। ଖାଲି ଏତିକି ନୁହେଁ, ୨୦୨୪ରେ ଆରଏସ୍‌ଏସ୍‌ ଗଠନକୁ ଶହେ ବର୍ଷ […]

delhi
ଉତ୍ତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଦିଲ୍ଲୀ, ଏନସିଆର, ଗୁରୁଗ୍ରାମ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି।  ଭୂକମ୍ପ ପ୍ରଭାବରେ ହିମାଚଳ ପ୍ରଦେଶ, ପଂଜାବ ଓ ଜାମ୍ମୁ କାଶ୍ମୀର କିଛି ଅଂଚଳ ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ହୋଇଥିବା ସୂଚନା ମିଳିଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

dangerous-places
ଏମିତି ସ୍ଥାନ, ଯେଉଁଠିକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ

ପୃଥିବୀରେ ଏମିତି ସୁନ୍ଦର ସୁନ୍ଦର ସ୍ଥାନ ଅଛି ଯେଉଁଠିକୁ ବୁଲିବାକୁ ଯିବାକୁ ସମସ୍ତଙ୍କର ଇଚ୍ଛାଥାଏ। ଏହି ସ୍ଥାନଗୁଡିକ ଯେତିକି ସୁନ୍ଦର ସେତିକି କୌତୁହଳପୂର୍ଣ୍ଣ ମଧ୍ୟ। ହେଲେ ଏମିତି କିଛି ସ୍ଥାନ ଅଛି, ଯାହା ଦୂରରୁ ଦେଖିବାକୁ ସୁନ୍ଦର ହୋଇଥାଏ। ହେଲେ ଏଠାକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ ହୋଇଥାଏ। ଆମେ ଆଜି ଏମିତି କିଛି ଭୟଙ୍କର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଯିବାକୁ ଜଣେ ହଜାରେ ଥର ଚିନ୍ତା କରିଥାଏ। ତାଞ୍ଜାନିଆର ‘ନେଟ୍ରୋନି […]

fighter-plane
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଆଣ୍ଡାମାନରେ ଭାରତୀୟ ସୀମା ଜଗିବେ ଫାଇଟର ପ୍ଲେନ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଚୀନ୍ ପକ୍ଷରୁ ବଢ଼ୁଥିବା ବିପଦର ମୁକାବିଲା କରିବାକୁ ଭାରତ ସବୁ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାସହ ନିଜ ସୀମାର ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଆଣ୍ଡାମାନ, ନିକୋବର ଦ୍ୱିପପୁଞ୍ଜରେ ଫାଇଟର୍‌ ପ୍ଲେନ ନିୟୋଜିତ କରିବାକୁ ଯାଉଛି। ମହତ୍ୱପୂର୍ଣ୍ଣ ମଲକ୍କା, ସୁନ୍ଦା, ଲୁମ୍ବୋକ ଓ ଓମିନ ଭେତାଇ ଏବଂ ଭାରତ ମହାସାଗରରେ ନିଜ ସୀମାର ସୁରକ୍ଷା ଉଦ୍ଦେଶ୍ୟରେ ଏହି […]

success-tips
ସଫଳତା ଚାହୁଁଛନ୍ତି, ଆପଣାନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସଫଳତା ପାଇବାକୁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଏଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସଫଳତାର ପାହାଚ ଚଢ଼ି ଆଗକୁ ବଢ଼ିବା ଏତେ ସହଜ ହୋଇ ନଥାଏ। ଏଥିପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ସଫଳତା ମିଳିବା ଆମ ଦୈନନ୍ଦିନ ଜୀବନୀ ଉପରେ ନିର୍ଭର କରିଥାଏ। ଆମେ କ’ଣ ଖାଉଛନ୍ତି, କେମିତି ଖାଉଛନ୍ତି, କିପରି ରହୁଛନ୍ତି ଓ ଲୋକଙ୍କ ସହ ଆମର ବ୍ୟବହାର କେମିତି ରହିଛି ଏହା ଆମ ସଫଳତା ପାଇବାକୁ […]

india
ବିଶ୍ୱକପ୍‌ର ପ୍ରଥମ ମୁକାବିଲାରେ ଜିତିଲା ଭାରତ

ସାଉଥମ୍ପଟନ୍‌ : ବିଶ୍ୱକପ୍ ଅଭିଯାନ ପ୍ରାରମ୍ଭରୁ ଟିମ୍ ଇଣ୍ଡିଆର ଦମ୍‌ଦାର ପ୍ରଦର୍ଶନ।  ସାଉଥମ୍ପଟନ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଟ୍‌ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇଲା ବିରାଟ ବାହିନୀ। ରୋହିତ ଶର୍ମାଙ୍କ ଦମଦାର ଶତକ ସାଙ୍ଗକୁ ଧୋନିଙ୍କ ପାର୍ଟନରସିପ୍ ବଳରେ ଭାରତ ୧୫ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୯ ଓ୍ୱିକେଟ ହରାଇ ୨୨୭ରନ ସଂଗ୍ରହ କରିଥିଲା। ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଆଗରେ […]