କୋଲକାତା : ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତର ଜିଦରେ ଅଟଳ ରହିବା ପରେ ମୁଣ୍ଡ ନୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୃତ ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଜଣେ ରୋଗୀର ମୃତ୍ୟୁ ହେବା ପରେ ଏନଆରଏସ ମେଡିକାଲ କଲେଜର ଜୁନିୟର ଡାକ୍ତର ପରିବହ ମୁଖୋପାଧ୍ୟାୟ ଆକ୍ରମଣର ଶିକାର ହୋଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପରିବହଙ୍କ ସହିତ ୟଶ ଟେକଓ୍ୱାନୀ ନାମକ ଡାକ୍ତର ମଧ୍ୟ ଆହତ […]
ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ ଶୁଣାଣି କରିଛନ୍ତି ସବୋର୍ଚ୍ଚ ଅଦାଲତ। ଏହାଛଡ଼ା ଆସନ୍ତାକାଲି ଯାଏ କୌଣସି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ପାରିବେନି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। କେବଳ […]
ମାଞ୍ଚେଷ୍ଟର : ସୁପର ସଣ୍ଡେର ସୁପର ମୁକାବିଲା। ଆସନ୍ତାକାଲି ହେବ ମହାମୁକାବିଲା। ବିଶ୍ୱକପ୍ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ବିଗ୍ ଫାଇଟ ଆମୀର-ବିରାଟ ଟକ୍କର। ରୋହିତ୍ ଓ୍ୱାହାବ ସାମ୍ନାସାମ୍ନୀ। ମାଞ୍ଚେଷ୍ଟରରେ ମୁକାବିଲା। ପୁରୁଣା ଭେନ୍ୟୁ। ମୁକାବିଲା ଏମିତି ସେମିତି ନୁହେଁ । ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ବିଶ୍ୱକପ୍ରେ ହଟ ଫେବରେଟ୍ ଟିମ୍ ଇଣ୍ଡିଆ। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ବିରାଟ ଆଣ୍ଡ କୋ ଅନବିଟେନ୍। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବିଶ୍ୱକପ୍ରେ […]
ମୁମ୍ୱାଇ: ମେଡିକାଲ ଟପ୍ପର ସାହିଦ କପୁର କ୍ଲାସରେ ସମସ୍ତଙ୍କୁ ପାଠ ପଢାଉଛନ୍ତି। ହେଲେ ପାଠ ସହ ହିରୋଇନ କିୟାରା ଆଡଭାନୀଙ୍କୁ ଭଲ ପାଇବା ମଧ୍ୟ ଶିଖାଉଛନ୍ତି । ତାହା ପୁଣି ଡରାଇ ଧମକାଇ। ନିଜ ବୁଲେଟରେ କିୟାରାଙ୍କୁ ବସାଇ ବାହାରକୁ ନେଇ ସ୍ୱପ୍ନ ରାଇଜରେ ବୁଲୁଛନ୍ତି। ବହୁତ ଭଲ ବି ପାଉଛନ୍ତି। ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ର ଆଉ ଏକ ଗୀତ ‘କେସେ ହୁଆ’ରେ ହୋଇଛି ଏପରି ପିକ୍ଚରାଇଜେସନ୍। ରିଲିଜ ହେଉ […]
ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଅଧ୍ୟକ୍ଷତା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଏହି ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିପାରନ୍ତି ନବୀନ। ଚଳିତ ବର୍ଷ ଦେଶରେ ୨୫ ପ୍ରତିଶତ କମ୍ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ ଏହାର ପ୍ରଭାବରେ ଦେଶରେ ୫୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକୁ […]
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜାପାନକୁ ଏକତରଫା ଭାବେ ୭-୨ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ପରାଜୟ ସତ୍ତ୍ୱେ ଜାପାନର ଅଲିମ୍ପିକ୍ସକୁ ଯୋଗ୍ୟତା କରିଛି। କାରଣ ଆୟୋଜକ ଦେଶ ଭାବେ ଜାପାନ ସିଧାସଳଖ ଅଲିମ୍ପିକ୍ସକୁ କ୍ୱାଲିଫାଏ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପାଙ୍କ ପାଇଁ ଆଜି ଅସଲ ପରୀକ୍ଷା। ବହୁମତ ସାବ୍ୟସ୍ତ କରିବାକୁ ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଦାଖଲ ହେବ ସମର୍ଥକ ବିଧାୟକଙ୍କ ତାଲିକା। ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି ୮ଜଣ ବିଧାୟକଙ୍କ ସମର୍ଥନ। ଆଜି ସକାଳ ସାଢେ ୧୦ଟାରେ ବିଜେପି ପକ୍ଷରୁ ସୁପ୍ରିମ୍କୋର୍ଟରେ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରାଯିବ। ଏହାପରେ ଏହି ମାମଲା ଉପରେ ଶୁଣାଣି କରିବେ ସବୋର୍ଚ୍ଚ କୋର୍ଟ। ଯଦି ସମର୍ଥକ […]
ସାଉଥାମ୍ପଟନ୍ : ଜୋ ରୁଟଙ୍କ ଆକର୍ଷଣୀୟ ଶତକ ଏବଂ ଦମଦାର ବୋଲିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଆୟୋଜକ ଟିମର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୪୪.୪ ଓଭରରେ ୨୧୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୩୩.୧ ଓଭରରେ ୨ ୱିକେଟ୍ […]
ଅୱନ୍ତିପୁରା : ଜମ୍ମୁ-କଶ୍ମୀରର ଅୱନ୍ତିପୁରାରେ ଆଜି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୨ ଜଣ ସଦସ୍ୟ ନିହତ ହୋଇଛନ୍ତି। ପୁଲୱାମାର ଅୱନ୍ତିପୁରାରେ ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗତକାଲି ରାତିରୁ ହିଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀ ଲୁଚି ଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ପହଞ୍ଚିବା କ୍ଷଣି ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ […]
ନୂଆଦିଲ୍ଲୀ: ଯେ କୌଣସି ଉପାୟରେ ହେଉ ପଛେ କର୍ଣ୍ଣାଟକରେ ବିଜେପିକୁ ଘେରିବାକୁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ଯେଉଁ ଫର୍ମୁଲାରେ ବିଜେପି କର୍ଣ୍ଣାଟକରେ ସରକାର ଗଢ଼ିଲା, ସେହି ଫର୍ମୁଲାରେ ଗୋଆ, ମଣିପୁର ଓ ବିହାରରେ ବି ଲାଗୁ ପାଇଁ କଂଗ୍ରେସ ଦାବି କରିଛି। ୨୦୧୭ ବିଧାନସଭା ନିର୍ବାଚନରେ ୪୦ ଆସନ ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଥିଲା। କିନ୍ତୁ ବିଜେପି ମାତ୍ର ୧୩ଟି ଆସନ ଜିତି ନିଜ ସହଯୋଗୀଙ୍କ ସହ […]