• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

rohit
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା, ରୋହିତ୍ ଆଉଟ୍

ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ରୋହିତଙ୍କ ସହ ଓପନ୍ କରିବାକୁ ଆସିଥିବା ଲୋକେଶ ରାହୁଲ ୬ ରନ୍ କରି ବ୍ୟାଟିଂ […]

eng
ବିଶ୍ୱକପ୍‌ ୨୦୧୯ : ଇଂଲଣ୍ଡକୁ ୨୦ ରନରେ ହରାଇଲା ଶ୍ରୀଲଙ୍କା

ଲିଡ୍ସ: ଲସିଥ୍ ମାଲିଙ୍ଗାଙ୍କ ଘାତକ ବୋଲିଂକୁ ଆଧାର କରି ଶ୍ରୀଲଙ୍କା ଚଳିତ ବିଶ୍ୱକପର ୨୭ତମ ମ୍ୟାଚରେ ଆୟୋଜକ ତଥା ଟାଇଟଲ୍ ଫେଭରିଟ୍ ଇଂଲଣ୍ଡକୁ ୨୦ ରନରେ ହରାଇ ବିପର୍ଯ୍ୟୟ ଘଟାଇଛି। ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଏହି ଲକ୍ଷ୍ୟକୁ ଇଂଲଣ୍ଡ ସହଜରେ ହାସଲ କରିନେବ ବୋଲି ଲାଗୁଥିଲା, କିନ୍ତୁ ଶ୍ରୀଲଙ୍କା ବୋଲରଙ୍କ ଦମଦାର ବୋଲିଂ ଆଗରେ ଘରୋଇ ଟିମ୍ […]

g
ଶନିବାର ଭାରତ-ଆଫଗାନିସ୍ତାନ ମୁକାବିଲା

ସାଉଥାମ୍ପଟନ୍ : ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶନିବାର ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଆହତ ସମସ୍ୟା ସତ୍ତ୍ୱେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ପାଇଁ ଫେଭରିଟ୍। ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି। ଭାରତକୁ ଶୀର୍ଷକ୍ରମ ଲଗାତାର ବିଜୟୀ କରାଇ […]

bus accident
ପାହଡ଼ ଉପରୁ ଖସିଲା ବସ୍ : ୪୨ ମୃତ, ୩୦ରୁ ଅଧିକ ଆହତ

ମନାଲୀ: ହିମାଳଚଳ ପ୍ରଦେଶର କୁଲୁରେ ଆଜି ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଘାଟିରୁ ୨୦୦ ମିଟର ତଳକୁ ଖସିପଡ଼ିବାରୁ ୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ  ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାର ଆଶଙ୍କା ସୃଷ୍ଟି ହୋଇଛି। ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବଞ୍ଜାର ଏସ୍‌ଡିଏମ ଏମ୍‌ଆର ଭରଦ୍ୱାଜ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ […]

cricket
ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ସ୍କୋର କରି ବିଶ୍ୱ ରେକର୍ଡ କଲା ଏହି ଟିମ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ସ୍କୋରର ରେକର୍ଡ ଏବେ ଉଗାଣ୍ଡା ମହିଳା ଟିମ୍ ନାମରେ ହୋଇଛି। ଉଗାଣ୍ଡା ୨୦ ଓଭରରେ ୨ ୱିକେଟ୍ ହରାଇ ୩୧୪ ରନ୍ କରିଛି। ମାଲି ମହିଳା ଟିମ୍ ଟିମ୍ ବିପକ୍ଷରେ ଉଗାଣ୍ଡା ଏହି କାରନାମା କରିଛି। ତେବେ ଉଭୟ ମହିଳା ଓ ପୁରୁଷ ଟି-୨୦ କ୍ରିକେଟରେ ଏହା ସର୍ବୋଚ୍ଚ ସ୍କୋର। ଗୁରୁବାର କିଗାଲି ସିଟିରେ କ୍ୱିବୁକା ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉଗାଣ୍ଡା ଓ ମାଲି ମୁହାଁମୁହିଁ ହୋଇଥିଲେ। ଉଗାଣ୍ଡା […]

yoga
ଆସନ୍ତାକାଲି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ

ରାଞ୍ଚି : ଆସନ୍ତାକାଲି ପଞ୍ଚମ ଆର୍ନ୍ତଜାତିକ ଯୋଗ ଦିବସ। ଯୋଗରେ ଯୋଡ଼ି ହେବ ସାରା ଜଗତ। ଏଥିପାଇଁ ସାରା ଦେଶରେ ଚୁଡାନ୍ତ ହୋଇଛି ପ୍ରସ୍ତୁତି। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଆସନ୍ତାକାଲି ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରାୟ ୩୦ ହଜାର ଲୋକ ମୋଦିଙ୍କ ସହ ଯୋଗ କରିବେ। ମୋଦିଙ୍କ ସମେତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। […]

ls
ଲୋକସଭାରେ ସ୍ଳୋଗାନ୍ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ : ଲୋକସଭାରେ ସ୍ଳୋଗାନ୍ ପ୍ରତିଦ୍ୱନ୍ଦ୍ୱିତା। ନିଜ ନିଜ ଈଶ୍ୱରଙ୍କ ନାଁକୁ ନେଇ ଜପ, ନାରାବାଜି। ସପ୍ତଦଶ ଲୋକସଭା ଆରମ୍ଭରେ ସଦସ୍ୟଙ୍କ ଶପଥପାଠ ବେଳେ ଏଥର ଗୃହରେ ଦେଖିବାକୁ ମିଳିଥିଲା ଏମିତି ବିଚିତ୍ର ଦୃଶ୍ୟ। ଏପରିକି ଶପଥ ପାଠ ଶେଷରେ କେହି କେହି ସଦସ୍ୟ ନିଜ ଦଳର ସୁପ୍ରିମୋଙ୍କ ଜୟଜୟକାର ବି କରିଥିଲେ। ଗଣତନ୍ତ୍ର ମନ୍ଦିରରେ ପ୍ରଥମଥର ପାଇଁ ସଦସ୍ୟଙ୍କ ଶପଥପାଠ ଉତ୍ସବ ବେଳର ଏଭଳି ସ୍ଲୋଗାନ୍ ପ୍ରତିଦ୍ୱନ୍ଦ୍ୱୀତାକୁ ନେଇ ଏବେ ଚର୍ଚ୍ଚା। ଜୟ ଶ୍ରୀରାମ…ଜୟ ମା’ […]

warner
ଅଷ୍ଟ୍ରେଲିଆର ବିଶାଳ ସ୍କୋର ; ଅଷ୍ଟ୍ରେଲିଆ ୩୮୧/୫

ନଟ୍ଟିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଧୂଆଁଧାର ଶତକ ଓ ଉସମାନ୍ ଖୱାଜାଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଚଳିତ ଆଇସିସି ବିଶ୍ୱକପର ବାଂଲାଦେଶ ବିପକ୍ଷ ମ୍ୟାଚରେ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୧ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୮୨ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ୱାର୍ଣ୍ଣର ଓ ଖୱାଜା ଦ୍ୱିତୀୟ ୱିକେଟ୍ ପାଇଁ ୧୯୨ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆକୁ […]