• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

anus choudhry
ଚର୍ଚ୍ଚାରେ ପାକିସ୍ତାନର ଏହି ସୁନ୍ଦରୀ ପୋଲିସ ଅଫିସରଙ୍କ ଫଟୋ

ଲାହୋର: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହୀନା ରବାନିଙ୍କ ପରେ ପାକିସ୍ତାନର ଆଉ ଜଣେ ସୁନ୍ଦରୀ ମହିଳାଙ୍କୁ ନେଇ ଚର୍ଚ୍ଚା I ସେ ହେଉଛନ୍ତି ପାକିସ୍ତାନର ପ୍ରଥମ ମହିଳା ପୋଲିସ ଏସପି ଡା. ଅନୁସ ମାସୁଦ ଚୌଧୁରୀ I ଅନୁସ କେବଳ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି I ପୋଲିସ ଚାକିରି କରିବା ପୂର୍ବରୁ ଅନୁସ ଜଣେ ଡାକ୍ତର ଥିଲେ I ଅନୁସ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ ଓ ସେ ବିଶ୍ୱ […]

ticket-1
ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ସୂଚନା

If a flight is cancelled & it is the airlines’ fault, then the passenger has to be compensated or ticket has to be refunded. If a flight is delayed, the passenger will be compensated in various ways: Jayant Sinha, MoS Aviation. pic.twitter.com/Tm2pZwG90A — ANI (@ANI) 22 May 2018

nipah virus
ନିପା ଭାଇରସ ମୁକାବିଲା: ଶହେ ନୂଆ ନମୁନା ପରୀକ୍ଷଣ ପାଇଁ ପଠାଗଲା

ନୂଆଦିଲ୍ଲୀ: ନିପା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ନିର୍ଦେଶରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ, ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟରୁ ଏକ ଟିମ କୋଝିକୋଡକୁ ଯାଇଛନ୍ତି । ଟିମ ପହଞ୍ଚିବା ପରେ ପ୍ରାୟ ଶହେ ନୂଆ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟକୁ ପଠାଯାଇଛି। ସେପଟେ କେରଳ ମୁଖ୍ୟ ମନ୍ତ୍ରୀ ପି. ବିଜୟନ କହିଛନ୍ତି ଯେ ସ୍ଥିତି ଉପରେ ନଜର ରଖାଯାଇଛି । ଆଉ ଯେପରି […]

flight
ଉଡାଣ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ସେବା ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ। ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଏ ବାବଦରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। If a flight is cancelled & it is the airlines’ fault, […]

Nipah virus
ନିପା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି; ସ୍ପଷ୍ଟ କଲା କେରଳ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ନିପା ଭାଇରସ୍‌ରେ ସଂକ୍ରମିତ ହୋଇ କେରଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ରକ୍ତ ନମୁନା ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ। ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ବୋଲି କେରଳ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଥିଲା। ତେବେ ମୃତ୍ୟୁ ଘଟିଥିବା ଏହି ପରିବାର ଭାଇରସ୍‌ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି ଜଣାପଡ଼ିଛି। ମୃତକ ମାନେ କେରଳର କୋଝିକୋଡ୍ […]

petrol
୯ ଦିନରେ ୯ଥର ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର।  ସାଧାରଣ ଲୋକଙ୍କ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଲଗାତାର ଭାବେ ନବମ ଦିନ ମଧ୍ୟ ବଢିଲା ପେଟ୍ରୋଲ ଦର। ପେଟ୍ରୋଲ ଦର ଆଜି ୩୦ ପଇସା ବଢିଥିବା ବେଳେ ଡିଜେଲ ୨୬ ପଇସା ବଢିଛି।  ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦର ୭୬ ଟଙ୍କା ୮୭ ପଇସା ଓ ଡିଜେଲ ଦର ୬୮ ଟଙ୍କା ୮ ପଇସା ରହିଛି। ସେହିପରି ଦେଶର ବାଣିଜ୍ୟ ନଗରୀ […]

satis lkumar
ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାରେ ପ୍ରଫେସର ସତୀଶ କୁମାର

ହାଇଦ୍ରାବାଦ : ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ। ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ। ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର। ପେସାରେ ଜଣେ ମେକାନିକାଲ ଇଂଜିନିୟର କିନ୍ତୁ ଦୀର୍ଘ ଦିନରୁ ସେ ବ୍ୟବହାର ଅନୁପଯୋଗୀ ହୋଇ ପଡିଥିବା […]

australia beat
ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ : ଇଂଲଣ୍ଡକୁ ୬୪ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଲଣ୍ଡନ : ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ହାଇଭୋଲଟେଜ୍ ମୁକାବିଲାରେ ଅଷ୍ଟ୍ରେଲିଆ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୧୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ହଟାଇ ପ୍ରଥମ ସ୍ଥାନକୁ ଉଠିବା ସହ ପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଇଂଲଣ୍ଡର ସେମିଫାଇନାଲ୍ ଆଶା କ୍ଷୀଣ ହେବାରେ ଲାଗିଛି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ […]

train-1
ଟ୍ରେନ୍‌ରେ ମିଳିବ ଭଲ ଖାଦ୍ୟ, ନୂଆ ତରିକା ଆପଣେଇବ IRCTC

ନୂଆ ଦିଲ୍ଲୀ : ରେଲୱେରେ ପ୍ରତିଦିନ ୨କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଲୋକ ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ଦିଆ ଯାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି, ଯାହାର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସେ। ଆଉ ମଧ୍ୟ ଲୋକେ କ୍ୟାଟରିଂ ଷ୍ଟାଫ୍‌ଙ୍କ ବ୍ୟବହାରକୁ ନାପସନ୍ଦ କରନ୍ତି। ଟ୍ରେନ୍‌ରେ ଦୂର ସ୍ଥାନକୁ ଯାତ୍ରା ପୂର୍ବରୁ ଏହି ସମସ୍ୟାରେ ପଡିଥାନ୍ତି ଲୋକେ। ଏବେ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ରେଲୱେ କ୍ୟାଟରିଂ […]

modi-sarangi
ପ୍ରତାପ ଷଡ଼ଙ୍ଗୀ ଯେଭଳି ପ୍ରସ୍ତୁତ ହୋଇଥିଲେ ଏବଂ ଉପସ୍ଥାପନ କଲେ, ମୁଁ ନ କହିଥିଲେ ମଧ୍ୟ ଚଳିଥାନ୍ତା : ମୋଦି

ନୂଆଦିଲ୍ଲୀ: ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଗତକାଲି ‘ଧନ୍ୟବାଦ ପ୍ରସ୍ତାବ’ ଆଗତ କରିଥିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଜି ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ, “ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା, ସଂସଦକୁ ପ୍ରଥମ ଥର ଆସିଥିବା ପ୍ରତାପ ଷଡ଼ଙ୍ଗୀ ତାଙ୍କ ଭାଷଣ ପାଇଁ ଯେଭଳି ଭାବରେ ନିଜକୁ […]

selfie
ବିପଦ ଜନକ ସ୍ଥାନରେ ସେଲ୍‌ଫି ନେବା କାଳ ହେଲା

ମେଲବର୍ନ: ଅଷ୍ଟ୍ରେଲିଆରେ ସେଲ୍‌ଫି ନେବା ବେଳେ ଜଣେ ଭାରତୀୟ ଛାତ୍ର ସମୁଦ୍ର ସଂଲଗ୍ନ ଏକ ଛୋଟ ପାହାଡ ଉପରୁ  ଖସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଙ୍କିତ। ସେ ପର୍ଥରେ ପଢୁଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ,ଅଙ୍କିତ ତାଙ୍କର କିଛି ବନ୍ଧୁଙ୍କ ସହ ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଐତିହାସିକ ବନ୍ଦର ତଥା ସହର ଏଲବାନିକୁ ବୁଲିବାକୁ ଯାଇଥିଲେ। ଅଙ୍କିତ ସେଠାରେ ପାହାଡ ଉପରେ ଚଢି ପଛ ପଟରେ ସମୁଦ୍ରକୁ ରଖି ଏକ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିଲେ […]

modi speech
ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇ ଦ୍ୱିତୀୟ ଥର କ୍ଷମତାକୁ ଫେରିଛି ବିଜେପି : ମୋଦି

ନୂଆଦିଲ୍ଲୀ  : ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇ ଦ୍ୱିତୀୟ ଥର କ୍ଷମତାକୁ ଫେରିଛି ବିଜେପି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର  ଉତ୍ତର ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀ ତାଙ୍କ ସରକାରଙ୍କ କାର୍ଯ୍ୟ ପ୍ରଣାଳୀକୁ ଗ୍ରହଣ କରିବା ସହ ଆଉ ଥରେ ବିଜେପିକୁ ୨୦୧୪ଠାରୁ ବି ଅଧିକ ସମର୍ଥନ ଦେଇଥିବା ମୋଦି କହିଛନ୍ତି। ୧୩୦ କୋଟି ଲୋକଙ୍କ ସେବା କରିବା ପାଇଁ ପୁଣି ଥରେ ସୁଯୋଗ ମିଳିବା ସୌଭାଗ୍ୟର କଥା ବୋଲି ମୋଦି […]

tarini-1
ଭାରତ ଫେରିଲା INSV ତାରିଣୀ

ଗୋଆ : ବିଶ୍ୱ ପରିକ୍ରମା ପରେ ଭାରତ ଫେରିଛି ଆଇଏନଏସଭି ତାରିଣୀ। କେବଳ ମହିଳା ଅଧିକାରୀ ମାନଙ୍କୁ ନେଇ ଯାଇଥିବା ଏହି ଜାହାଜ ଆଠ ମାସରୁ ଅଧିକ ସାରା ବିଶ୍ୱରେ ପରିକ୍ରମା କରିଥିଲା। ଆଜି ଏହି ଟିମ୍ ଗୋଆର ପାଣାଜୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ନୌ ସେନା ମୁଖ୍ୟ ସୁନିଲ ଲାନବା ଉପସ୍ଥିତ ରହି ୬ଜଣିଆ ଟିମକୁ ସ୍ୱାଗତ କରିଥିଲେ। ଗତବର୍ଷ ସେପଟେମ୍ବର ୧୦ରେ ଲେଫନାଣ୍ଟ […]

tarini
ଭାରତ ଫେରିଲା ଆଇଏନଏସଭି ତାରିଣୀ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍‌ରେ ଜଣାଇଲେ ସ୍ୱାଗତ ବାର୍ତ୍ତା

#WelcomeHomeTarini Salute to skipper Lieutenant Commander Vartika Joshi and her crew – Lieutenant Commanders Pratibha Jamwal, Swati P and Lieutenants Aishwarya Boddapati, S Vijaya Devi and Payal Gupta on their return from expedition – Navika Sagar Parikrama on 21 May 2018. pic.twitter.com/0Qon0ODE4G — Defence Spokesperson (@SpokespersonMoD) 21 May 2018