ନୂଆଦିଲ୍ଲୀ: ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଏଭଳି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ […]
ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଆୟୋଜକ ଇଂଲଣ୍ଡ ଭଲ ଆରମ୍ଭ କରିଛି । ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ସହ ଇନିଂସ୍ ଓପନ୍ କରିଛନ୍ତି । ଦୁହେଁ ଭଲ ବ୍ୟାଟିଂ କରି ୧୦ ଓଭର ସୁଦ୍ଧା ଦଳକୁ ବିନା କ୍ଷତିରେ ୪୭ ରନରେ ପହଞ୍ଚାଇଛନ୍ତି । ରୟ […]
ନୂଆଦିଲ୍ଲୀ: ଆଇପିଏଲ -୧୧ ଫାଇନାଲ୍ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର। ଗତକାଲି ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ଇଡ଼େନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ଓ୍ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା। ଏହାପରେ ୧୭୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭର୍ରେ ୯ ଓ୍ୱିକେଟ୍ ବିନିମୟରେ ୧୬୧ ରନ୍ […]
ଅଛେ ଦିନର ନାରା ଦେଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଦେଶ ପାଇଁ କଣ କରିଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ବଡ଼ ପ୍ରଶ୍ନ । ୨୦୧୪ ମେ ମାସରେ ଶାସନ ଭାର ଗ୍ରହଣ କରିଥିବା ମୋଦି ସରକାର ପାଳନ କରୁଛନ୍ତି ସଫଳତାର ୪ ବର୍ଷ । ଏହି ଚାରି ବର୍ଷ ମଧ୍ୟରେ କେଉଁ କେଉଁ ପଦେକ୍ଷପ ନେଇ ନରେନ୍ଦ୍ର ମୋଦି ଚର୍ଚ୍ଚାରେ ରହିଛନ୍ତି ସେ ସମ୍ପର୍କରେ ଏକ ଅନୁଶୀଳନ । ବିମୁଦ୍ରାକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛି। କୁମାର ସ୍ୱାମୀଙ୍କୁ ମ୍ୟାଜିକ୍ ନମ୍ବର ୧୧୨ ଆବଶ୍ୟକ ଥିବା ବେଳେ କଂଗ୍ରେସ ମେଣ୍ଟକୁ ମିଶାଇ ତାଙ୍କୁ ୧୧୭ ବିଧାୟକ ସମର୍ଥନ କରିଥିଲେ। ଆସ୍ଥା ଭୋଟ ପୂର୍ବରୁ ବିଜେପି କକ୍ଷ ତ୍ୟାଗ କରିଥିଲା। ୟେଦ୍ୟୁରପ୍ପା କକ୍ଷ ତ୍ୟାଗ ପୂର୍ବରୁ ତାତ୍ସଲ୍ୟ କରି କହିଥିଲେ ଯେ “ ତୁମ ପାଖରେ ବହୁମତ ଅଛି , ଦେଖାଯାଉ କେତେଦିନ ସରକାର ତିଷ୍ଠୁଛି। ସୂଚନାକୁ ଥାଉ କି, ମୁଖ୍ୟମନ୍ତ୍ରୀ ପଦରୁ […]
ନୂଆଦିଲ୍ଲୀ: IPL-11 ଫାଇନାଲରେ ଚେନ୍ନାଇକୁ କିଏ ଭେଟିବ? ସନ୍ରାଇଜର୍ସ ହାଇଦ୍ରାବାଦ ନା କୋଲକାତା ନାଇଟ୍ ରାଇଡର୍ସ। ଏସବୁ ଆଜି ସ୍ପଷ୍ଟ ହୋଇଯିବ। ସନ୍ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର। ଏନେଇ ଉଭୟ ଟିମ୍ ଜୋରଦାର୍ ଅଭ୍ୟାସ ଚଳାଇଛନ୍ତି। ପ୍ରଥମ କ୍ୱାଲିଫାୟରରେ ପରାସ୍ତ ହୋଇଥିବା ହାଇଦ୍ରାବାଦ ଟିମ୍କୁ ଆଉ ଏକ ସୁଯୋଗ ମିଳିଛି ଫାଇନାଲ ଖେଳିବା ପାଇଁ। ଲିଗ୍ ପର୍ଯ୍ୟାୟରେ ଏହି ଟିମ୍ ୧୪ଟି ମ୍ୟାଚ୍ରୁ ୯ଟିରେ ବିଜୟୀ ହୋଇ […]
ଲଣ୍ଡନ: ବିଶ୍ୱକପ୍ରୁ ବିଦା ହେବା ଆଶଙ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ପାକିସ୍ତାନ। ଆଫଗାନିସ୍ତାନ ବିପକ୍ଷ କର ବା ମର ମ୍ୟାଚ୍ରେ ପାକିସ୍ତାନ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ବିଜୟ ହାସଲ କରିଛି। ଆଫ୍ଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍ କରିଥିବା ବେଳେ ପାକିସ୍ତାନ ୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ପାକିସ୍ତାନ ପୂର୍ବପରି ସେମି ଫାଇନାଲ୍ ଖେଳିବା ଦୌଡ଼ରେ ରହିଛି। ଏବେ ପାକିସ୍ତାନ ୮ଟି ମ୍ୟାଚ୍ରୁ ୯ ପଏଣ୍ଟ […]
ନୂଆଦିଲ୍ଲୀ : ବିଗ୍ ବି ଅମିତାଭ ଏକ ଟ୍ୱିଟ୍ ଜରିଆରେ ଆମେ ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ ହୋଇ ରହିଛୁ ବୋଲି କହିଛନ୍ତି। ତେବେ ଏହାକୁ ସେ ଇଂଲିଶ ଷ୍ଟାଇଲ୍ରେ ଜନ୍ମଦିନ ମନାଇବା ପ୍ରସଙ୍ଗରେ କହିଛନ୍ତି। ହାପି ବାର୍ଥ ଡେ ଟୁ ୟୁ ସମ୍ବୋଧନ, ମହମବତୀ ଲଗାଇ କେକ୍ କାଟିବା ପ୍ରଥାକୁ ବିଲକୁଲ ନାପସନ୍ଦ କରିଛନ୍ତି ବିଗ୍ ବି। ଆଜି ଅମିତାଭଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛିା ଇଂରେଜମାନେ ହାପି ବାର୍ଥ ଡେ […]