ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଧିବଦ୍ଧ ଭାବେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି। ୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ନେଇ ଚରମ ନିଷ୍ପତ୍ତି ନେଇଛନ୍ତି ରାହୁଲ ଗାନ୍ଧି। ଗତକାଲି ବରିଷ୍ଠ କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ରାହୁଲ। ତେବେ ତାଙ୍କୁ ସଭାପତି ପଦରେ ରହିବା ନେଇ ବହୁ ନେତା ନିବେଦନ କରିଥିଲେ। ଏସବୁ ପରେ ବି ରାହୁଲ ଆଜି ଇସ୍ତଫା ଦେଇଛନ୍ତି। ଟ୍ୱିଟ୍ରେ ଏନେଇ […]
ଭୁବନେଶ୍ୱର : ଗତମାସରେ ରିଲିଜ୍ ହୋଇଥିଲା ଚକୋଲେଟ୍ ହିରୋ ବାବୁସାନ ଓ ତମନ୍ନାଙ୍କ ଫିଲ୍ମ ‘ଗୋଲ୍ମାଲ୍ ଲଭ୍’। ଫିଲ୍ମଟିକୁ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରିଥିଲେ। ତେବେ ସେମାନଙ୍କର କିଛି ସିକ୍ରେଟ୍ ଆପଣ ଜାଣିଛନ୍ତି କି ? ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ସେମାନଙ୍କର କିଛି ଗୁପ୍ତ କଥାର ଗୁମର ଖୋଲିଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ବାବୁସାନ ଓ ତମନ୍ନାଙ୍କୁ ସେମାନଙ୍କର ତିନୋଟି ଲେଖାଏଁ ସିକ୍ରେଟ୍ କଥା କହିବାକୁ କୁହାଯାଇଥିଲା, ଯେଉଁଗୁଡ଼ିକୁ ସେମାନେ ପୂର୍ବରୁ କେବେ କାହାକୁ କହି […]
ମୁମ୍ୱାଇ : ଟେଲିଭିଜନରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ପ୍ରତି ସପ୍ତାହରେ ନୂଆ ନୂଆ ଚରିତ୍ରଙ୍କୁ ଦେଖିବାକୁ ମିଳିଥାଏ। ଗତ ଶନିବାର ଓ ରବିବାର କପିଲଙ୍କ ଶୋ’କୁ ଦୁଇ ଜଣ ନୂଆ ସଦସ୍ୟ ଏଣ୍ଟ୍ରି କରିଛନ୍ତି। ସେହି ନୂଆ ଦୁଇ ସଦସ୍ୟ ହେଲେ ଚିଙ୍କି ଓ ମିଙ୍କି। ଏଣ୍ଟ୍ରିର ପ୍ରଥମେ ଦିନରେ ହିଁ ଚମତ୍କାର ଅଭିନୟ ପାଇଁ ଶୋ’ର ଜଜ୍ ଅର୍ଚ୍ଚନା ଉଭୟଙ୍କୁ ପ୍ରଶଂସା କରିବା ସହ ଛିଡ଼ା ହୋଇ ତାଳି ମାରିଥିଲେ। ଚିଙ୍କି […]
ବର୍ମିଂହାମ୍: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଭାରତ ପକ୍ଷରୁ […]
ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍-୨୦୧୮ ଚାମ୍ପିଅନ୍ ହୋଇଛି। ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍ରେ ହରାଇ ଫାଇନାଲ୍ ମ୍ୟାଚ ଜିତିଛି। ସେନ୍ ଓ୍ଵାଟ୍ସନ୍ଙ୍କ ବିସ୍ଫୋରକ ଅପରାଜିତ ଶତକ( ୧୧୭ ରନ୍, ୫୭ ବଲ, ୧୧ଟି ଚୌକା, ୮ଟି ଛକା) ବଳରେ ଚେନ୍ନାଇ ସୁପର କିଙ୍ଗସ୍ ରବିବାର ଏକାଦଶ ସଂସ୍କରଣର ଆଇପିଏଲ୍ ମ୍ୟାଚ୍ରେ ୩ୟ ଥର ପାଇଁ ଚମ୍ପିଅନ୍ ହୋଇଛି। ୧୭୯ ରନ୍ ବିଜୟ ଲକ୍ଷ୍ୟ ନେଇ ୧୮.୩ ଓଭରରେ ୨ଟି ଓ୍ଵିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ […]
ବର୍ମିଂହାମ୍: ବାଂଲାଦେଶ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଆଜିର ମ୍ୟାଚ୍ର ମୁଖ୍ୟ ଆକର୍ଷଣ କେବଳ ରୋହିତ ଶର୍ମାଙ୍କ ଶତକ ନଥିଲା, କିଛି ଭାରତୀୟ ଫ୍ୟାନ୍ଙ୍କ ଉତ୍ସାହ ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେପରି ଜଣେ ୮୭ ବର୍ଷ ବୟସ୍କା ମହିଳା ଫ୍ୟାନ୍ ଏବେ ଇଣ୍ଟରନେଟ୍ ‘ଜେଜେମା’ ପାଲଟିଛନ୍ତି। ସେ ଏପରି ଉତ୍ସାହିତ ଥିଲେ ଯେ ଏହି ଦୃଶ୍ୟକୁ ଉତ୍ତୋଳନ କରିଥିବା କ୍ୟାମେରାମ୍ୟାନ୍ଙ୍କୁ ବି ଲୋକେ ଧନ୍ୟବାଦ ଜଣାଇଛନ୍ତି। ଏହି ବୟସ୍କା ମହିଳା ହର୍ଣ୍ଣ ବଜାଇ ସମସ୍ତଙ୍କ […]
ସେ ଭାବର ଠାକୁର । ଭକ୍ତର ଭାବରେ ସେ ବନ୍ଧା। ତାଙ୍କୁ ଯିଏ ସ୍ଥାନ କାଳ ପାତ୍ର ବିଶେଷରେ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି । କେବଳ ହୃଦୟର ଆତୁରତା ହିଁ ଲୋଡ଼ା। ଯେଉଁ ଭକ୍ତିର ଆତୁରତାରେ ସେ ଟାଣି ହୋଇ ଭକ୍ତ ପାଖକୁ ଆସଥାନ୍ତି। ଏଇ ହେଉଛି ରଥଯାତ୍ରା। ମହାପ୍ରଭୁ ଯେଉଁଠି ମନ୍ଦିର ଭିତରେ ରହି ନପାରି ଭକ୍ତକୁ ଦର୍ଶନ ଦେବାକୁ ନିଜେ ବଡ଼ ଦାଣ୍ଡକୁ ଚାଲିଆସନ୍ତି। ଭକ୍ତର ଭକ୍ତିର ରଜ୍ଜୁ ତାଙ୍କୁ […]
ବର୍ମିଂହାମ୍: ଟିମ୍ ଇଣ୍ଡିଆର ହିଟମ୍ୟାନ୍ ରୋହିତ୍ ଶର୍ମା ମଙ୍ଗଳବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରିଛନ୍ତି। ରୋହିତ୍ ବିଶ୍ୱକପର ୪୦ତମ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏବେ ରୋହିତ୍ ଟିମ ଇଣ୍ଡିଆର ନୂଆ ସିକ୍ସର କିଙ୍ଗ୍ ହୋଇଛନ୍ତି। ରୋହିତ୍ ବାଂଲାଦେଶ ବିପକ୍ଷ ମ୍ୟାଚରେ ୯୨ ବଲରେ ୧୦୪ ରନର ଇନିଂସ ମଧ୍ୟରେ ନିଜର ତୃତୀୟ ଛକା ମାରିଥିବା ବେଳେ ଧୋନିଙ୍କ ରେକର୍ଡ […]
କୋଲକାତା: ନବନିର୍ବାଚିତ ଟିଏମ୍ସି ସାଂସଦଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନୁସରତ୍ ‘ସାମଜିକ ଏକତା’ ଏବଂ ‘ଅନ୍ତର୍ଭୁକ୍ତିରଣ’କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ଗ୍ରହଣ କରିଥିବାରୁ ନୁସରତ୍ଙ୍କୁ ଇସ୍କନ୍ ପକ୍ଷରୁ ଧନ୍ୟବାଦ ଦେଇ କୁହାଯାଇଛି, ସେ ଆଗକୁ ଯିବାର ପଥ ପ୍ରଦର୍ଶନ କରିଛନ୍ତି। ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍ସିଅସନେସ୍ (ଇସ୍କନ୍) ପକ୍ଷରୁ ଚଳିତ ବର୍ଷ ୪୮ତମ ରଥଯାତ୍ରା ପାଳିତ ହେଉଛି। ୧୯୭୧ […]
ବର୍ମିଂହାମ୍: ଆଇସିସି ବିଶ୍ୱକପର ଶୁଭାରମ୍ଭ ହୁଏତ ଧିମା ହୋଇଥିଲା, କିନ୍ତୁ ଏବେ ଟୁର୍ଣ୍ଣାମେଣ୍ଟର ଟପ୍ ଗିୟରରେ ଚାଲିଛି। ଗତ କିଛି ମ୍ୟାଚ୍ ବର୍ଷା ଯୋଗୁ ଧୋଇହୋଇ ଯିବା ପ୍ରଶଂସକଙ୍କୁ ନିରାଶ କରିଥିଲା। କିନ୍ତୁ ଏବେ ପୁଣିଥରେ ପ୍ରଶଂସକଙ୍କ ଭିତରେ ସେଇ ପୁରୁଣା ଜୋଶ୍ ଦେଖିବାକୁ ମିଳିଛି। ବିଶ୍ୱକପ୍ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଏବଂ ଏହା ମଧ୍ୟରେ ଏକ ରେକର୍ଡ ସାମ୍ନାକୁ ଆସିଛି। ଚଳିତ ବିଶ୍ୱକପରେ ଛକାର ସଂଖ୍ୟା ୩୦୦ ଟପିଛି। ମଙ୍ଗଳବାର ଭାରତ ଓ ବାଂଲାଦେଶ […]
ନୂଆଦିଲ୍ଲୀ : ଏନଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ନରେନ୍ଦ୍ର ମୋଦିଙ୍କ ଭେଟି। ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ ସହ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ମୋଦି। ୧୪ ଲେନ୍ ବିଶିଷ୍ଟ ନିର୍ମିତ ହୋଇଛି ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ। ଏହି ଏକ୍ସପ୍ରେସ୍ ୱେର ମାତ୍ର ୨୭.୭୪ କିଲୋମିଟର ରାସ୍ତା ନିର୍ମାଣ ସରିଛି। ପର୍ଯ୍ୟାୟ କ୍ରମେ ଏହି ରାସ୍ତା ନିର୍ମାଣ ହେବ। ୪ଟି ପର୍ଯ୍ୟାୟରେ ଏହି ଏକ୍ସପ୍ରେସ୍ ୱେର କାମ ହେବ। ସେହିପରି ୧୩୫ […]
‘ପାକିଜା’ ଫିଲ୍ମ ଅଭିନେତ୍ରୀ ଗୀତା କପୁରଙ୍କର ୬୭ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି। ଗୀତାଙ୍କ ପିଲାମାନେ ତାଙ୍କୁ ଅଲଗା କରି ଦେଇଥିବାର ରିପୋର୍ଟ ଗତବର୍ଷ ପ୍ରକାଶ ପାଇଥିଲା। ପରେ ତାଙ୍କୁ ଏକ ବୃଦ୍ଧାଶ୍ରମରେ ରଖା ଯାଇଥିଲା। ଶନିବାର ପୂର୍ବାହ୍ନ ୯ଟା ବେଳେ ଏହି ବୃଦ୍ଧାଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ। ଚଳଚ୍ଚିତ୍ର ନିର୍ମାତା ଅଶୋକ ଗୀତାଙ୍କ ମୃତ୍ୟୁ ଖବର ସୂଚନା ଦେଇ କହିଛନ୍ତି, ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା […]
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିବାହର ଏକ ଭିଡ଼ିଓକୁ ନେଇ ଖୁବ୍ ଚର୍ଚ୍ଚା। ଏହାକୁ ନେଇ ଖାଲି ଚର୍ଚ୍ଚା ନୁହେଁ ବରଂ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ। କାରଣ କ’ଣ ଜାଣନ୍ତି କି? ତେବେ ଜାଣନ୍ତୁ ଭିଡ଼ିଓ ଭାଇରାଲର ପ୍ରକୃତ କାରଣ… ଭିଡ଼ିଓ ଭାଇରାଲ ହେବା ପଛରେ ପ୍ରକୃତ କାରଣ ହେଲା ଦୁଲ୍ହନ୍ର ଡ୍ୟାନ୍ସ। ଏହି ଭିଡ଼ିଓରେ ଦୁଲ୍ହନ୍ ସାନ୍ଦାର ଡ଼୍ୟାନ୍ସ କରୁଥିବାବେଳେ ବିଦେଶୀ ଦୁଲ୍ହା ଏହାକୁ ମନଭରି ଉପଭୋଗ କରିବା ସହ ମଜା ମଧ୍ୟ […]
ବର୍ମିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଛି। ଫଳରେ ବାଂଲାଦେଶକୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ୩୧୫ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତର ଦୁଇ ଓପ୍ନର ରୋହିତ୍ ଓ ରାହୁଲ ଦମଦାର ବ୍ୟାଟିଂ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତେବେ ମଧ୍ୟକ୍ରମରେ […]
ମୁମ୍ବାଇ: ଆଜି ଆଇପିଏଲ୍-୧୧ର ଫାଇନାଲ ଟକ୍କର। ସାମ୍ନାସାମ୍ନି ହେବେ ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ରହିଥିବା ଚେନ୍ନାଇ ସୁପରକିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା ହାଇଦ୍ରାବାଦ। ତେବେ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା ସନ୍ରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଗ୍ରାଣ୍ଡ ଫିନାଲ୍ର ଏହି ସିଜିନରେ ଉଭୟ ଦଳ ମଧ୍ୟରେ ୩ଟି […]