• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

odia-lavour
ଓଡ଼ିଶା ଫେରିଲେ ଆନ୍ଧ୍ରରେ କାମ କରୁଥିବା ଓଡ଼ିଆ ହୋଟେଲ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ାରେ କାମ କରୁଥିବା ସାଲେପୁରର କିଛି ଓଡ଼ିଆ ହୋଟେଲ କର୍ମଚାରୀ। ତେବେ କାମ ଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ଏହା ପରେ ସେମାନେ ସେମାନେ ଓ଼ଡ଼ିଶା ଅଭିମୁଖେ ବାହାରିଥିଲେ। ଗତ ୨୫ ତାରିଖରେ ଆନ୍ଧ୍ର ପୋଲିସ ସେମାନଙ୍କୁ ଧରି ନେଇ ୧୦ ଦିନ ପାଇଁ କ୍ୱାରେଣ୍ଟିନ୍‌ରେ ରଖିଥିଲେ। ଏହାପରେ ସେମାନଙ୍କୁ ଓଡ଼ିଶା ଫେରାଇବାର ବ୍ୟବସ୍ଥା କରିଥିଲା ପୋଲିସ। ଆଜି ସେମାନଙ୍କୁ ଭୁବନେଶ୍ୱର ସହିଦ ନଗର ଥାନାରେ […]

  • Wednesday, 14 July 2021
bisodhan222
ସିଲ୍ ପରେ ବମିଖାଲ୍‌ ହେଲା ବିଶୋଧନ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଏକା ଥରକେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଏହି ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ଅଗ୍ନିଶମ ବାହିନୀ ବମିଖାଲ ଅଞ୍ଚଳକୁ ବିଶୋଧନ କରୁଛି। ସିଲ୍ ହୋଇଥିବା ଏକାମ୍ର ହଲ୍ ପାଖ କାଫେ କଫି ଡେରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡ୍‌ରୁ ଝାରପଡ଼ା ଦୁର୍ଗା ମଣ୍ଡପ ଏବଂ ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌ର […]

  • Wednesday, 14 July 2021
seal
୧୪ ଯାଏଁ ଦାନଗହିର ସଟ୍‌ଡାଉନ୍‌, ବ୍ରହ୍ମବରଦା ସିଲ୍

ପୁରୀ,ଯାଜପୁର: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଦାନଗହିର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇଛି। ପିପିଲି ବ୍ଲକର ଦାନଗହିର ସମେତ ୩ଟି ସ୍ଥାନକୁ ୧୪ଯାଏଁ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ। ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ୍ ଜୋନ୍ ଘୋଷଣା କରାଯିବା ସହ ଏହି ୩ଟି ଅଞ୍ଚଳକୁ ଆଜି ସକାଳ ୭ଟାରୁ ୧୪ ତାରିଖ ମଧ୍ୟରାତ୍ର ଯାଏ ସଟ୍ ଡାଉନ୍ ଘୋଷଣା […]

  • Wednesday, 14 July 2021
naveen
ଡ଼ର ନାହିଁ, ନିଜ ଆଡୁ ଆସି ତଥ୍ୟ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର: ମରକଜ୍ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଲୋକେ ନିଜ ଆଡ଼ୁ ଆସି ତଥ୍ୟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦୪ରେ ତୁରନ୍ତ ଯୋଗାଯୋଗ କରି ୨୪ ଘଣ୍ଟାରେ ଟେଷ୍ଟ କରିବାକୁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଚଳିତ ସପ୍ତାହ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ସଟ୍‌ଡାଉନ୍‌କୁ ମାନିଲେ କରୋନା କଣ୍ଟାକ୍ଟ ଟ୍ରେସିଂ ଭଲ ଭାବରେ କରିହେବ। କୌଣସି ପ୍ରକାରରେ ନଡରି, ନିଜେ ଓ ନିଜ […]

  • Wednesday, 14 July 2021
quiz3
ଲକ୍‌ଡାଉନ୍‌ରେ ଅନ୍‌ଲାଇନ୍‌ ପ୍ରତିଯୋଗିତା, ଘରେ ବସି ଜିତନ୍ତୁ ୧୦୦୦ ଟଙ୍କାର ପୁରସ୍କାର

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଆଉ ବୋର୍‌ ହେବାକୁ ପଡ଼ିବ ନାହିଁ। ଘରେ ବସି କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେଇ ୧ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଘରେ ବସି ମନୋରଞ୍ଜନ ଓ ଟଙ୍କା ରୋଜଗାରର ଏଭଳି ସୁଯୋଗ ଆଣିଛି ପରିବହନ ବିଭାଗ। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅନ୍‌ଲାଇନ୍‌ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସଡକ ସୁରକ୍ଷା ସଂପର୍କିତ କୁଇଜ୍ ଓ ଲର୍ଣ୍ଣର ଲାଇସେନ୍ସ ମକ୍ ଟେଷ୍ଟ୍‌ରେ ଭାଗ ନେଇ ଘରେ ବସି ଏକ ହଜାର ଟଙ୍କାର ପୁରସ୍କାର […]

  • Wednesday, 14 July 2021
violators
ମାନିଲେନି ସଟ୍‌ଡାଉନ୍‌: ୪୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଉଠାଇନେଲା ପୋଲିସ୍‌, ୬୪ ଅଟକ

ଭୁବନେଶ୍ୱର:  ଭୁବନେଶ୍ୱରରେ ସଟ୍‌ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି। ଏହା ସହିତ ୬୪ଜଣ ଅଟକ ଅଛନ୍ତି। ପୋଲିସ ମୁଖ୍ୟ ରାସ୍ତା ସହ ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଘରୁ ବାହାରିଲେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ ବୋଲି  ଭୁବନେଶ୍ୱର ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତି ପୋଲିସ କମିଶନର ଅନୁପ ସାହୁ କହିଛନ୍ତି। କରୋନା ମୁକାବିଲା ପାଇଁ ଗତ […]

  • Wednesday, 14 July 2021
arrested
ନିୟମ ନମାନି ବନ୍ଧାହେଲେ ୯ଜଣ, ଏବେ କ୍ୱାରେଣ୍ଟାଇନ୍‌ରେ ରହିବେ

ଭଦ୍ରକ: ସକାଳ ଆରମ୍ଭ ହେବା ମାତ୍ରେ ହିଁ ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି। ବିନା କାରଣରେ ବାହରେ ବୁଲୁଥିବାରୁ ପୋଲିସ୍ ହାବୁଡରେ ଧରାପଡ଼ି ୯ ଜଣ ବନ୍ଧା ହେବା ସହ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ସଟ୍‌ଡାଉନ୍‌ ହୋଇଥିବା ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ନିୟମ ଖିଲାପ କରି ବାହାରକୁ ବାହାରିଥିବା ଏହି ସମସ୍ତଙ୍କୁ ଜିଲ୍ଲା ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିବା […]

  • Wednesday, 14 July 2021
hitech-medical
ରାଜ୍ୟରେ ଖୋଲିଲା ତୃତୀୟ କୋଭିଡ୍ ହସ୍ପିଟାଲ

ରାଉରକେଲା: ରାଜ୍ୟରେ କରୋନା ସ୍ଥିତି ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରାଯାଉଛି। ରାଜ୍ୟରେ ୨ କୋଭିଡ୍‌ ହସ୍ପିଟାଲ ଖୋଲାଯାଇ ଥିବାବେଳେ ଆଉ ଏକ ହସ୍ପିଟାଲରେ ରାଉଲକେଲାରେ ଖୋଲାଯାଇଛି। ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌। ୨୦୦ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ […]

  • Wednesday, 14 July 2021
shutdown
ସହର ଭିତରକୁ ପଶିବନି ଗାଡ଼ି; ପେଟ୍ରୋଲ ପମ୍ପ ଓ ବ୍ୟାଙ୍କ ରହିବ ବନ୍ଦ

ଭୁବନେଶ୍ୱର: ଗୋଟିଏ ଦିନରେ ଟ୍ୱିନ୍ ସିଟିରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏ ନେଇ ରାଜ୍ୟ ସରକାର ଶଟ୍ ଡାଉନ୍‌ ପରି କଠୋର ପଦକ୍ଷେପ ନେଇଛନ୍ତି। ଉଭୟ ଭୁବନେଶ୍ୱର ଓ କଟକ ମହାନଗର ଅଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠରେ ଥିବା ୧୮ଟି ପଞ୍ଚାୟତରେ ଶଟଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟା ମଧ୍ୟରେ ଉଭୟ କଟକ ଓ ଭୁବନେଶ୍ୱର ସହର […]

  • Wednesday, 14 July 2021
city
୪୮ ଘଣ୍ଟା ପାଇଁ ଏହି ସବୁ ସ୍ଥାନକୁ କରାଯିବ ଶଟ୍‌ ଡାଉନ୍‌

ଭୁବନେଶ୍ୱର:  ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍‌ କରିଛନ୍ତି। ଆଜି  ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଶଟ୍ ଡାଉନ୍‌ କରି ଦିଆଯାଇଛି। ଏହି ସମୟରେ ଲକଡାଉନ୍ ଥିବାବେଳେ ଓଡ଼ିଶା ସରକାର ଆଜି ସନ୍ଧ୍ୟା ୮ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ମହାନଗର ସମେତ ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ୱର ଉପକଣ୍ଠର ୧୮ଟି ପଂଚାୟତରେ ସମ୍ପୂର୍ଣ୍ଣ ବନ୍ଦ […]

  • Wednesday, 14 July 2021
corona-patient
ସମ୍ ଓ ଏମ୍ସ ଯାଇଥିଲେ ପଞ୍ଚମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଓ ସେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା। ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍‌ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ। ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ୍‌ ହସ୍ପିଟାଲ OPD ଯାଇଥିଲେ। ମାର୍ଚ୍ଚ ୨୮ ତାରିଖରେ ଏମ୍‌ସ OPD ଯାଇ ଘରକୁ […]

  • Wednesday, 14 July 2021
naveen
ଘର ଭଡ଼ା ଛାଡ଼ିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍‌ଡାଉନ୍‌ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି।  ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର ଭଡା ନମାଗି ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ପାଇଁ ଘର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ନିଜର ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା […]

  • Wednesday, 14 July 2021
tradition
ଭକ୍ତଙ୍କ ବିନା ସମ୍ପନ୍ନ ହେଲା ରାମମନ୍ଦିରରେ ନୀତିକାନ୍ତି, ଶ୍ରୀଜିଉଙ୍କ ରଥକାଠ ଚିରଟ ନୀତି

ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଲା ପବିତ୍ର ରାମନବମୀ ଉତ୍ସବ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ ହେଲେ ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କେବଳ ମନ୍ଦିରରେ ନୀତିକାନ୍ତି ପାଳିତ ହେଉଥିଲେ ବି ଭକ୍ତଙ୍କ କୋଳାହଳ ଦେଖିବାକୁ ମିଳିନି। ଭୁବନେଶ୍ୱର ରାମ ମନ୍ଦିରରେ ଆଜି ସକାଳୁ ଶୁନଶାନ ପରିବେଶ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯାଇଥିଲା। ସହରର ଅନ୍ୟାନ୍ୟ […]

  • Wednesday, 14 July 2021
rainfall
ଏସବୁ ଜିଲ୍ଲାରେ ବର୍ଷିବ, ତାତିରୁ ଆଶ୍ୱସ୍ତି ମିଳିବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି। ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଇତି ମଧ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗରମରୁ ତ୍ରାହି ପାଇବା ପାଇଁ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, […]

  • Wednesday, 14 July 2021
attack
ଜମିବାଡ଼ି ଲୋଭରେ ସମ୍ପର୍କ ହେଲା ତୁଚ୍ଛ, ଭାଇର ବଂଶ ନିପାତ କଲା ଭାଇ

ସୁନ୍ଦରଗଡ: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ବଡ଼ ଭାଇ ଓ ପୁଅ ଏବଂ ସାନଭାଇର ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା କୁର୍ଡେଗ ଥାନା ମୁହାଡିହି ଗାଁରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଏହି ହଣାକଟା ହୋଇଛି। ଆଜି ସକାଳେ ଜମିଜମା ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର […]

  • Wednesday, 14 July 2021
current
ଛାତରେ ପାଣି ଦେଉଥିଲେ; ହଠାତ୍‌ ୬ଜଣଙ୍କୁ ଲାଗିଲା ବିଦ୍ୟୁତ ଝଟ୍‌କା

କୋରାପୁଟ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସର୍ଗିଗୁଡାରେ। ଆଜି ସର୍ଗିଗୁଡ଼ାରେ ଜଣେ ବ୍ୟକ୍ତି ତାଙ୍କ ନୂଆ ଘର ଛାତରେ ପାଣି ପକାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ଜଣକ ପରେ ଜଣେ ଗୋଟିଏ ପରିବାରର ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ ୬ ଜଣ। ତୁରନ୍ତ ସେମାନଙ୍କୁ ପ୍ରଥମେ ବୋରିଗୁମ୍ମା […]

  • Wednesday, 14 July 2021
nizamuddin
କ୍ୱାରେଣ୍ଟାଇନ୍‌ରେ ରହିଲେ ନିଜାମୁଦ୍ଦିନ୍‌ରୁ ଫେରିଥିବା ୩ ଓଡ଼ିଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନ ପ୍ରସଙ୍ଗରେ ଓଡ଼ିଶା ଲିଙ୍କ୍ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ଜଣଙ୍କ କରୋନାରେ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ, ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସରକାରଙ୍କ କୋଭିଡ୍୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ […]

  • Wednesday, 14 July 2021
street
ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ, ୫୪ ଲକ୍ଷ ବ୍ୟୟ ଆକଳନ

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଖାଇବାକୁ ପାଉନାହାନ୍ତି ପଶୁଜନ୍ତୁ। ଫଳରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି।ଏପରି ଅନେକ ସ୍ଥାନରେ ପଶୁମାନେ ହ୍ରିଂସ ହେଲେଣି। ଏହି ତାଲିକାରେ କୁକୁର ମଧ୍ୟ ଅଛନ୍ତି। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଉପାସରେ ରହୁଛନ୍ତି। ରାଜ୍ୟର ସହାରାଞ୍ଚଳରେ ବସବାସ କରୁଥିବା ଲକ୍ଷେ ୨୦ ହଜାର କୁକୁର ଉପାସରେ ରହୁଛନ୍ତି। ଖାଇବାକୁ ନପାଇ ସେମାନେ ଡହଳ ବିକଳ ହେଉଛନ୍ତି। ତେବେ ଏହି କୁକୁରଗୁଡ଼ିକୁ ମିଳିବ ଖାଦ୍ୟ। […]

  • Wednesday, 14 July 2021
GOVT
୯ତାରିଖ ସୁଦ୍ଧା ସରକାରୀ କର୍ମଚାରୀଙ୍କୁ ମିଳିବ ଦରମା ଓ ପେନସନ୍

ଭୁବନେଶ୍ୱର: ଏପ୍ରିଲ ୯ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀମାନଙ୍କୁ ଦରମା ଓ ପେନସନ ନିଶ୍ଚିତ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା, ସ୍ୱତନ୍ତ୍ର ଓ ସବ-ଟ୍ରେଜେରୀର ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ‘କରୋନା’ ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ନିଜର କର୍ମଚାରୀମାନଙ୍କୁ ଦରମା ଓ ପେନସନ ଦେବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ଆଜି ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ତେଣୁ […]

  • Wednesday, 14 July 2021
jagannath
ମାଚ୍ୟୁରିଟି ଶେଷ ପରେ ଫେରିଲା ଜଗା ଟଙ୍କା

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ବାକି ୧୫୬ କୋଟି ଟଙ୍କା। ପୂର୍ବରୁ ପ୍ରଥମ ଦଫାରେ ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ଟଙ୍କା ଫେରିଥିବା ବେଳେ ଆଜି ଦ୍ୱିତୀୟ ଦଫାରେ ମାଚ୍ୟୁରିଟି ସରିବା ପରେ ବାକି ୧୫୬ କୋଟି ଟଙ୍କା ମଧ୍ୟ ଫେରିଛି। ଏଥିସହ ଶେଷ ତ୍ରୟମାସର ସୁଧ ବାବଦରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ହୋଇଛି। ଦ୍ୱିତୀୟ […]

  • Wednesday, 14 July 2021
dgp
୧୦ ପ୍ରତିଶତ ଭିଲେନ୍‌ଙ୍କୁ ସାବାଡ଼ କର: ପୋଲିସଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ନିୟମକୁ ରାଜ୍ୟର ୯୦ ପ୍ରତିଶତ ଲୋକ ଠିକ୍‌ ମାନୁଛନ୍ତି। କିନ୍ତୁ ବାକି ୧୦ ପ୍ରତିଶତ ଲୋକ ଏହାକୁ ଏତେ ଗୁରୁତ୍ୱର ସହ ନେଇ ନଥିବାରୁ ବାକି ୯୦ ପ୍ରତିଶତ ବିପଦରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସେ ୧୦ ପ୍ରତିଶତଙ୍କୁ ସାବାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ କହିଛନ୍ତି। ଏପର୍ଯ୍ୟନ୍ତ ଲକ୍‌ଡାଉନ୍ ଭାଙ୍ଗିବା ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ କରାଯାଇଥିବାବେଳେ ପ୍ରାୟ ୧୪୦୦ଙ୍କୁ ଗିରଫ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ଏପରି ଆଉ ନକରିବା […]

  • Wednesday, 14 July 2021
corona2
'କରୋନା' ଆକ୍ରାନ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ରାଜ୍ୟର ସମସ୍ତ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି। କରୋନା ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ରହିବା, […]

  • Wednesday, 14 July 2021
sapa
କାମୁଡ଼ି ଥିବା ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଯାଜପୁର: ଯାଜପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାମୁଡ଼ି ଥିବା ବିଷଧର ସାପକୁ ଧରି ଦୁଇ କିଲୋମିଟର ଚାଲି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଘଟଣା ଘଟିଛି ଯାଜପୁର ରୋଡ୍ ବ୍ୟାସ ସରୋବର ମନ୍ଦିର ନିକଟରେ। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ ଜଣେ ଯୁବକ ଆଜି ମନ୍ଦିରରେ ଶୋଇଥିବାବେଳେ, ଏକ ଚନ୍ଦନ ବୋଡ଼ା ସାପ ଆସି ତାଙ୍କ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ତେବେ ଯୁବକ ଜଣକ […]

  • Wednesday, 14 July 2021