• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Cancelation Of Plus II Exams
ଦଶମ ଓ ଦ୍ୱାଦଶରେ ଅଫଲାଇନ୍ ପରୀକ୍ଷାକୁ ନେଇ ତେଜିଲାଣି ଅସନ୍ତୋଷ

ଦଶମ ଓ ଦ୍ୱାଦଶରେ ହେବ ଅଫଲାଇନ୍ ପରୀକ୍ଷା । ଏନେଇ ସଂକେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେପଟେ ପରୀକ୍ଷା କରାଇବା ନିଷ୍ପତ୍ତିକୁ ନେଇ କିନ୍ତୁ ଏବେଠୁ ତେଜିଲାଣି ଅସନ୍ତୋଷ । କିଛି ଛାତ୍ରଛାତ୍ରୀ ଅଫ୍ ଲାଇନ୍ ପରୀକ୍ଷାକୁ ସ୍ୱାଗତ କରିଥିବାବେଳେ ଆଉ କିଛି ଦ୍ୱାଦଶ ଶ୍ରେଣୀ ପିଲା ଫାଇନାଲ୍ ପରୀକ୍ଷା ନକରି କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ମାର୍କ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

୨ ସଉତୁଣୀଙ୍କ ମଧ୍ୟରେ ଲଢେଇ
ସରପଞ୍ଚ ପଦ ପାଇଁ ମୈଦାନରେ ମୁହାଁମୁହିଁ ଦୁଇ ସଉତୁଣୀ !

ଭୋଟ୍ ପାଇଁ ବାଜିରେ ଲାଗିଛି ସମ୍ପର୍କ, ପଞ୍ଚାୟତ ଦଖଲ ପାଇଁ ଝାଳବୁହା ସଂଘର୍ଷ।

Bhadrak College
ଜାଲ୍ ସାର୍ଟିଫିକେଟ ଦେଇଥିବା ପିଲାଙ୍କ ଆଡମିଶନ ରଦ୍ଦ ପାଇଁ ନିର୍ଦ୍ଦେଶ

ଆରଟିଆଇ ତଥ୍ୟରୁ ଏହା ଜଣାପଡ଼ିବା ପରେ, କଲେଜରେ ଛାତ୍ର ଅଶାନ୍ତି ତୀବ୍ର ହୋଇଥିଲା

Loot In Bhubaneswar
ଏଇଟା ରାଜଧାନୀ ନା ଲୁଟେରାଙ୍କ ହବ୍‌

ଲଗାତାର ୫ ଦିନ ଧରି ରାଜଧାନୀର ବିଭିନ୍ନ ଦୋକାନରୁ ଲୁଟି ନେଲେଣି ଲୁଟେରା । କେବେ ମେଡ଼ିସିନ ଦୋକାନ ତ, ଆଉ କେବେ ଗ୍ରୋସେରୀ ଦୋକାନ, ଏଥିପାଇଁ ରାଜଧାନୀର ବ୍ୟବସାୟୀମାନେ ଛାନିଆ ହୋଇପଡିଛନ୍ତି ।

Foggy weather
ସତର୍କ ରୁହ ! ୮ ଜିଲ୍ଲାକୁ ମାଡ଼ି ଆସୁଛି ଘନକୁହୁଡ଼ି

ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ।

ସରପଞ୍ଚଙ୍କ ପୋଡ଼ିଯାଇଥିବା ଘର
ରାଜନୈତିକ ଆକ୍ରୋଶ ରଖି ପୋଡ଼ିଦେଲେ ସରପଞ୍ଚଙ୍କ ଘର

ର୍ନିବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଜୀବନରୁ ମାରି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ

politics
ନିର୍ବାଚନୀ ମୈଦାନରେ ଆଦିବାସୀ ସପ୍ଟୱେର ଇଞ୍ଜିନିୟରିଂ ଛାତ୍ରୀ

ସମିତି ସଭ୍ୟ ପ୍ରାର୍ଥୀ ହେଲେ ସପ୍ଟୱେର ଇଂଜିନିୟର ଛାତ୍ରୀ । ନିଜ ପଞ୍ଚାୟତର ସମସ୍ୟାକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ଜିତିବାକୁ ପ୍ରୟାସ ।

nabarangpur
ନବରଙ୍ଗପୁର ଝିଅକୁ ମିଳିଲା ରାଷ୍ଟ୍ରୀୟ ବାଲ୍ ପୁରସ୍କାର ! କ୍ଷୁଦ୍ର ଗ୍ରହ ସନ୍ଧାନରେ ସଫଳ ହୋଇଥିଲେ ବନିତା

ନବରଙ୍ଗପୁରର ୧୫ ବର୍ଷର ଛାତ୍ରୀ କୁମାରୀ ବନିତା ଦାସଙ୍କୁ ଏହି ପୁରସ୍କାର ମିଳିବ । ଗୋଟିଏ କ୍ଷୁଦ୍ର ଗ୍ରହର ସନ୍ଧାନ କରିଥିବାରୁ ବନିତାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମହାକାଶ ଗବେଷଣାରେ ସେ ଏହି ସଫଳତା ହାସଲ କରିଛନ୍ତି ।

Locals Oppose BJD MLA
ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଧାୟକ ହଟହଟା, ଘେରିଗଲେ ଲୋକେ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଲୋକେ ବିରୋଧ କରିଛନ୍ତି। ଶୁଭ ଦେଇ କାମ କରିବାକୁ ଭୁଲି ଯାଇଥିବାରୁ ବିଧାୟକଙ୍କୁ ପଞ୍ଚାୟତରେ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି।

jaga
ପାର୍କରେ ବୁଲୁଛି, ସାଙ୍ଗସାଥୀଙ୍କ ସହ ମସ୍ତି କରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା

ସାଧାରଣ ଜୀବନ ବିତାଇବ ଜଗା । ଏଥିପାଇଁ ଘର ଲୋକ ଜଗାକୁ ବେଳେବେଳେ ମେଡିକାଲ ବାହାର ଦୁନିଆ ଦେଖାଇବାକୁ ପ୍ରୟାସ କରୁଛନ୍ତି ।

Demand For Veer Surendra Sai's Statue In Parliament Grows
ଅବହେଳିତ ଅବସ୍ଥାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ! ଜୋର ଧରିଲା ରାଜନୀତି

ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଉଭୟ ବିଜେପି ଓ ବିଜେଡି ଏହି ଦାବି ଯଥାର୍ଥ ବୋଲି କହିଛନ୍ତି ।

 Traffic Challan
ଆଶ୍ଚର୍ଯ୍ୟ ! ଗାଡ଼ି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ

ଗାଡି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ। ଗତକାଲି ବ୍ୟକ୍ତି ଜଣକ ଘରେ ଥିବା ବେଳେ ତାଙ୍କ ଗାଡ଼ି ନମ୍ବରରେ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା SMS ଆସିଥିଲା। ଯାହା ଦେଖିବା ପରେ ସେ ତାଜୁବ୍ ହୋଇଯାଇଥିଲେ।

Robbers Posing As Customers Loot Cash From Battery Store In Bhubaneswar
ଲୁଟେରା ହବ୍‌ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର; ସୁଟ୍‌ ବୁଟ୍‌ରେ ଆସିଲେ ଲୁଟି ନେଇ ପଳାଇଲେ

ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଇନଫୋସିଟି ଥାନା ଅ଼ଞ୍ଚଳର ଶିଖରଚଣ୍ଡୀ ବସ୍ତି ନକଟରେ ଥିବା ଏକ ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

Minister Samir Dash
ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ।

Republic Day full dress rehearsal in Bhubaneswar
ରାଜଧାନୀରେ ଜୋରସୋରରେ ଚାଲିଛି ଫୁଲ୍‌ଡ୍ରେସ୍‌ ରିହର୍ସଲ

ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।

Rice Millers
ରାତି ଅଧିଆ ଚାଷୀଙ୍କ ଉପରେ ଚାଲିଛି ଜୁଲମ୍‌ ! ପୁଣି ଥରେ ବଲାଙ୍ଗିର ଜିଲ୍ଲାରେ ମିଲର୍ସଙ୍କ ଦାଦାଗିରି ଅଭିଯୋଗ

ଶୀତୁଆ ରାତିରେ ମିଲର୍ସଙ୍କ ଦାଦାଗିରି । ମାଘମାସର ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି କାରବାର ଚାଲିଛି ।

Omicron Cases In Odisha
ସାବଧାନ ! ଓଡ଼ିଶାରେ ଖୁବ୍‌ ଶୀଘ୍ର ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା

ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Mayurbhanj
ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା : କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ

ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରାଯିବ । ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସରକାରୀ କର୍ମଚାରୀ ।

Rice Meant For Mid Day Meals Stored Illegally In Rented House
ରେଡ୍‌ ବେଳେ ମଧ୍ୟାହ୍ନ ଭୋଜନ ଚାଉଳ ଜବତ, ବେସରକାରୀ କୋଠାରେ ରଖା ଯାଇଥିଲା

ନିର୍ମାଣଧୀନ ବେସରକାରୀ କୋଠାରୁ ୫୬୪ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ ହୋଇଛି। ପ୍ରଶାସନ ପକ୍ଷରୁ ଏହି କୋଠାକୁ ସିଜ୍ କରାଯାଇଛି।

Odisha reports 7291 Covid19 cases in last 24 hours
ରାଜ୍ୟରେ ୨୪ ଘଣ୍ଟାରେ ୭୨୯୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

5 year old allegedly raped
ଶ୍ରୀକ୍ଷେତ୍ରରେ ଲଜ୍ଜା ! ଛାତ ଉପରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ଏକୁଟିଆ ଖେଳୁଥିବା ବେଳେ ୫ ବର୍ଷର ଶିଶୁକନ୍ୟାକୁ ଛାତ ଉପରକୁ ଟେକି ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁରୀ ଟାଉନ୍ ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି।

Odisha Panchayat Polls
କଟିଗଲା ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର

ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ନାମାଙ୍କନ ପତ୍ର ଯାଞ୍ଚ ବେଳେ ମାତ୍ର ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟି ଯାଇଥିବା ସୂଚନା ମିଳିଛି।

Wild Bear Spotted Atop Tree in Nabarangpur
ଗଛ ଉପରେ ଜଙ୍ଗଲି ଭାଲୁ ; ଆତଙ୍କିତ ଅବସ୍ଥାରେ ଗାଁ ଲୋକେ

ଗାଁରେ ଭାଲୁ ଆତଙ୍କ । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି । ଘଟଣାସ୍ଥଳରେ ନବିଭାଗର ଏକ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Rainfall Likely In Odisha
ପୁଣି ଆସୁଛି ବର୍ଷା ! ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କିଛି ଦିନର ପ୍ରବଳ ଶୀତ ପରେ ଏବେ ପୁଣି କୋହଲା ପାଗ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 24 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 24 January 2022