• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Panchayat Election
ପୁରୁଖା ରାଜନେତାଙ୍କୁ ଟକ୍କର ଦେବାକୁ ମୈଦାନରେ ଦିବ୍ୟାଙ୍ଗ

ଦୁର୍ଘଟଣାରେ ହାତ ହରାଇଛନ୍ତି ସତ, ହେଲେ ହରାଇନାହାନ୍ତି ଆତ୍ମବିଶ୍ୱାସ।

Prativa Ray and Baba Balia
ବାବା ବଳିଆ ଓ ପ୍ରତିଭା ରାୟଙ୍କୁ ପଦ୍ମ ପୁରସ୍କାର

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର। ଓଡ଼ିଶାର ୬ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ।

Covid Review
ଓମିକ୍ରନରେ କୋଭିଡ୍ ସରିବନି, ଚତୁର୍ଥ ଲହର ବି ଆସିପାରେ

 କେବଳ ସହର ନୁହେଁ ଗାଁଗହଳିରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି।

Minor Girl Raped
ଦିନକୁ ଦିନ ରାକ୍ଷସ ପାଲଟୁଛି ମଣିଷ; ଚିକେନ୍ ଖାଇବାକୁ ଡାକି ୫ ବର୍ଷର ଶିଶୁକୁ ଦୁଷ୍କର୍ମ

ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସୁଛି । ଆଜି ଦୁଇ ଦୁଇଟି ଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି । ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତ ରବିବାର ଘରକୁ ଚିକେନ ଖାଇବାକୁ ଡାକିନେଇ ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ନେଇ ପୁରୀ ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି ।

ନିଖୋଜ ବିଜେପି ନେତ୍ରୀ
ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସିଙ୍କୁ ଠାବ କଲା ପୋଲିସ

ଗତକାଲିଠାରୁ ରୀନାଙ୍କର କୌଣସି ଖବର ମିଳୁନଥିବା ଅଭିଯୋଗ କରିଛନ୍ତି।

Mimor Girl allegedly Raped
ଦୁଷ୍କର୍ମ କରିଥିବା ଆତ୍ମଘୋଷିତ ବାବା ଗିରଫ

ଜଣେ ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଜଣେ ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ରଫାଦଫା କରିବା ପାଇଁ ଗାଁରେ ଏକ ବୈଠକ ହୋଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଗୋଡାଇଛି ପୋଲିସ୍ ।

Migrant Labourer beaten in chattisgarh
‘ମୋ ଭାଇକୁ ମାର୍‌ପିଟ୍‌ କରୁଛନ୍ତି, ଖାଇବାକୁ ଦେଉ ନାହାନ୍ତି...ତାକୁ ଫେରାଇ ଆଣ’

କାମ ନମିଳିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ମିଳିଲା ନିର୍ଯାତନା। ୪ ଜଣ ସେଠାରୁ ଖସି ପଳାଇ ଆସିଥିବା ବେଳେ ଜଣେ ଫସି ରହିଛନ୍ତି।

Marital Dispute
ପାରିବାରିକ ବିବାଦ ମାମଲା : ତପସ୍ୱିନୀଙ୍କୁ ନୋଟିସ୍ କଲେ ହାଇକୋର୍ଟ

ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି କରିଛନ୍ତି ହାଇକୋର୍ଟ ।

Republic Day Guidelines
ସାଧାରଣତନ୍ତ୍ର ଦିବସ ପାଳନ ପାଇଁ SRC ର ନୂଆ ଗାଇଡଲାଇନ୍

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ନୂଆ ଗାଇଡଲାଇନ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ(SRC) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ।

Odisha Panchayat Elections
ପ୍ରାର୍ଥିପତ୍ର ଦାଖଲ ପାଇଁ ଦ୍ୱିତୀୟ ସୁଯୋଗ

ପଞ୍ଚାୟତ ନିର୍ବାଚନ ଲାଗି ଯେଉଁଠି ପ୍ରାର୍ଥିପତ୍ର କେହି ଦାଖଲ କରି ନାହାନ୍ତି କିମ୍ବା ଯେଉଁ ସ୍ଥାନରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଛି, ସେହି ସ୍ଥାନରେ ଆଉଥରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Odisha Cricketer
ଆଇପିଏଲ ୨୦୨୨ ରେ ସ୍ଥାନ ପାଇବେ ପାଞ୍ଚ ଓଡିଆ କ୍ରିକେଟର

୨୦୨୨ରେ ଖେଳାଯିବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି ପାଞ୍ଚ ଜଣ ଓଡିଆ ଯୁବ ଖେଳାଳି । ଏହି ପାଞ୍ଚ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ଯୁବ ଅଲରାଉଣ୍ଡର ବିକାଶ କୁମାର ରାଉତ । ସେ ପୂର୍ବରୁ ସୟେଦ୍ ମୁସ୍ତାକ ଅଲ୍ଲୀ ଟି-୨୦ ,ବିଜୟ ହଜାରେ ଏକ ଦିବସୀୟରେ ଭଲ ପ୍ରଦର୍ଶନ କରି ସାରିଛନ୍ତି ।

'parijata' odia sweet
ମାତ୍ର ୫ଟି ଜିନିଷରେ ବନାନ୍ତୁ ଓଡ଼ିଆ ଘରର ଏହି ପାରମ୍ପରିକ ମିଠା

ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ପାରିଜାତ’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ ।

police medal
ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି ।

unique marriage
ବର ସାଙ୍ଗେ ଓସ୍ତର ବାହାଘର, ସମୁଦି ହେଲେ ଦୁଇ ସାଙ୍ଗ

ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା। ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ

Brown Sugar Seized
ବିଳମ୍ବିତ ରାତିରେ ଜବତ ହେଲା ୪ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର, ୬୫ ଲକ୍ଷ ଟଙ୍କା

ନୟାଗଡ଼ ଜିଲ୍ଲା ପିଡବ୍ଲୁଡି ଲେନରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ୪ କେଜିରୁ ଅଧିକ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

Drunken Man Sets His Own House On Fire In Odisha ଘରେ ତାଲା ପକାଇ ବାପା ମାଆ ଓ ସ୍ତ୍ରୀକୁ ଜାଳିଦେଲା ଯୁବକ
ଘରେ ତାଲା ପକାଇ ବାପା ମାଆ ଓ ସ୍ତ୍ରୀକୁ ଜାଳିଦେଲା ଯୁବକ

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ନିଜ ଘରେ ନିଜେ ଲଗାଇ ଦେଲା ନିଆଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କୋକ୍ସା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

  • Tuesday, 25 January 2022
  • Odisha
IAS Cadre Rules
ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ପ୍ରସଙ୍ଗ: କେନ୍ଦ୍ର ପ୍ରସ୍ତାବରେ ସହମତି ହେଲାନି ରାଜ୍ୟ

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହି ପ୍ରସ୍ତାବରେ ସହମତି ହୋଇ ନାହାନ୍ତି।  

corona update
ରାଜ୍ୟରେ କମିଛି କରୋନା; ଗୋଟିଏ ଦିନରେ ୫୮୯୧ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

People checking police vehicle
‘ପୋଲିସ୍‌ ଆଗ ନିଜ ଗାଡ଼ିର କାଗଜପତ୍ର ଠିକ୍ କରୁ, ପରେ ଲୋକଙ୍କ ଗାଡି ଚେକିଂ କରିବ’

ପୋଲିସ୍‌ ସମସ୍ତ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ହେଲେ ଲୋକମାନେ ପୋଲିସ ଗାଡିକୁ ଚେକିଂ କଲେ। ଫଳ ହେଲା ଓଲଟା। ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ। 

Woman Accuses Former Minister Jual Oram Of Misbehaviour
‘ସମର୍ଥନ ପାଇଁ ଜୁଏଲ୍‌ ଓରାମ୍‌ଙ୍କୁ ଫୋନ୍‌ କରିଥିଲି, ହେଲେ ସେ ଗାଳିଗୁଲଜ କଲେ’

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍‌ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବିଜେପି ଅଫିସରେ ଜଣେ ଯୁବତୀ ଭଙ୍ଗାରୁଜା କରିଛନ୍ତି।

BWF event will kick off at the Jawaharlal Nehru Indoor Stadium in Cuttack from Today
ଆଜିଠୁ BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’; ବିନା ଦର୍ଶକରେ ହେବ ଟୁର୍ଣ୍ଣାମେଣ୍ଟ

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’ ୨୦୨୨।

Rainfall Alert
ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଆଜି ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 25 January 2022
breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 25 January 2022
ମୋବାଇଲ ଭର୍ତ୍ତି ପେଟି
ଫେରାଇଦେଲେ ୧୦ ଲକ୍ଷ ଟଙ୍କାର ସ୍ମାର୍ଟଫୋନ୍ ଭର୍ତ୍ତି ପେଟି

୧୧ଟି କାର୍ଟୁନ ବା ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ପଡିଥିଲା।