ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ତରଙ୍ଗ ସିନେ ପ୍ରଡକ୍ସନ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛି ଏହାର ନୂଆ ଫିଲ୍ମ ‘ସମାପାଜୁର ରଘୁ’। ଏକ ଭିନ୍ନ ଧରଣରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ତେବେ ଜାଣନ୍ତୁ କେବେ ଓ କେତେବେଳେ ହେବାକୁ ଯାଉଛି ରିଲିଜ୍।
କଟକ ମହାନଦୀ ରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି...
ପ୍ରଚାର ମଇଦାନରେ ନେତା । ଗାଁକୁ ଗାଁ ବୁଲି, ଘରକୁ ଘର ଯାଇ ଭୋଟ୍ ଭିକ୍ଷା କାରୁଛନ୍ତି । ହେଲେ ଯେଉଁ ଗାଁକୁ ବି ନେତା ଯାଉଛନ୍ତି ସେଇଠି କେବଳ ଗୋଟିଏ ଚର୍ଚ୍ଚା ମୋବାଇଲ୍ ନେଟ୍ୱାର୍କ ।
ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା ।
୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।
ରାଜ୍ୟ ରାଜଧାନୀରେ ଲୁଟେରାଙ୍କ ରାଜ୍ ଚାଲିଥିବା ବେଳେ ଟିକିଏ ଅସାବଧାନ ହେଲେ, ଆଖି ପିଛୁଳାକେ ଲୁଟ୍ର ଶିକାର ଭୟ ରହିଛି। ଗଲା କିଛି ଦିନ ଧରି ସ୍ମାର୍ଟସିଟିରେ ସିରିଜ୍ ଲୁଟ୍ ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ଭିନ୍ନ ତରିକାରେ ଲୁଟ୍ର ଆଉ ଏକ କାହାଣୀ।
ଦେଖାଦେଇଛି ସ୍କୁଲ୍ ଖୋଲିବାର ସମ୍ଭାବନା। ଏନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରିକରିବା ସମ୍ଭାବନା ରହିଛି। ତେବେ କେନ୍ଦ୍ରର ଆଡ୍ଭାଇଜରି ଆସିଲେ ମଧ୍ୟ ସ୍କୁଲ୍ ଖୋଲିବେ କି ନାହିଁ ରାଜ୍ୟ ସରକାରମାନେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ନିଜସ୍ୱ ନିଷ୍ପତ୍ତି ନେଇପାରିବେ।
କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର। ଚାଷ ଏଠା ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ହେଲେ ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ଏଠି ସମସ୍ୟାରେ ଚାଷୀ। କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍ ପାଇଁ ହଇରାଣ ହେଉଛନ୍ତି ଚାଷୀ
ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।
୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।
ତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପା ରାଶି ମିଳୁନଥିବା ଅଭିଯୋଗ କରିଛନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଂଜିତ ଦାସ ।
ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ। କହିଲେ, ଓଡ଼ିଆ ଚାହାଁନ୍ତି ପରିବର୍ତ୍ତନ
ପ୍ରାର୍ଥୀ ଆସିଲେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ‘କୁହ ୫ ବର୍ଷରେ ଆମ ପାଇଁ କଣ କରିଛ ? ଯାହା ଆଶା ଦେଖାଇଥିଲ ତାହା ପୂରଣ କରିଛ କି ? ଏଭଳି କିଛି ସିଧାସଳଖ ପ୍ରଶ୍ନ କରି ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଘାଇଲା କରୁଛନ୍ତି ମହିଳା ।
ସ୍କୁଲର ମୁଖ୍ୟ ଫାଟକଠାରୁ ଆରମ୍ଭକରି ସ୍କୁଲକୁ ସବୁଜ ବନାନୀରେ ପରିପୂର୍ଣ୍ଣ କରିଛନ୍ତି । କେବଳ ସବୁଜ ବନାନୀ କାହିଁକି ସ୍ମାର୍ଟ କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ୩୫ ପ୍ରକାରର ଫୁଲଗଛ ଓ ୩୫ ପ୍ରକାରର ଔଷଧ ଗଛ ମଧ୍ୟ ଲଗାଇଛନ୍ତି ।
ଫୁଲବାଣୀ ଓ କେନ୍ଦୁଝରରେ ୮ ଡିଗ୍ରୀ, ସୋନପୁର, ଝାରସୁଗୁଡା, ବୌଦ୍ଧ ଓ ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, କୋରାପୁଟ ଓ ନୟାଗଡ଼ରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।
ମାତ୍ର କିଛି ଘଣ୍ଟା ତଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଫେସ୍ବୁକ୍ ପୋଷ୍ଟକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଏକ ନିଛାଟିଆ ରାସ୍ତାରେ ଏକୁଟିଆ ହସି ହସି ବାଟ ଚାଲୁଥିବାର ଏକ ଭିଡିଓ ଫୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀ କ୍ୟାପସନ୍ରେ ଲେଖିଛନ୍ତି.
ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ହେଲେ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ହେଲେ ତାଙ୍କ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।
ଟ୍ରେଲର ପଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର୍ ହୋଇ ଯାଇ ଥିବାବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।
୫ ବର୍ଷ କ୍ଷମତାରେ ଥାଇ ବି ନିଜ ପାଇଁ କିଛି କରିପାରିଲେନି। ଲୋକଙ୍କ ସେବାରେ ବିତିଗଲା ସମୟ। ଆଉ ଆଜି କ୍ଷମତା ଯିବା ପରେ ବି ସମାନ ସ୍ଥିତି। ଯେତେବେଳେ କ୍ଷମତାରେ ଥିଲେ ସମସ୍ତେ ଆସୁଥିଲେ ଓ ଭଲମନ୍ଦ ପଚାରି ବୁଝୁଥିଲେ।
ଘରୁ ବାହାରିବା ମାତ୍ରେ କାମୁଡ଼ିବା ପାଇଁ ଗୋଡ଼ାଇ ଆସୁଛନ୍ତି ମାଙ୍କଡ଼ । ଯିଏ କୌଣସି କାମରେ ଘରୁ ବାହାରକୁ ଆସୁଛି ସାଙ୍ଗହୋଇ ଅଥବା ହାତରେ ବାଡିଠେଙ୍ଗା ଧରି ପଦାକୁ ଆସୁଛନ୍ତି ।
ଭୁବନେଶ୍ୱରରେ ଚହଳ ପକାଇଥିବା KBN ଗ୍ରୁପ୍ର ମୁଖ୍ୟ ବୁବୁ ଜେନାକୁ ପୋଲିସ୍ ଗିରଫ କରିଛି। ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ବୁବୁ ଆତଙ୍କ ସୃଷ୍ଟି କରିଥିଲା।
ନିର୍ବାଚନ ପୂର୍ବରୁ ମାଡଗୋଳ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତର ସରପଞ୍ଚ ପ୍ରାଥୀ ପ୍ରଶାନ୍ତ ସାମଲଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ୩୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ପ୍ରଶାନ୍ତଙ୍କ ଘର ଆଗରେ ଥିବା ୯ଟି ମୋଟର ସାଇକେଲକୁ ଭାଙ୍ଗିବା ସହ ଘର ଭିତରେ ପଶି ତାଙ୍କ ପରିବାର ଲୋକଙ୍କୁ ମାଡ଼ମାରିଥିଲେ ।
ଦଳ ଏବଂ ଆବର୍ଜନାରେ ଭର୍ତ୍ତି ହେବାରୁ ଲୋକଙ୍କ କାମରେ ଆସିନି ବ୍ରହ୍ମପୁରର ଅନେକ ପୋଖରୀ।