ନିର୍ମାଣର ୨ଦିନ ନହେଉଣୁ ରାସ୍ତାରୁ ଗୋଡ଼ି ଓ ପିଚୁ ଉଠିଯାଉଛି । କାଦାରକୁ ଘଣ୍ଟ ଘୋଡାଉଛି ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ?
ଧରାପଡ଼ିଥିବା ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୧୮ କେଜି ହେବ।
ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି
୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?
ସଂକ୍ରମଣ ଭୟ ଥିବାରୁ ବନ୍ଦ କରିଦେଲେ କ୍ୟାମ୍ପେନ୍ । ରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଡୋର୍ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କରି ଦେଇଛନ୍ତି ।
ଜଣେ କୁବେର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିଶିରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଚଢ଼ାଉରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ୭୩ ଲକ୍ଷ ୮୭ ହଜାର ଟଙ୍କାର ସଂପତ୍ତି ଠାବ ହୋଇଥିବା ସୂଚନା ।
ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?
ଭୋର ପ୍ରାୟ ୪ ଟା । ଅନ୍ଦାର ରାତିକୁ ଘନ କୁହୁଡି । ଚାରିଆଡେ ଶୁନଶାନ ଥିବା ବେଳେ ଖରସ୍ରୋତା ନଦୀର ଗଭୀର ଜଳରେ ଜଣେ ମହିଳା ବୁଡି ଯାଉଥିଲେ। ବଂଚିବା ଲାଗି ବିକଳରେ ଡାକ ଛାଡୁଥିଲେ ମୋତେ ବଂଚାଅ ବଂଚାଅ
ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛି ସିଏ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?
ଝାରସୁଗୁଡ଼ା ଜିଲ୍ଲାରେ ହଇଜା ଆତଙ୍କ ଦେଖା ଦେଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ଘଟି ଥିବାବେଳେ ୯ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସରକାର ନିୟମ କରିଛନ୍ତି, କରୋନା ସମୟରେ ବିବାହ ବ୍ରତ ଆଦି କାର୍ଯ୍ୟକ୍ରମରେ କୌଣସି ପ୍ରକାର ଗହଳି ହୋଇ ପାରିବ ନାହିଁ। ହେଲେ ଏଠି ବୌଦ୍ଧ ଜିଲ୍ଲାରେ ଜଣେ ସରପଞ୍ଚ ତାଙ୍କ ପୁଅ ବାହାଘର କରି ଏମିତି ଡିଜେ ବଜେଇ ଗାଁ ଦାଣ୍ଡ ଦୁଲୁକାଉଛନ୍ତି।
ସ୍ୱାମୀଙ୍କୁ ଭଲ କରିବାକୁ ଅଣ୍ଟା ଭିଡିଛନ୍ତି ସ୍ତ୍ରୀ ବିମଳା । ସ୍ତ୍ରୀ ଧର୍ମ ନିଭାଇବାକୁ ସେ ମାସେ ତଳେ ଆନ୍ଧ୍ରପ୍ରଦେଶ ଦାଦନ ଯାଇଛନ୍ତି । ସାଙ୍ଗରେ ଦୁଇ ପୁଅ ଝିଅକୁ ନେଇ ଯାଇଛନ୍ତି । ଲକ୍ଷେ ଅଛି ଟଙ୍କା ରୋଜଗାର ହେଲେ ସ୍ୱାମୀଙ୍କୁ ଭଲ ଡାକ୍ତରଖାନା ନେଇଯିବେ ।
ରାଜ୍ୟରେ ଏବେ ଓମିକ୍ରନ୍ ସହ ଡେଲ୍ଟା ଭାରିଆଣ୍ଟ୍ ସକ୍ରିୟ ରହିଛି। ଯେହେତୁ ଡେଲ୍ଟା ଭାରିଆଣ୍ଟ ଅଧିକ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଆଖ ପାଖ ଗାଁ କୁ ଆସିଛି ବିଜୁଳି କିନ୍ତୁ ଏହି ଗାଁକୁ ଆସି ପାରିଲାନି ବିଜୁଳି । ସଂଧ୍ୟା ହେଲେ ଡିବିରି, ଲଣ୍ଠନ ଖୋଜାପଡେ ଗାଁରେ । ଆଜିବି ଅନ୍ଧାରର କଷ୍ଟ ଭୋଗୁଛନ୍ତି ଗାଁ ଲୋକେ । ଓଲଟି କିଛି ପରିବାରକୁ ଏକ ବର୍ଷ ତଳେ ସୋଲାର ଲାଇଟ ଦିଆଯାଇଥିଲା ହେଲେ ୪/୫ମାସ ପରେ ସବୁ ଅଚଳ ହୋଇ ପଡିଛି ।
ଆପଣ ଛତୁରେ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରି ଖାଇଥିବେ । ଆପଣ କେବେ ଛତୁ ପତ୍ର ପୋଡ଼ା ରେସିପି ଖାଇଛନ୍ତି କି । ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘ଛତୁ ପତ୍ର ପୋଡ଼ା’ ।
ଭକୁଆ ବନିଗଲା ଚୋର । ମୋବାଇଲ୍ ଭାବି ଦୋକାନାରେ ଥିବା ସ୍ୱାଇପ୍ ମେସିନ୍କୁ ଚୋରି କରିନେଇଗଲା ।
ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଥରାଇବ ଜାଡ଼। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ପୁଷ୍ପା ହଉ କି ପୁଷ୍ପରାଜ। ବିନା ହେଲ୍ମେଟ୍ରେ ସମସ୍ତଙ୍କ ଚାଲାଣ କଟିବ। ଏମିତି କିଛି ଅଭିନବ ଢଙ୍ଗରେ କୁହାଯାଇ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶାରେ ଗୋଟିଏ ଦିନରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସ୍ରେ ଆଉ ୧୫ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଛି ।
ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୨୨ ମସିହା, ଜାନୁଆରୀ ମାସ ୨୯ ତାରିଖ, ଶନିବାର, ମକର ୧୬ ଦିନ, ମାଘମାସ, କୃଷ୍ଣପକ୍ଷ, ଦ୍ୱାଦଶୀତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଫେବ୍ରୁଆରୀ ୫ ତାରିଖରେ ଓଜେଇଇ ମୁଖ୍ୟାଳୟରେ ନାମ ଲେଖାଇବେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍ରେ ଫେବ୍ରୁଆରୀ ୧୧ରେ ତାଲିକା ପ୍ରକାଶ ପାଇବ ।
ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ଡୁପ୍ଲିକେଟ୍ ଆଧାର କାର୍ଡ କରି ବିକୁଛନ୍ତି ଜମି । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।