• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Panchayat Election
ମାଛ ଚିହ୍ନରେ ଠିଆ ହୋଇଥିବାରୁ ମାଛ ଧରି ଭୋଟ ମାଗିଲେ ପ୍ରାର୍ଥୀ

ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି।

panchayat Election
ବିନା ଲଢେଇରେ ୱାର୍ଡମେମ୍ୱର ହେଲେ ୮ ସନ୍ତାନର ଜନକ !

ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ଉଠୁଛି ପ୍ରଶ୍ନ। 

Loot From Jewellery Shop In Baripada
ନାଇଟ୍‌ କର୍ଫ୍ୟୁର ଫାଇଦା ଉଠାଇଲେ ଲୁଟେରା: ଗୋଟିଏ ରାତିରେ ସୁନା ଦୋକାନରେ କଳା କନା ବୁଲାଇଲେ

ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍‌ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି।

Model Priyanka Nanda To Contest Election For Sarpanch Post
ଗାଁ ଦାଣ୍ଡରେ ଗ୍ଲାମର ଛୁଙ୍କ: ମାଛ ଚିହ୍ନରେ ନିର୍ବାଚନ ମୈଦାନରେ ମଡେଲ୍‌ ପ୍ରିୟଙ୍କା

ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।

Mahatma Gandhi's death anniversary
ମହାତ୍ମା ଗାନ୍ଧିଙ୍କ ୭୪ତମ ତିରୋଧାନ ଦିବସ, ଉନ୍ମୋଚିତ ହେଲା ପୁସ୍ତକ

ସେ ଥିଲେ ଜାତିର ପିତା, ମହାତ୍ମା, ଆଉ କାହା ପାଇଁ ବାପୁ ମଧ୍ୟ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ନାୟକ, ଅହିଂସାର ପୁରଧା । ମୋହନ ଦାସ କରମଚାନ୍ଦ ଗାନ୍ଧି ଅବା ମହାତ୍ମା ଗାନ୍ଧିଙ୍କ ଆଜି ୭୪ତମ ତିରୋଧାନ ଦିବସ । ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଗାନ୍ଧୀଙ୍କ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ ହୋଇଛି ।

Disputed Lingaraj Temple Land In Bhubaneswar
ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ ସ୍ଥଳକୁ ଯାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିର୍ମାଣ କାମ ବନ୍ଦ କରାଇଛି। ନିର୍ମାଣ କାମରେ ନିୟୋଜିତ କଣ୍ଟେନରକୁ ସିଜ୍ ସହ ଜମି ଉପରେ ନୋଟିସ୍ ଲଗାଯାଇଛି।

Rourkela RSP
ପୁଣି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ମୃତକଙ୍କ ନାଁ ଅମର ପଣ୍ଡା ଓ ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେମାନେ ଗୋମତି କନ୍‌ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ ।

  • Sunday, 30 January 2022
Liquor Shop
ନିର୍ବାଚନ ପୂର୍ବରୁ ମଦ ଦୋକାନ ବନ୍ଦ

ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ଅଭିଯୋଗ କରିହେବ । ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ।

'methi fish curry'
କେବେ ଖାଇନିଥିବେ ମାଛର ଏହି ନିଆରା ରେସିପି

ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ମେଥି ମାଛ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Bhadrak
ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଦିବ୍ୟାଙ୍ଗ ଗର୍ଭବତୀ; ଉଦ୍ଧାର କଲେ ଲୋକେ

ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିଲେ ଦିବ୍ୟାଙ୍ଗ ମହିଳା,ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଲୋକେ । ଏହିପରି ମାନବିକତା ଦେଖାଇବାରୁ ବିଭିନ୍ନ ଦିଗରୁ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଆସୁଛି ।

  • Sunday, 30 January 2022
Nayagarh
ଦୁର୍ଘଟଣାଗ୍ରସ୍ତ ୨ ଜଣ ବ୍ୟକ୍ତିଙ୍କୁ ବଞ୍ଚାଇ ମାନବିକତା ଦେଖାଇଲେ ଉପଜିଲ୍ଲାପାଳ

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ । ଏଭଳି ମଣିଷ ପଣିଆର ଉଦାହରଣ ଦେଇଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ।

Man Threatened To Kill Karanjia Tahsildar
ତହସିଲଦାରଙ୍କୁ ଟାର୍ଗେଟ୍‌, ମିଳିଲା ହତ୍ୟା ଧମକ...

ବେଆଇନ୍‌ ପଥର ଗାଡ଼ିକୁ ଜରିମାନା କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟହାର କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି।

Panchayat Election
ପ୍ରଚାର ବେଳେ BJD ପ୍ରାର୍ଥୀ ବାଣ୍ଟୁଛନ୍ତି ଟଙ୍କା ! ଭାଇରାଲ ହେଉଛି ଭିଡିଓ

ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।

Coronavirus
ଦିନକରେ ଦେଶରେ ୨,୩୪,୨୮୧ ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ୨୪ ଘଣ୍ଟାରେ ବାହାରିଲେ ୪,୮୪୩ ପଜିଟିଭ୍‌

ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି।

Odisha Niyamgiri Panchayat Election
୧୫ ବର୍ଷ ପରେ ହେଉଛି ନିର୍ବାଚନ, ଏକା ଏକା ବୁଲୁଛନ୍ତି ପ୍ରାର୍ଥୀ

ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।

Daily Horoscope 25 Jan 2022
Daily Horoscope 30th Jan 2022: ମେଷ ପାଇଁ ଘାତବାର, ତୁଳା-କୁମ୍ଭ ପାଇଁ ଘାତଚନ୍ଦ୍ର ! ଜାଣନ୍ତୁ ଦିନଟି କେମିତି କଟିବ..

ଜ୍ୟୋତିଷ ବାଣୀ: କନ୍ୟା ରାଶିରେ ଶୁକ୍ର ରହିଲେ ଜାତକ- ଅଳ୍ପଭାଷୀ, ତୀର୍ଥଯାତ୍ରୀ, ସୁଖୀ, ଭୋଗୀ, ଶୁଭ କାମ କରି ପ୍ରଶଂସିତ ହୋଇଥାନ୍ତି । ଶାନ୍ତସ୍ୱଭାବ ଓ ମିଷ୍ଟଭାଷୀ ହୋଇଥାନ୍ତି । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ..  ୧ - ଗୋମାତାଙ୍କୁ ପାଳନ କରନ୍ତୁ ନାହିଁ ବରଂ ଅନ୍ୟର ଗାଇକୁ ଖାଇବାକୁ ଦିଅନ୍ତୁ ।  ୨- ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ ।  ୩- ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ ।  ୪- ଧର୍ମ ପାଳନରେ କୌଣସି ଆପତ୍ତି କରନ୍ତୁ ନାହିଁ । ୫- ତୀର୍ଥଯାତ୍ରାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 30 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 30 January 2022
Delta Variant
ଓଡ଼ିଶାରେ ଏବେ ବି ସକ୍ରିୟ ଡେଲ୍‌ଟା ଭ୍ୟାରିଆଣ୍ଟ: ହାଲୁକା ନନେବାକୁ ପରାମର୍ଶ

ଏପଟେ ଥରକୁ ଥର ରୂପ ବଦଳାଉଥିବା କରୋନାର ୟା ଭିତରେ ସୃଷ୍ଟି ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ। ଯାହାର ନାଁ ନିଓକୋଭ।

Panchayat Election
ଚର୍ଚ୍ଚାରେ ବଲାଙ୍ଗିର ରାଜନୀତି: ଭାଇ-ଭାଇ, ଯାଆ-ଯାଆ ଲଢ଼େଇ

ଏଥର ନିର୍ବାଚନରେ ଖାଲି ନେତାଙ୍କ ପୁଅ-ଝିଅ କି ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ତା ନୁହେଁ ପଞ୍ଚାୟତ ମଇଦାନରେ ରୋଚକ ଫାମିଲି ଫାଇଟ୍ ବି ଦେଖିବାକୁ ମିଳିଛି।

Mediocre waiting for budget
ବଜେଟ୍‌କୁ ଚାହିଁ ରହିଛନ୍ତି କୋଭିଡ୍‌ରେ ହାରି ଯାଇଥିବା ମଣିଷ

ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ସବୁଠାରୁ ଅଧିକ ସମସ୍ୟାରେ ଅଛନ୍ତି ମଧ୍ୟବିତ୍ତ। ଆର୍ଥିକ ସୁଧାର ଓ ନିଯୁକ୍ତିକୁ ଗୁରୁତ୍ୱ ଦେବା ସହ ମହାମାରୀ ଯୋଗୁଁ ଚାପରେ ଥିବା ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ନେଇପାରନ୍ତି ପଦକ୍ଷେପ।

New Born Baby
ଘରେ ଖାଇବାକୁ ନାହିଁ: ଝିଅକୁ ବିକ୍ରି କରିଦେଲା ବାପା

ଏ କେମିତିକା ବାପା? ଘରେ ଖାଇବାକୁ ନଥିବାରୁ ଝିଅକୁ ବିକ୍ରି କରିଦେଲା ବାପା

CHSE
ପିଲା କେମିତି ପାଠ ପଢିବେ ସେ ଦାୟିତ୍ୱ ଶିକ୍ଷକଙ୍କର !

କାହିଁକି ପଢିପାରୁନାହାଁନ୍ତି ପିଲା ସେ ଦାୟିତ୍ୱ ନେବେ ଶିକ୍ଷକ...

jajpur
ବିକାଶ ବାଟ ହୁଡ଼ିଲା କିଏ? ବିନା ନାଉରିଆରେ ଘରୁ ବାହାରି ପାରନ୍ତି ନାହିଁ ଲୋକ

ନେତା ନୁହେଁ ଗାଁ କୁ ସାହା ନାଉରିଆ । ଲୋକଙ୍କୁ ନଦୀ ପାର କରାଇବାକୁ ନାଉରିଆ ତିଆରି କରିଛନ୍ତି ବାଉଁଶ ପୋଲ । ଜାନୁଆରୀରୁ ଜୁନ ମାସ ଯାଏ ବାଉଁଶ ପୋଲ ନିର୍ମାଣ କରୁଥିବା ବେଳେ ଜୁନରୁ ଡିସେମ୍ବର ଯାଏ ଡଙ୍ଗାରେ ନଦୀ ପାର କରାଉଛନ୍ତି...

panchayat poll
ରାଜନୀତି ପାଇଁ ବାଜିରେ ରକ୍ତସମ୍ପର୍କ ! ନିର୍ବାଚନୀ ମୈଦାନରେ ଦୁଇ ଭାଇ

ଚିଲିକା ନିର୍ବାଚନ ମଂଡଳୀ ଚିଲିକା ବ୍ଲକର ଡୁଙ୍ଗମାଳ ପଞ୍ଚାୟତରେ ଦୁଇଭାଇ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଫାଇଟ୍ । ଉଭୟେ ସରପଞ୍ଚ ପ୍ରାର୍ଥୀ ପାଇଁ ଦୁଆର ଦୁଆର ବୁଲି ଭୋଟ ହାତେଇବାକୁ ଆରମ୍ଭ କରିସାରିଲେଣି କସରତ ।

3 From Jamtara Gang Arrested In Bhubaneswar, Crime Branch Briefs Detail
ଭୁବନେଶ୍ୱରରୁ ଗିରଫ ହେଲେ ଜମତରା ଗ୍ୟାଙ୍ଗର ୩ ଠକ

ଗିରଫ ହେଲେ ଜମତରା ଗ୍ୟାଙ୍ଗର ୩ ଠକ । ଭୁବନେଶ୍ୱରରୁ ଏହି ୩ ଠକ ଗିରଫ ଗିରଫ ହୋଇଛନ୍ତି । ଏମାନଙ୍କ କ୍ୱାଲିଫିକେସନ୍ ନବମ ଫେଲ୍ ହେଲେ ଦେଶର ୨୦ଟି ରାଜ୍ୟର ୧୭୧ଟି ସାଇବର ଲୁଟ୍ କରିଛନ୍ତି । ଭୁବନେଶ୍ୱର ରସୁଲଗଡ଼ ପାଖରୁ ୩ ଜଣ ଝାଡ଼ଖଣ୍ଡି ସାଇବର ଲୁଟେରା ଧରାପଡ଼ିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ନିକଟରୁ ୧୧ଟି ମୋବାଇଲ, ୨ଟି ଲାପଟପ୍, ଗୋଟିଏ ଟ୍ୟାବ, ୩୩ ଟି ସିମ୍ ଜବତ ହୋଇଛି ।