ଦେବଗଡ଼ ଜିଲ୍ଲା ପାଇଁ ରାସ୍ତା, ନେଟ୍ଓ୍ୱର୍କ ଓ ରେଳପଥ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।
ସମସ୍ୟା ପିଛା ଛାଡୁ ନଥିବା ଜିଲ୍ଲାଟିଏ ନୂଆପଡ଼ା ପଞ୍ଚାୟତ ଭୋଟକୁ ପ୍ରଭାବିତ କଲାଭଳି ଏଠି ଅନେକ ପ୍ରସଙ୍ଗ । ରାସ୍ତାଘାଟଠୁ ସ୍ୱାସ୍ଥ୍ୟ, ପିଇବା ପାଣି, ଦାଦନ ଏମିତି କେତେ କଣ ? ଏଥର ପଞ୍ଚାୟତ ନିର୍ବାଚନରେ ସେଇ ସବୁ ସମସ୍ୟାକୁ ମାଳ କରି ପିନ୍ଧିଛନ୍ତି ନୂଆପଡ଼ା ବାସିନ୍ଦା, ପୁଣି ପ୍ରତିଶ୍ରୁତିର ପଶରା ଧରି ଭୋଟରଙ୍କୁ ଭଳେଇବା ଚେଷ୍ଟାରେ ନେତା ।
ଯନ୍ତାରେ ପଡିଲେ ୨ ଭାଲୁ ଛୁଆ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ରାସ୍ତାର ଏକ କଲଭର୍ଟ ତଳେ ପକାଯାଇଥିବା ଯନ୍ତାରେ ଫସିଲା ଆଉ ଗୋଟିଏ ଭାଲୁ ଛୁଆ । ମାଆ ଭାଲୁକୁ ଧରିବା ଲାଗି ବନ ବିଭାଗ ଦ୍ୱାରା ଏହି ଯନ୍ତ୍ରା ପକାଯାଇଥିଲା ।
ସହରରେ ହାତୀ ଆତଙ୍କ । ଢ଼େଙ୍କାନାଳ ସହର ଭିତରେ ଗୋଠଛଡା ଦନ୍ତା ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଢେଙ୍କାନାଳ ଭଗବାନପୁର ନିକଟରେ କପିଳାସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାତୀଟି ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇଥିବା ସୂଚନା ମିଳିଛି ।
ଗ୍ରହ ପୂଜା ଆଳରେ ଲୁଟ୍ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ ମାଲକାନଗିରି ଜେଲ୍ ଲାଇନ୍ରେ ରହୁଥିବା ଶ୍ରୀଧର ପଟ୍ଟନାୟକ ଗ୍ରହ ପୂଜା ପାଇଁ ଦୁଇ ପୂଜକଙ୍କୁ ଡକାଇଥିଲେ ।
ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ବର୍ଷା ସହ ଘଡଘଡି ହୋଇପାରେ । ୪ ତାରିଖରେ ବର୍ଷା ଟିକେ ବଢିବ ବୋଲି ଜଣାପଡ଼ିଛି ।
ସଂସାର ଭାସିଗଲା, ଆଖିରେ ଲୁହ , ହେଲେ ଆଜି ବି ସୋନାଲିର ଭଲ ଚାହୁଁଛନ୍ତି । ତାକୁ ରକ୍ଷା କରିଦିଆଯାଉ ! ପୁଅର ମୃତ୍ୟୁ ପରେ ବି ଜଣେ ଝିଅ ନଷ୍ଟ କରିବିନି ବୋଲି ସେ କହିଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସ୍ପିଡ୍ ଇଣ୍ଟରନେଟ୍ ପାଇବାକୁ ମୋବାଇଲ୍ରେ 5G ନେଟଓ୍ୱର୍କ ପାଇଁ ବି ବେଶୀ ଅପେକ୍ଷା କରିବାକୁ ପଡ଼ିବନି ଦେଶବାସୀଙ୍କୁ।
ପୁଅର ଆତ୍ମହତ୍ୟା ଖବର ଜାଣିବା ପରେ ସୋନାଲି ମୋତେ ୩୬ ଥର କଲ୍ କରିଛି
୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ।
ଓଡ଼ିଶାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ଭଳି ନାର୍ଯ୍ୟ ଦାବିକୁ ଅବେହଳା କରାଯାଇଥିବା ନବୀନ ପ୍ରତିକ୍ରୟା ରଖିଛନ୍ତି।
ବିବାହ ପୂର୍ବରୁ ଚାଲିଗଲା ଜୀବନ । ଗାଁରେ ଶୋକର ଛାୟା ।
ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ।
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆକ୍ରମଣ ଅଭିଯୋଗ ମାମଲାର ପୋଲିସ୍ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ବାରିପଦା ଅଫିସକୁ ଯାଇ ପୋଲିସ ତଦନ୍ତ କରିଛି।
ଆପଣ ଆଗରୁ ଛତୁର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚଟ୍ପଟା ମସ୍ରୁମ୍’ ।
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ।
ସ୍ତ୍ରୀଙ୍କ ପାଖକୁ ଶେଷ ଚିଠି ଲେଖି ଘରୁ ପଳେଇ ଯାଇଥିଲେ। କହିଥିଲେ, ମୋର ଭଲ ନହେଲା ପରି ରୋଗଟିଏ ହେଇଛି। ଆଉ ଭଲ ହେଇପାରିବ ନାହିଁ। ଗତକାଲି କିନ୍ତୁ ସେ ଘରକୁ ଫେରି ଆସିଛନ୍ତି। ତାଙ୍କର ରୋଗ ହୋଇଛି ବୋଲି ସେ ଭୁଲରେ ଭାବି ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ। ସେ ଘରକୁ ଫେରିବା ପରେ ସମସ୍ତଙ୍କ ମନରେ ଖୁସି ଦେଖାଦେଇଛି।
କୁନିପୁଅ ରାଜଭୀରର ଜୀବନ ବଂଚିବାକୁ ଦରକାର ୧୬ କୋଟି ଟଙ୍କାର ଇଂଜେକସନ। ହାତରେ ଅଛି ମାତ୍ର ୪ ମାସ ସମୟ। ୧୮ ମାସର ପୁଅ ରାଜବୀରର ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ତାଙ୍କ ମାଆ।
ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।
ଖୋଲିଲା ଶ୍ରୀମନ୍ଦିର । ପ୍ରାୟ ୩ ସପ୍ତାହର ବ୍ୟବଧାନ ପରେ ଭକ୍ତଙ୍କ ଲାଗି ଆଜିଠୁ ଖୋଲିଛି ଶ୍ରୀମନ୍ଦିର । କାଳିଆକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ଆସନ୍ତା ୩ ତାରିଖରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ ।