• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

land
ଲିଙ୍ଗରାଜଙ୍କ ୧ ଏକରରୁ ଅଧିକ ଜମି ଉପରେ ଘରୋଇ ମାଲିକାନା, ପଟ୍ଟା କରିଥିବାରୁ ଜମି ଛାଡିବାକୁ ନାରାଜ ସ୍ଥାନୀୟ ଲୋକେ

ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ ।

jharsuguda
ସମସ୍ୟା ହେଉ କି ରାଜନୀତି, ଝାରସୁଗୁଡ଼ାରେ ଏଥର ନିର୍ବାଚନୀ ଅଙ୍କ ଅଲଗା ! ଏଥର କିଏ ମାରିବ ବାଜି ?

ଝାରସୁଗୁଡା କଂଗ୍ରେସର ଗଡ ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ପାଂଚ ପାଂଚ ଥର ଅଧ୍ୟକ୍ଷ ପଦ ହାତେଇଛି କଂଗ୍ରେସ । ହେଲେ ଏବେ ବଦଳିଯାଇଛି ଝାରସୁଗୁଡାର ରାଜନୈତିକ ସମୀକରଣ, ଯାହା ବଳରେ ବଳିୟାନ ହୋଇଥିଲା କଂଗ୍ରେସ, ସେ ଏବେ ବିଜେଡିରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ କରି ନିର୍ବାଚନ ଲଢିଲେ ନବକିଶୋର ଦାସ , ଆଉ ବର୍ତ୍ତମାନ କ୍ୟାବିନେଟ୍ ମିନିଷ୍ଟର

asha
ଦର୍ଶକଙ୍କୁ ତରଙ୍ଗ ଟିଭିର ପ୍ରୀତିଭରା ଭେଟି, ପ୍ରତିଟି ବୋହୂ କ୍ଷେତ୍ରରେ ଘଟୁଥିବା ଘଟଣାକୁ ନେଇ ଆସୁଛି ସୁନ୍ଦର ଧାରାବାହିକ ଆଶା

ଆଶାର କାହାଣୀ ସେହି ଘରଣୀଙ୍କ ପାଇଁ, ଯିଏ ପ୍ରତିଟି ମୂହୁର୍ତ୍ତରେ ଆଶା ଭଳି ସମସ୍ୟାରେ ପଡୁଛନ୍ତି। ତେବେ ଆଗକୁ ଦେଖିବାକୁ ରହିଛି ଆଶା କ’ଣ ହୋଇ ପାରୁଛି ସମସ୍ତଙ୍କ ପାଇଁ ଆଶାର କିରଣ ନା’ ସାରା ଜୀବନ ଏମିତି ଦୁଃଖ କଷ୍ଟ ସହି ରହିବ।

rain
ରାଜ୍ୟରେ ଆଜି ଓ କାଲି ପୁଣି ବର୍ଷା ସମ୍ଭାବନା ! ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ

ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 Election campaign continues to attract voters
ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର

ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର । ଥାଳିରେ ପାନ, ଗୁଆ, ହଳଦୀ ରଖି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଭଲ ପ୍ରାର୍ଥୀ ଚୟନ ପାଇଁ ଶିକ୍ଷା ଦେଉଛନ୍ତି ସରପଞ୍ଚ ଆଶାୟୀ ।

sarapanch candidate
ମାଛକୁଟା ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ନିଖୋଜ, ଗତ ସଂଧ୍ୟାରୁ ଫେରିନଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ

ଅନୁଗୁଳ ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଯାଇଛନ୍ତି ।

today's horoscope
Daily Horoscope 9 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୯ ତାରିଖ, ବୁଧବାର, ମକର, ୨୭ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି,କୃତ୍ତିକା ନକ୍ଷତ୍ର,ବୃଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 09 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 09 February 2022
Khandagiri Mela
ଖଣ୍ଡଗିରିରେ ଡାକ୍ତର ବାବା, ଷ୍ଟାଣ୍ଡିଂ ବାବା, ପାଇଲଟ୍ ବାବା, ରୁଦ୍ରାକ୍ଷ ବାବା

ଖଣ୍ଡଗିରି ମେଳାକୁ କାଶୀ, ଉଜ୍ଜୟିନୀ, ଗୁଜରାଟରୁ ବହୁ ନାଗା ବାବା ଆସିଛନ୍ତି। 

Covid19
ମାର୍ଚ୍ଚରେ ଏଣ୍ଡେମିକ୍‌ ଷ୍ଟେଜ୍‌କୁ ଯିବ ମହାମାରୀ !

ତୃତୀୟ ଲହର କମୁଥିବା ବେଳେ ସଂକ୍ରମଣ ଶେଷ ପର୍ଯ୍ୟାୟରେ ଥିବା ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Election Commision
ମେୟର ପଦ ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ୧୨ ଲକ୍ଷ ଟଙ୍କା

କେଉଁ ପଦ ଲଢିଲେ, କେତେ ଖର୍ଚ୍ଚ କରିପାରିବେ କହିଲେ ରାଜ୍ୟ ନିର୍ବାଚନ କମିଶନ

Panchayat Election
କୋଟିଆରେ ପଞ୍ଚାୟତ ନିର୍ବାଚନ ସରଗରମ: ପ୍ରାର୍ଥୀ ତାଲିକା ସଂଗ୍ରହ କରୁଛି ଆନ୍ଧ୍ର

କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର।

Highest Candidates for ZP
ମାଳ ମାଳ ପ୍ରାର୍ଥୀ, ଲୋକେ ଭୋଟ୍ ଦେବେ କାହାକୁ

ପଦ ଏକ, ପ୍ରାର୍ଥୀ ଅନେକ। କ୍ୟାଣ୍ଡିଡେଟ୍ ମାଳମାଳ, ଭୋଟର ପଡିଛନ୍ତି ଦ୍ୱନ୍ଦ୍ୱରେ। କାହାକୁ ବାଛିବେ ସେନେଇ ଚିନ୍ତା କରି ପାରୁ ନାହାନ୍ତି।

balangia
ନିଜ ନାମରେ ନାହିଁ ଜମି ପଟ୍ଟା, ସରକାରୀ ଯୋଜନାରୁ ବଞ୍ଚିତ ବଲାଙ୍ଗିଆ ଗ୍ରାମବାସୀ

ମୁଲଲାଗି ପେଟ ପୋଷୁଥିବା ଏହି ଲୋକମାନେ ଦୀର୍ଘ ଦଶନ୍ଧି ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ଏମାନଙ୍କୁ ଭୋଟ ପରିଚୟ ପତ୍ର ମିଳିଛି । ଯାହାଫଳରେ ଏମାନେ ଭୋଟ ଦେଇପାରୁଛନ୍ତି ।

Son Kills Father
ବାଇକ୍‌ ପାଇଁ ବାପାର ତଣ୍ଟି କାଟି ଦେଲା ପୁଅ, ଶବ ପୋଡ଼ିବାକୁ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ୍‌

ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ। ବାଇକ ନ ଦେବାରୁ ବାପାର ତଣ୍ଟି କାଟି ପଥରରେ ଛେଚି ହତ୍ୟା କଲା ପୁଅ। ବାପାକୁ ହତ୍ୟା କରି ଶବ ପୋଡ଼ିବାକୁ ଯାଉଥିବା ବେଳେ ମଶାଣିରେ ପୋଲିସ୍‌ ଅଭିଯୁକ୍ତ ପୁଅକୁ ଧରିଲା।

Odisha Government Officials To Study 'Behaviour Management
ଆଚରଣ ଶିଖିବେ ସରକାରୀ ବାବୁ, ଚାକିରି ଆରମ୍ଭରୁ ନେବେ ତାଲିମ

ଆଚରଣ ଶିଖିବେ ସରକାରୀ ବାବୁ। ସାଂସଦ ଓ ବିଧାୟକଙ୍କୁ କିଭଳି ସମ୍ମାନ ଦେଖାଇବେ, ଚାକିରି ଆରମ୍ଭରେ ଦିଆଯିବ ତାଲିମ। ଏଥିପାଇଁ ପ୍ରଶାସନିକ ସେବା ତାଲିମ ଏଜେଣ୍ଡାରେ ସାମିଲ ହେବ ବୁକ୍ ସର୍କୁଲାର-୪୭।

Religious institutions
ଅପେକ୍ଷାର ଅନ୍ତ ! ଆସନ୍ତା ୧୨ତାରିଖରୁ ଭୁବନେଶ୍ୱରରେ ଖୋଲିବ ସବୁ ଧର୍ମାନୁଷ୍ଠାନ

କୋଭିଡ୍ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

OSSTET Exam 2022 to be held tomorrow
ଆସନ୍ତାକାଲି OSSTET ପରୀକ୍ଷା, ୨ଟି ସିଟିଂରେ ହେବ ପରୀକ୍ଷା

ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ OSSTET ବା ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏଥର ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।

panchayat poll
କଳାହାଣ୍ଡିରେ କିଏ ମାରିବ ବାଜି ? ମମିତା ହତ୍ୟା ମାମଲାରା ଚର୍ଚ୍ଚାରେ ଥିବା ଦିବ୍ୟଶଙ୍କରଙ୍କ ଛବି କିଛି ପ୍ରଭାବ ପକାଇବ କି ?

ନିକଟରେ ମମିତା ପ୍ରସଙ୍ଗକୁ ନେଇ ତାତିଥିବା ଏ ଜିଲ୍ଲାରେ ପଂଚାୟତ ଭୋଟ ର ଫଳାଫଳ କଣ ହେବ, ତା ଉପରେ ନେତାଠୁ ଜନତା, ସମସ୍ତଙ୍କ ନଜର । ୨୦୧୭ ପଞ୍ଚାୟତ ପୋଲରେ ୩୬ ରୁ ୩୩ ଆସନ ଜିତି ବିଜେପି କଳାହାଣ୍ଡିରେ ଜିଲ୍ଲା ପରିଷଦ ଗଠନ କରିଥିଲା

corruption & inefficiency
୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । 5ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

BJP Leader Lekhasri Samantsinghar
ପୋଲିସ୍‌ ଉପରେ ଚିଡ଼ିଲେ ଲେଖା,କହିଲେ-‘ବ୍ଲଡ୍‌ ସର୍କୁଲେସନ୍‌ ବନ୍ଦ ହୋଇଗଲାଣି, ନିଶ୍ୱାସ ନେବାକୁ ଦିଅନ୍ତୁ’

ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ୍‌ ଧସ୍ତାଧସ୍ତି ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା।

2  School Teachers Come Up With Innovative Ideas Bridging Digital Divide To Teach Students In Odisha
ଅଭିନବ ଉପାୟରେ ପାଠପଢ଼ା; ବିନା ବିଦ୍ୟୁତ୍ ଓ ଇଣ୍ଟରନେଟ୍‌ରେ ଡିଜିଟାଲ୍‌ ଶିକ୍ଷା

ସାଧନ ନଥାଇ ବି ପିଲାଙ୍କୁ ମିଳିପାରୁଛି ଅନଲାଇନ୍ ଶିକ୍ଷା । ଅନଲାଇନ୍ ଶିକ୍ଷା ପାଇଁ ସବୁପିଲା ସୁବିଧା ପାଇପାରିନଥିବା ବେଳେ ଏଥିଲାଗି ବିକଳ୍ପ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଜଣେ ଶିକ୍ଷକ । ମୋବାଇଲ୍ ଏବଂ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ ଶିକ୍ଷା । ବିଦ୍ୟୁତ୍ ନାହିଁ କି ଇଣ୍ଟରନେଟ୍ ନାହିଁ ତଥାପି ଡିଜିଟାଲ୍‌ ଶିକ୍ଷାଦାନ ଚାଲିଛି ।

Boat Ambulance Rescues 7 Stuck In Reservoir
ହଠାତ୍‌ ଜୋରରେ ବହିଲା ପବନ, ଡଙ୍ଗାରେ ପଶିଗଲା ପାଣି; ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା

ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା। ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ପବନ ବହିବା ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଫଳରେ ଡଙ୍ଗା କିଛି ସମୟ ପାଇଁ ଭାରସାମ୍ୟ ହରାଇଥିଲା।

bjd
ବିଜେଡି ନେତା ଟଙ୍କା ବାଣ୍ଟିବାର ଭିଡିଓ ଭାଇରାଲ୍ ! ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ

ମାଲକାନଗିରି କାଲିମେଳା ବ୍ଲକ ତାଟିଗୁଡ଼ା ଗାଁ ସଭାରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି

Odisha reports 1503 new COVID19 cases
ରାଜ୍ୟରେ ଆଜି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ; ଦିନକରେ ୧୫୦୩ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ଗତ ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ପାଖାପାଖି ୧୫ ଶହ ରହିଛି । ଗତକାଲି ୧୪୯୭ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଆଜି ସାମାନ୍ୟ ବଢ଼ି ୧୫୦୩ରେ ପହଞ୍ଚିଛି ।