ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୂନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।
ଘର ଭିତରୁ ସହକାରୀ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଛନ୍ତି ବାନ୍ଧବୀ। ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା ବର୍ଷାଙ୍କୁ ଇଙ୍ଗିତ କରି ସେ ଫେସବୁକରେ ଏକ ଲେଖା ପୋଷ୍ଟ କରିଥିଲେ।
ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏ ତଥ୍ୟ ପରେ ଜୋର୍ ଧରିଛି ଚର୍ଚ୍ଚା।
ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ କର୍ମୀଙ୍କୁ ବି ଦେଉଛନ୍ତି ଗୁରୁମନ୍ତ୍ର
୧୪ରୁ ସ୍କୁଲ ଖୋଲିଲେ ମଧ୍ୟ ୨୮ରୁ ସ୍କୁଲ ଫିଜିକାଲ କ୍ଲାସ୍ ଆରମ୍ଭ ହେବ ।
ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ ।
ପରିସ୍ଥିତି ଏପରି ହେଲା କି ରଘୁନାଥଙ୍କୁ ପୋଲିସ୍ ସୁରକ୍ଷାରେ ଆଣିବାକୁ ପଡ଼ିଲା।
ଆଜି ବ୍ରହ୍ମପୁର ଫ୍ୟାମିଲି କୋର୍ଟରେ ଡ. ସୁମିତ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ କାଉନସେଲିଂ ତାରିଖ ଥିଲା । ଦୀର୍ଘ ମାସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ସୁମିତ୍ ।
ମା’ବାପା ଚାହାନ୍ତି ମଲା ପରେ ପୁଅ ମୁଖାଗ୍ନି ଦେବ । ଯାହା ଦ୍ୱାରା ତାଙ୍କ ଆତ୍ମା ଶାନ୍ତି ପାଇବ । ହେଲେ ପୁଅ ନିଜ କର୍ତ୍ତବ୍ୟକୁ ଭୁଲିଗଲା, କିନ୍ତୁ ଝିଅମାନେ ନିଜ ନିଜ କର୍ତ୍ତବ୍ୟ କରିଛନ୍ତି ।
ବର୍ଷାଙ୍କୁ ଇଙ୍ଗିତ କରି ଜାଗ୍ରତି ଫେସବୁକରେ ଏକ ଲେଖା ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି ।
ପୌର ନିର୍ବାଚନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ।
ପୁଅ ବାହାଘରରେ ଭୋଜି ଦେବେ ବୋଲି, ପରିବାର ଲୋକେ ଆଗତୁରା ୧୧ଟି ଖାସି କିଣି ରଖିଥିଲେ। ହେଲେ ବାହାଘର ଦିନ ଚୋର ଆସି ୧୦ଟି ଖାସିକୁ ଚୋରେଇ ନେଲେ। ଏବେ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ଘଟିଛି ବଲାଙ୍ଗିରରେ ।
ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ। ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍ସେଲ୍ ମାର୍କେଟ ସ୍ଥାନାନ୍ତରିତ ହେବ।
ଭୁବନେଶ୍ୱରର ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ଥାନାରେ ପହଞ୍ଚି ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ଭିକ୍ଷା କରିଛନ୍ତି। ସୌମ୍ୟଙ୍କ ଆତ୍ମହତ୍ୟାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ କାର୍ଯ୍ୟାନୁଷ୍ଠାନ ଶୂନ୍।
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଭର୍ଚୁଆଲ୍ ରାଲି କରିଛନ୍ତି । ଏହି ପରିପେକ୍ଷୀରେ ନିର୍ବାଚନରେ ବିଜୟୀ ହେବା ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବୈଜୟନ୍ତ ।
ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ୍ ରହିବ। ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ରହିବ। ତେଣୁ ନୂଆ ଭାରିଆଣ୍ଟ୍ ଅଧିକ ଘାତକ ହେବ କି ନାହିଁ ସେଭଳି ତଥ୍ୟ ଏପର୍ଯ୍ୟନ୍ତ ଆସି ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ମାତ୍ର ୩୪ ସେକେଣ୍ଡରେ ଶହେରୁ ଏକ ଯାଏ ଓଲଟା ଗଣନା । ଅନ୍ଲାଇନ୍ରେ ହୋଇଥିବା ଏହି ପ୍ରତିଯୋଗିତାରେ ଅନୁଗୁଳର ୭ ବର୍ଷର ଆଶୀର୍ବାଦ ରେକର୍ଡ କରିଛନ୍ତି । ଏହି ବିସ୍ମୟ ବାଳକଙ୍କୁ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ରେ ସ୍ଥାନ ମିଳିଛି ।
ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ତାୱା ପନୀର’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ରାଜ୍ୟରେ କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ।
ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସରକାରୀ କର୍ମଚାରୀ ମାତିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସି ପୁଣି ୨ ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ଟୁକୁନି ସାହୁ ଓ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ହଟହଟା ହୋଇଛନ୍ତି।
କଟକ କୁମ୍ଭାର ସାହିର ଶିଳ୍ପୀମାନେ ଓଲିଉଡର ମିହିର ଦାସଙ୍କ ପ୍ରତି ଏକ ନିଆରା ଢଙ୍ଗରେ ନିଜର ଭଲ ପାଇବା ପ୍ରଦର୍ଶନ କରିଛନ୍ତି । କଟକର କୁମ୍ଭାର ସାହିର ମୂର୍ତ୍ତିଶାଳାରେ ମିହିର ଦାସଙ୍କର ଏକ ମାଟି ମୂର୍ତ୍ତି ତିଆରି ଚାଲିଛି । ପ୍ରାୟ ୧୦ ଦିନ ହେଲାଣି ଦିନରାତି ଏକ୍ କରି ୧୫ ଜଣ ପୋଖତ ଶିଳ୍ପୀ ଏହି ମୂର୍ତ୍ତିକୁ ତିଆରି କରୁଛନ୍ତି ।