• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

interesting news
ଦୁନିଆର ୪ ଅଜବ ଜୀବ ! ଯେଉଁମାନେ କେବେବି ଶୁଅନ୍ତି ନାହିଁ; ଜାଣନ୍ତୁ...

ଆମ ପୃଥିବୀରେ ଏମିତି ଜୀବ ରହିଛନ୍ତି ଯେଉଁମାନେ କେବେ ଶୁଅନ୍ତି ନାହିଁ । ଅର୍ଥାତ୍‌ ସେମାନଙ୍କୁ କେବେ ନିଦ ହୁଏ ନାହିଁ ।

Gold Price Today
Gold Price Today 11th May 2023: ଉପର ମୁହାଁ ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୨,୧୩୦ ଟଙ୍କା ହୋଇଛି।

Groom hit with slippers by father for demanding bike in dowry
Viral Video: ଯୌତୁକରେ ବାଇକ୍‌ ମାଗିଲା ପୁଅ, ସମସ୍ତଙ୍କ ସାମ୍ନାରେ ଚପଲରେ ପିଟିଲା ବାପା...

ଭିଡିଓରେ ଦେଖିବାକୁ ମିଳିଛି, ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ସର୍ବସମ୍ମୁଖରେ ଚପଲରେ ବରକୁ ପିଟୁଛନ୍ତି। ଏହି ସମୟରେ ଆଉ କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି।

Brahmapur News
ସିସିଟିଭିରେ କଏଦ ହେଲା ବୀଭତ୍ସ ଦୃଶ୍ୟ ! ପ୍ରଥମେ ପିଟିଲେ ଆଉ ବିଚ୍ ରାସ୍ତାରେ ୩ ଜଣଙ୍କୁ ହାଣିଲେ

ଏହି ଘଟଣା ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ଘଟିଛି । ଏହି ଆକ୍ରମଣରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Odisha CM Naveen Patnaik to meet PM Modi in Delhi today
ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ: କ’ଣ ହେବ ଆଲୋଚନା, ସେନେଇ ଚର୍ଚ୍ଚା...

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।

Income Tax dept raids house of former Champua MLA Sanatan Mahakud
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି।  

Former sarpanch allegedly shot dead by Maoists in Kandhamal
ପୁଣି ରକ୍ତମୁଖା ମାଓବାଦୀ: ଘରଠୁ ୨୦୦ ମିଟର ଦୂରରେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ଘରୁ ଡାକି ନେଇ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ମାଓବାଦୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ।

Panchang
Today Panchang 11th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଦେଖି କିଣନ୍ତୁ ନୂତନ ଦ୍ରବ୍ୟ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Cyclone Mocha formed over Southeast Bay of Bengal
ସୃଷ୍ଟି ହେଲା ବାତ୍ୟା 'ମୋକା', ୧୪ରେ କରିବ ଲ୍ୟାଣ୍ଡଫଲ୍‌

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି। ଏହି ବାତ୍ୟାର ନାଁ ‘ମୋକା’ ରଖାଯାଇଛି। ବାତ୍ୟା ‘ମୋକା’ ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ। 

drones deliver blood bags
ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି

ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଚିକିତ୍ସା କ୍ଷେତ୍ରରେ ଏହି ଡ୍ରୋନ୍‌ ଟେକ୍ନୋଲୋଜି ସଫଳ ପ୍ରୟୋଗ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ICMR ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି।

National Technology Day
National Technology Day : ଆଜି ଭାରତ ପାଇଁ ଗର୍ବ ଓ ଗୌରବର ଦିନ, କାହିଁକି…

ପ୍ରତିବର୍ଷ ୧୧ ମେ’ରେ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ପାଳନ କରାଯାଏ। ବିଭିନ୍ନ ଥିମ୍‌କୁ ନେଇ ଏହି ଦିବସ ପାଳିତ ହୁଏ। ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ଚଳିତ ବର୍ଷ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ପାଇଁ କ’ଣ ଥିମ୍ ରହିଛି।

Farmers oppose new norms in paddy procurement in Odisha
ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ନେଇ ଚାଷୀ କୂଳ ଖପ୍ପା

ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ।

Odisha Politics, Naveen Patnaik, BJD
ରାଜନୀତିରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ? ମମତା ଓ ନୀତୀଶଙ୍କୁ ଭେଟିବା ପରେ ବି ନିରବ ନବୀନ

ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି ।

Blood Bank
ବଡ଼ ମେଡ଼ିକାଲରେ ବଡ଼ ସଙ୍କଟ: ଖରା ଦିନେ ରକ୍ତ ଅଭାବ, ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି

ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା  ବି ମହଜୁଦ ରହୁନାହିଁ।

Boat Capsized
ନିଆରା ନାଉରିର କାହାଣୀ ! ନଈରେ ବୁଡ଼ିଲା ଡଙ୍ଗା, ଅନ୍ୟଙ୍କୁ ବଞ୍ଚାଇଲେ ନିଜେ ଜୀବନ ହାରିଲେ

ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ ।

Naxal Operation By SIW
ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଏନକାଉଣ୍ଟର, ଟାପରଙ୍ଗ ଜଙ୍ଗଲରେ ୩ ନକ୍ସଲଙ୍କୁ ଗୁଳି

କଳାହାଣ୍ଡି ପୋଲିସକୁ ଖବର ଦେଇ ନଜର ରଖିଥିଲେ ମାଓବାଦୀଙ୍କ ଉପରେ । ତେବେ ସ୍ପେଶାଲ ଅପରେସନ ଗ୍ରୁପ୍ ବା SOର କମାଣ୍ଡୋ ପହଁଚିବା ପୂର୍ବରୁ ସଉଦା କିଣି ଗାଁରୁ ବାହାରିଯାଉଥିଲେ ମାଓବାଦୀ ।

Odisha Politics, Jharsuguda Bypoll
ବିଧାୟକ ବାଛିଲା ଝାରସୁଗୁଡ଼ା, EVMରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ

ଅପରାହ୍ନ ୫ଟା ସୁଦ୍ଧା ୬୮.୧୨% ମତଦାନ । ସବୁ ବୁଥରେ ୱେବକାଷ୍ଟିଂ, ନଜର ରଖିଲା ଡ୍ରୋନ୍  ।

millet festival organized in bhubaneswar
ନୂଆ ରୂପରେ ଫାଷ୍ଟଫୁଡ୍‌: ଖାଆନ୍ତୁ ମାଣ୍ଡିଆରୁ ତିଆରି ସୁଆଦିଆ ସୁପ୍, ନୁଡୁଲ୍ସ ଓ ଗୁପ୍‌ଚୁପ୍‌

ମାଣ୍ଡିଆ ନାଁ ଶୁଣିଲେ, ମନକୁ ଆସେ, ଏହା ଆଦିବାସୀ ତଥା ଦେଶିଆ ଖାଦ୍ୟ। ହେଲେ ବଦଳିଛି ମାଣ୍ଡିଆ ପରଷିବାର ଢାଞ୍ଚା । ଦେଶୀ ମାଣ୍ଡିଆରେ ଲାଗିଛି ଆଧୁନିକତାର ଛାପ। ରୂପ ନୂଆ, ନାଁ ବି ନୂଆ। ସବୁ ବର୍ଗର ଖାଦ୍ୟପ୍ରେମୀଙ୍କୁ ଆଖି ଆଗରେ ରଖି ମାଣ୍ଡିଆଜାତ ଉତ୍ପାଦରେ ପ୍ରସ୍ତୁତ ହେଉଛି ଫାଷ୍ଟଫୁଡ୍।

 imran khan
ମୋତେ ଦିଆଯାଇପାରେ ସ୍ଲୋ ପଏଜନ୍: ଇମ୍ରାନ

ଗିରଫ ହେବା ପରେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NAB ହାଜତରେ ଇମ୍ରାନଙ୍କ ପ୍ରଥମ ରାତି ଖୁବ୍ କଷ୍ଟରେ ବିତିଛି। ତାଙ୍କୁ ରାତି ସାରା ଶୋଇବାକୁ ନଦେଇ ନିର୍ଯାତନା ଦିଆଯାଇଥିବା ଏବଂ ଜେରା ବେଳେ ଗାଲକୁ ଚାପୁଡ଼ା ଓ ଗୋଡ଼ରେ ଭୀଷଣ ମାଡ଼ ମରାଯାଇଥିବା ଚର୍ଚ୍ଚା ହେଉଛି।

Samajwadi MLA Thrashes BJP Leader's Husband
ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ପ୍ରବଳ ପିଟିଲେ SP ବିଧାୟକ

ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍‌ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା।

Karnatak Exit Polls
ଭୋଟ ଦେବା ପରେ କ’ଣ କହୁଛନ୍ତି କର୍ଣ୍ଣାଟକ ଭୋଟର ? ଜାଣନ୍ତୁ ଏକ୍‌ଜିଟ୍ ପୋଲ..

କର୍ଣ୍ଣାଟକରେ ଏଥର ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Cyber Crime
ଗୋଟିଏ ଲାଇକ୍‌ କରନ୍ତୁ ୫୦ ଟଙ୍କା ପାଆନ୍ତୁ ! ଏମିତି ଜାଲରେ ପଡ଼ି ୩୯ ଲକ୍ଷ ହରାଇଲେ DGM

ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।

Man Faces Trouble As Wife Gets Road Safety Camera Pics Of Him With Woman
ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଖୋଲିଦେଲା ଟ୍ରାଫିକ୍ ଫୋଷ୍ଟ କ୍ୟାମେରା; ତା’ପରେ…

ଟ୍ରାଫିକ୍ ଫୋଷ୍ଟ କ୍ୟାମେରା ଜଣେ ବିବାହିତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ଦ୍ୱାରା ବିବାହିତ ପୁରୁଷମାନଙ୍କର ଚୋରା ପୀରତିର ରହସ୍ୟ ମଧ୍ୟ ଖୋଲିଯାଉଛି। ଆସନ୍ତୁ ପୂରା ଖବର ଉପରେ ନଜର ପକେଇବା।

Patient Killed Doctor In kerla
ଡରିଲେଣି ଡାକ୍ତର ! ରୋଗୀଙ୍କୁ ଚିକିତ୍ସା କରୁଥିଲେ ହାଉସ ସର୍ଜନ, ରାଗିଗଲା ରୋଗୀ...ଭୁଶିଦେଲା କଇଁଚି

ଦୁର୍ଭାଗ୍ୟବଶତଃ ଯେଉଁ ରୋଗୀକୁ ଡାକ୍ତର ନୂଆ ଜୀବନ ଦେଉଥିଲେ, ସେହି ରୋଗୀ ହିଁ ନେଇଗଲା ତାଙ୍କର ଜୀବନ ।

Woman Killed Mother-In-Law, Husband Saw Her Entering Flat In CCTV: Cops
ଶାଶୁର ସେବା କରି ଅତିଷ୍ଟ ହୋଇପଡ଼ିଥିଲା ବୋହୂ ! ତାୱାରେ ପିଟିପିଟି ମାରିଦେଲା...

ଦିଲ୍ଲୀରେ ତାଙ୍କର 1BHK ଫ୍ଲାଟ୍‌ରେ ମାଆଙ୍କୁ ଆଣି ରଖିଲେ । ମାଆଙ୍କୁ ପାଖରେ ରଖି ତାଙ୍କର ଦେଖାଶୁଣା କରିବେ ବୋଲି ସେ ଆଣିଥିଲେ ।