• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Ratha Jatra
ରଥଯାତ୍ରା ଆଗରୁ ସରିବ ତ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ କାମ ?

ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି ।

Budham Saranm Gachhami
ଦିଲ୍ଲୀରେ ‘ବୁଦ୍ଧମ୍‌ ଶରଣଂ ଗଚ୍ଛାମୀ’ ପ୍ରଦର୍ଶନୀ

ବୁଦ୍ଧଙ୍କ ଜୀବନୀ ଉପରେ ସମସ୍ତ ତଥ୍ୟ ସହ କାହାଣୀ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି ।

Imran Khan
ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି; ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକ୍ ସୁପ୍ରିମକୋର୍ଟ।

Pakistan Former PM Imran Khan Arrested
ପାକ୍‌ ସେନାରେ ତେଜିଲାଣି ବିଦ୍ରୋହ, ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ !

ଏହି ଅଭିଯୋଗକୁ ପାକିସ୍ତାନ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନାହିଁ, କିନ୍ତୁ କୁହାଯାଇଛି ଯେ, ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ଅବସର ପ୍ରାପ୍ତ ସେନାଧିକାରୀ ।

Kanhaiya Sharma
୨୫୧ ଟଙ୍କାରେ ଆରମ୍ଭ କରିଥିଲେ ବେପାର, ଏବେ କୋଟିପତି...

ବର୍ତ୍ତମାନ ଯୁଗରେ ବାପାମାଆ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ କହ୍ନେୟା ଶର୍ମା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଜାଣନ୍ତୁ କିଏ ଏହି କହ୍ନେୟା ଶର୍ମା..

Naveen Patnaik Statement After Meet PM Narendra Modi At Delhi
ମୋଦିଙ୍କୁ ଭେଟିବା ପରେ ସ୍ପଷ୍ଟ କଲେ ନବୀନ, କହିଲେ ‘ତୃତୀୟ ସାମ୍ମୁଖ୍ୟରେ ମୁଁ ନାହିଁ’

‘ତୁତୀୟ ସାମ୍ମୁଖ୍ୟରେ ନାହିଁ ବିଜେଡି । ଆଗାମୀ ନିର୍ବାଚନରେ ଏକା ଲଢ଼ିବ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।

'Will contest alone'
୨୦୨୪ ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ବୟାନ; ଏକାକୀ ଲଢ଼ିବ ବିଜେଡି

ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏମତି ଖୁଲମଖୁଲା ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହା ସହ ସେ ଆହୁରି କହିଛନ୍ତି କି, ସର୍ବଦା ଏହା ଆମର ମୁଖ୍ୟ ନୀତି । ତୃତୀୟ ସାମୁଖ୍ୟ ନୀତରେ ଆମେ ନାହୁଁ

CM Naveen Patnaik
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ରାଜନୈତିକ ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲେ..

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha Weather
ଆଗକୁ ଆହୁରି କଲବଲ କରିବ ତାତି; ୪ ଦିନ ସିଝିବ ଓଡ଼ିଶା !

ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

vande bharat express
ଆସନ୍ତା ୧୫ରୁ ଗଡ଼ିପାରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।

Delhi high Court On Teen Age Love
କିଶୋର ଅବସ୍ଥାରେ ପ୍ରେମ କରି ଭୁଲ୍ କଲେ, ପରିସ୍ଥିତି ଦେଖି ରାୟ ଶୁଣାଇବେ କୋର୍ଟ: ଦିଲ୍ଲୀ ହାଇକୋର୍ଟ

ଏମିତିକି ମାମଲାର ଶୀଘ୍ର ସମାଧାନ କିଭଳି ହେବ ସେଥିପ୍ରତି ମଧ୍ୟ କୋର୍ଟ ଗୁରୁତ୍ୱ ଦେବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ ।

Bamboo workers
ମୂଳ ତ ଉଠୁନି...ଏ ବେପାର କରି ଲାଭ କଣ...ପରିବାର ଚଳିବ କେମିତି ?

ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି ? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର।

Bridge Problem
୯ ବର୍ଷ ହେଇଗଲା...ଆଉ କେବେ ସରିବ ସେତୁ?

ବାଃ ବାଃରେ ପ୍ରଶାସନ । ୯ ବର୍ଷ ହୋଇଗଲା କିନ୍ତୁ ସେତୁ କାମ ସରିଲା ନାହିଁ...ନିର୍ବାଚନ ପାଖେଇ ଆସୁଥିବାରୁ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ

Instagram Reel
ବିମାନରେ ଏମିତି ଡ୍ୟାନ୍ସ କଲେ ଯୁବତୀ; ଭାଇରାଲ ହେଉଛି ଭିଡିଓ

ଜଣେ ଯୁବତୀ ବିମାନରେ ରିଲ୍ସ କରିଥିବାବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଭିଡିଓଟିରେ ଜଣେ ଯୁବତୀ ବିମାନ ଭିତରେ ଏକ ହିନ୍ଦୀ ଗୀତରେ ନାଚୁଛନ୍ତି ।

Cancer Hospital
ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍; ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ମାଧ୍ୟମରେ ଜଟଣୀ ସ୍ଥିତ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Protesting college girls
କହି କହି ଥକିଥିଲେ, ରାସ୍ତା ନିର୍ମାଣ ହେଉନଥିଲା...କଲେଜ୍‌ ଛାତ୍ରୀ ଏମିତି କାମ କଲେ ସାଙ୍ଗେ ସାଙ୍ଗେ ହେଇଗଲା

ଯାହା ନକରିପାରିଲା ପ୍ରଶାସନ, ତାହା କରିଦେଖାଇଲେ ଛାତ୍ରୀ । କାଦୁଅ ପଚପଚ ରାସ୍ତାକୁ ନିଜେ ସଫା କଲେ, ରାସ୍ତା ଅବରୋଧ କଲେ । ୭ ଦିନ ସମୟ ମାଗିବା ପରେ ବି ରାଜି ହେଲେନି ଛାତ୍ରୀ..ବାଧ୍ୟ ହୋଇ ଅନ୍‌ ଦ ସ୍ପଟ୍ କୁ ଆସିଲା ପ୍ରଶାସନ। ସାଙ୍ଗେ ସାଙ୍ଗେ ଆରମ୍ଭ ହେଲା ରାସ୍ତା କାମ।

how to know CBSE Class 10, 12 Result 2023 marksheets on DigiLocker
ଖୁବ୍‌ଶୀଘ୍ର CBSE ରେଜଲ୍ଟ ! ଜାଣନ୍ତୁ, କେମିତି ଡିଜିଲକର୍‌ରୁ ପାଇବେ ମାର୍କସିଟ୍‌ ?

ଖୁବ୍‌ଶୀଘ୍ର ସିବିଏସ୍‌ଇ ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍‌ ଓ ପାସିଂ ସାର୍ଟିଫିକେଟ୍‌ ଡିଜିଲକର୍‌ ଆପ୍‌(DigiLocker App)ରେ ଅପ୍‌ଲୋଡ୍‌ ହେବ।

Keonjhar, Joda, Kolhapanduli Village
ଏହି ଗାଁରେ କିଛି ନାହିଁ ! ପାଣି ମିଳୁଛି ନା ଚାଉଳ, ରାସ୍ତା ଖଣ୍ଡେ ବି ନାହିଁ...

ପିଡିଏସ ଚାଉଳ ପାଇଁ ଏହି ଗାଁର ଲୋକମାନେ ଅଣଓସାରିଆ ଓ ବିପଦପୂର୍ଣ୍ଣ ୧୦ କିଲୋମିଟର ଯାତ୍ରା କରି ଯିବା ପରେ ମୁଣ୍ଡରେ ମୁଣ୍ଡେଇ ଚାଉଳ ଆଣନ୍ତି ।

Danda Jatra
ରାଜସ୍ଥାନରୁ ପୁରୀ...‘ମୁଁ ଜଗାର ଭକ୍ତ...ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି’

ଧୁ ଧୁ ଖରାକୁ ଖାତିର ନାହିଁ । କାଳିଆ ଦର୍ଶନ କରିବାକୁ ଭକ୍ତ ମନ ବ୍ୟାକୁଳ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ ।

Photographer calls Anushka Sharma sir by mistake
ଅନୁଷ୍କାଙ୍କୁ ‘ସାର୍‌’ ଡାକିଦେଲେ ଫଟୋଗ୍ରାଫର, ଏମିତି ରିଆକ୍ଟ କଲେ ବିରାଟ...

ବିରାଟ-ଅନୁଷ୍କା ରେଷ୍ଟୁରାଣ୍ଟ ବାହାରେ ଫଟୋ ପୋଜ୍‌ ଦେବାବେଳେ ଏହି ସମୟରେ ଜଣେ ଫଟୋଗ୍ରାଫର ଭୁଲ୍‌ରେ ଅନୁଷ୍କାଙ୍କୁ ‘ସାର୍‌’ ଡାକି ଦେଇଥିଲେ। ଏହାଶୁଣି ବିରାଟ ଏକ ପ୍ରକାର ହାସ୍ୟାସ୍ପଦ ପ୍ରତିକ୍ରିୟା ଦେଇଥିଲେ।

ssc notification 2023
SSC ପକ୍ଷରୁ ୧୬୦୦ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି ! ଦରମା ୧୯,୯୦୦ ରୁ ୬୩,୨୦୦

ବିଜ୍ଞପ୍ତି ପ୍ରକାଶ ପାଇଥିବା ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୨୩ ମେ’ ୯ ତାରିଖରୁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ଗ୍ରହଣ ।

MKCG hospital
ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ରୋଗୀ

Sarapancha Auto Driver
ସରପଂଚ ହେବ ତ ଏମିତି : ଜିତିଲା ପରେ ବି ଚଳାଉଛନ୍ତି ଅଟୋ

ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?

girl dies by suicide after father scolds her for using phone
ବାପା କହିଲେ- ‘ମୋବାଇଲ୍‌ ବନ୍ଦ’...ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କଲା ଝିଅ

ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍‌ ବ୍ୟବହାର କରୁଥିଲା ଝିଅ। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।

Soro Marriage
ଜନ୍ମରୁ ଦିବ୍ୟାଙ୍ଗ, କିନ୍ତୁ ଠାରରେ ଠାରରେ ମିଶିଗଲା ହୃଦୟ: ଆଉ ଏବେ ସତ ହୋଇଗଲା ସ୍ୱପ୍ନ

ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।