‘କିଏ ଏଠି ହେଡ୍ । ମୁଁ ନା ତୁମେ? କିଏ କାହା ନିର୍ଦ୍ଦେଶକୁ ମାନିବ ? ମୁଁ ଯାହା ନିର୍ଦ୍ଦେଶ ଦେଉଛି ତୁମେ କରୁନ କାହିଁକି ? ଆଗେ ଏକଥା ସ୍ପଷ୍ଟ କର ତାହା ପରେ ଉଠିବି… ବାସ୍ କିଛି ଏମିତି କହି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଦୁଆରେ ବସି ଧାରଣା ଦେଇଥିଲେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ।
ଇମ୍ରାନ ହାଶମୀ ମଧ୍ୟ ଥରେ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏମିତି କଥା କହିଥିଲେ, ଯାହାକୁ ନେଇ ସେ ଆଜି ବି ଅନୁତାପ କରନ୍ତି। କାରଣ, ଅଭିନେତ୍ରୀ ମଧ୍ୟ ଖୋଲାଖୋଲି ଭାବେ ଇମ୍ରାନ ହାଶ୍ମୀଙ୍କ ଏହି ମତରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।
କର୍ଣ୍ଣାଟକ କନକପୁରା ଆସନରୁ ବଡ଼ ବ୍ୟବଧାନରେ ଜିତିଛନ୍ତି ଶିବକୁମାର
ସତ ହେଲା ଜ୍ୟୋତିଷଙ୍କ ବାଣୀ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ ।
ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ଅନେକ ବିବାଦ ଲାଗି ରହିଥିଲେ ବି ଏହା ଭଲ ରୋଜଗାର କରି ଚାଲିଛି। ତେବେ ଚଳଚ୍ଚିତ୍ର ଦୁନିଆରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଫିଲ୍ମ ବିବାଦ ପରେ ବି ଭଲ ରୋଜଗାର କରିଛି। ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।
କିଛି ଭିଉଜ୍ ପାଇବା ପାଇଁ ଅଜାକାଲିକା ପିଲା ଜୀବନ ଦେବା ପାଇଁ ବି ପ୍ରସ୍ତୁତ . . ଏତେସବୁ ପାଗଳାମୀ କେବଳ ଲୋକପ୍ରିୟତା ସାଉଣ୍ଟିବାକୁ।
ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଭିଯୋଗ କରିଛନ୍ତି। ଅଜାଣତରେ ତାଙ୍କ ନାଁ, ଫଟୋ ଓ ସ୍ୱର ବ୍ୟବହାର କରି କିଛି ଅଜଣା ବ୍ୟକ୍ତି ନକଲି ବିଜ୍ଞାପନ କରିଥିବା ସେ ଅଭିଯୋଗ ଆଣିଛନ୍ତି।
ଅଦିନିଆ ବର୍ଷାକୁ ପ୍ରବଳ ଖରା । ଫଳିଲାନି ଲିଚୁ...ଲୋକେ ଗଲେ ବି ମିଳୁନି କୋଳି । ଚିନ୍ତାରେ ଚାଷୀ ଓ ବେପାରୀ
ସୁଧୁରିବେନି ପାପା କି ପରୀ… ବିଚ୍ ରାସ୍ତାରେ ମାହୁନ୍ତଙ୍କୁ ଧକ୍କା ଦେଲା, ଡରିଯାଇ ହାତୀ ଦଉଡିଲା । ଭାଇରାଲ ହେଉଛି ଭିଡିଓ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସକୁ ଏକ ପ୍ରକାର ସ୍ପଷ୍ଟ ବହୁମତ ମିଳିଥିବା ଜଣାପଡ଼ିଛି। ଏସବୁ ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା।
ଯେଉଁ ପ୍ରାର୍ଥୀ କମ୍ପ୍ୟୁଟର ପରୀକ୍ଷାରେ ପାସ୍ କରିବେ ସେମାନେ ନିଯୁକ୍ତିର ଫାଇନାଲ ଷ୍ଟେଜ- Viva-voce Test ଦେବେ। ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ଏହି Viva-voce Test ହୋଇଥାନ୍ତା। ହେଲେଏହାକୁ ସ୍ଥଗିତ ରଖାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗଙ୍କ ଜୀବନ . . .
ଆଜି ICSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟାରେ ICSEର ଅଫିସିଆଲ୍ ୱେବ୍ସାଇଟ୍- results cisce.org ରେ ରେଜଲ୍ଟ ଉପଲ୍ଲବ୍ଧ ହେବ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।
ସେଫ୍ଟିକ୍ ଟ୍ୟାଙ୍କ୍ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।
ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ନିଆଁ ଛିଟିକି ବାଣ ଗଦା ଉପରେ ପଡ଼ିବାରୁ ଜୋରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ଶିକ୍ଷକତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ OTETରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା । ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ।
ଉଭୟ ଦଳ ସହ ମେଣ୍ଟ କରି ସେ ସରକାର ଗଠନ କରିବାକୁ ଆଗ୍ରହୀ ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ କର୍ଣ୍ଣାଟକରେ ଜେଡିଏସ୍ ୫୦ ଆସନରେ ବିଜୟୀ ହେବ ।
ପେଶା ଡାକ୍ତର, ନିଶା ମାନବ ସେବା । ରାସ୍ତାରେ ବୁଲିବା ବେଳେ ଯେଉଁ ଅସହାୟଙ୍କୁ ଦେଖନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଅନ୍ତି । ଏମିତି ସେବାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ପ୍ରଶଂସା