ଅଭିଯୁକ୍ତଠାରୁ ଲାଞ୍ଚ ନେଇ ବାକ୍ସରେ ପକାଉଥିଲେ ହେଡ୍ କନ୍ଷ୍ଟେବଲ । ଦୁର୍ଭାଗ୍ୟବସତଃ ସିସିଟିଭିରେ କଏଦ୍ ହେଲା ପୁରା ଘଟଣା ।
ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?
IOCLରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଜୁନିଅର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ IOCL ଏକ ବିଜ୍ଞପ୍ତି ଜାରି କରିଛି। ଜାଣନ୍ତୁ କିପରି କରିବେ ଆବେଦନ।
୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍ର ଓଜନ ଏକ କିଲୋ ।
ଭାରତରେ ଚା’ର ଚାହିଦା ବହୁତ ଅଧିକ । ଚା’ ବେପାରରୁ ଲୋକେ ଅଧିକ ଲାଭବାନ ମଧ୍ୟ ହେଉଛନ୍ତି । ତେଣୁ ଏବେ ପ୍ରାୟ ଯୁବପିଢ଼ି ଚା’ ବେପାର କରିବାକୁ ଆଗ୍ରହ ଦେଖାଉଛନ୍ତି ।
ଗୁଳିକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପରମିନ୍ଦର କୌର । ସେ ରବିବାର ସନ୍ଧ୍ୟାରେ ପବିତ୍ର ପୋଖରୀ ବା ସରୋବର ନିକଟରେ ବସି ମଦ୍ୟପାନ କରୁଥିଲେ ।
କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିନା ଅନୁମତିରେ ଏଭଳି କରିଥିବାରୁ ତା’ର ଉତ୍ତର ରଖିବାକୁ କୁହାଯାଇଛି ।
ନିକଟରେ ଏକ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଏଥିରେ ଜଣେ ଆଇଏଏସ୍ ଆଶାୟୀଙ୍କ ସଂଘର୍ଷମୟ ଜୀବନକୁ ଚିତ୍ରିତ କରାଯାଇଛି। ଏହି ଫିଲ୍ମକୁ ନିଜ ଘରେ ସ୍କ୍ରିନିଂ କରିବାକୁ ଶିଳ୍ପପତି ମୁକେଶ ଅମ୍ବାନୀ ଅନୁରୋଧ କରିଛନ୍ତି।
'ଦ କେରଳ ଷ୍ଟୋରୀ'କୁ ନେଇ ଚାଲିଥିବା ବିବାଦ ଯୋଗୁଁ ଅଦା ଶର୍ମାଙ୍କୁ ହତ୍ୟା ଧମକ ମିଳୁଛି। ଏହି ଫିଲ୍ମ ରାଜନୈତିକ ଦଳ ତଥା ଗୋଷ୍ଠୀର ଏକ ବିଭାଗର ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛି। ଏହାରି ଭିତରେ ତାଙ୍କ ଦୁର୍ଘଟଣା ଖବର ପ୍ରଶଂସକଙ୍କୁ ଦୁଃଖ ଦେଇଛି।
ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।
ବିନା ଟଙ୍କାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଡ଼ ନ ହୋଇ ପାରିବାରୁ ଶେଷରେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍ରେ ୨ଶହ କିମି ଯାତ୍ରା କଲେ ବାପା ।
୧୯୯୬ ମସିହାରେ ଦିପା ବାଇଙ୍କୁ ବିବାହ କରିଥିଲେ ବିନୟ ପରମାର । ବିବାହର କିଛି ଦିନ ଯାଏଁ ଉଭୟଙ୍କ ମଧ୍ୟରେ ଠିକ୍ଠାକ୍ ଚାଲିଥିଲା । ହେଲେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା ।
ବିଷାକ୍ତ ମଦ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଅମିତାଭ ବଚ୍ଚନ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ ପାଇଁ ସୁଟିଂରେ ବ୍ୟସ୍ତ ରହିଛନ୍ତି । ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୦୦ ଟଙ୍କା ହୋଇଛି।
ଏବେବି କମୁନି ଧୋନି କ୍ରେଜ୍ । ମାହିଙ୍କ ଅଟୋଗ୍ରାଫ୍ ପାଇଁ ଧାଡି ଲଗାନ୍ତି ଲକ୍ଷାଧିକ ଫ୍ୟାନ୍ସ । ଏହି ଧାଡ଼ିରେ ସାମିଲ ହୋଇଛନ୍ତି ଜଣେ କ୍ରିକେଟ୍ କିମ୍ବଦନ୍ତୀ । ଜାଣନ୍ତୁ ସେ କିଏ ?
ବାପାମା’ ପିଲାଙ୍କୁ ପାଠ ପଢ଼େଇବା ପାଇଁ ସ୍କୁଲ, କଲେଜ୍ ପଠାଉଛନ୍ତି । ହେଲେ ଆଜିକାଲିକା ପିଲା ପାଠରେ ଧ୍ୟାନ ଦେବେ କ’ଣ . . .
ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।
ବାୟା କଲା ନାଲିପାଣି । ନିଜ ଘରେ ଆଉ କେହି ନୁହେଁ ବରଂ ନିଜେ ନିଆଁ ଲଗାଇଦେଲା ମଦ୍ୟପ ଯୁବକ ।
ଆଜେକ୍ସଙ୍କ ମୋବାଇଲରୁ ଅନେକ ଫଟୋ, ଭିଡିଓ ଚାର୍ଟ ଡିଲିଟ ହୋଇଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ବାପା ଓ ମାଆ ।
ଏଣିକି ଅଫିସ୍ରେ ମଦ୍ୟପାନ କରିବାକୁ ସରକାର ଅନୁମତି ଦେଇଛନ୍ତି । ହେଲେ ଏହା ମାତ୍ର କିଛି କାର୍ଯ୍ୟାଳୟରେ ଲାଗୁ ହୋଇପାରିବ ବୋଲି କୁହାଯାଇଛି ।
ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ି ବଢ଼ି ଯାଉଥିବା ବେଳେ ଆଜି ଛତିଶଗଡ଼ରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।
ପ୍ରେମରେ ସତରେ ସବୁ କିଛି ସମ୍ଭବ । ଆଜିକାଲି ଲୋକ ପ୍ରେମ ବିବାହ କରିବା ପରେ ମଧ୍ୟ ମାରଧର ହୋଇ ଅଲଗା ହୋଇଯାଉଛନ୍ତି । ହେଲେ ବଲାଙ୍ଗୀରରୁ ଏପରି ଏକ କାହାଣୀ ଆସିଛି ଯାହା ସମସ୍ତଙ୍କ ଆଖି ଓଦା କରିଦେବ ।
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...